"ରଘୁନାଥ ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତଥ୍ୟ ଯୋଡ଼ାଗଲା
୩୮ କ ଧାଡ଼ି:
}}
 
ରଘୁନାଥ ମହାନ୍ତି ଜଣେ ଓଡ଼ିଶା-ଜନ୍ମିତ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ନିଜମୁଖ୍ୟତଃ ସାଥୀରଣପୁର ଦିବାକରବିଦ୍ରୋହ<ref>http://incredibleorissa.com/famous-freedom-fighters-of-odisha</ref> ପରିଡ଼ାଙ୍କତଥା ସହଗଡ଼ଜାତ ଫାଶୀବିଦ୍ରୋହରେ ପାଇଥିଲେପ୍ରମୁଖ ନେତୃତ୍ୱ ନେଇଥିଲେ୧୯୪୦ ଦୁହେଁମସିହାରେ '''ରଘୁ-ଦିବାକର'''ଇଂରେଜମାନେ ତାଙ୍କୁ ଫାଶୀଦଣ୍ଡରେ ଭାବେଦଣ୍ଡିତ ପରିଚିତକରିଥିଲେ
== ଜୀବନୀ ==
 
ରଘୁନାଥ ମହାନ୍ତି ରଣପୁରର ବାଦଭୂଇଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ରଣପୁର ଆଦି ଗଡ଼ଜାତ ଅଞ୍ଚଳକୁ ସେତେବେଳେ '''ଅନ୍ଧାରୀ ମୁଲକ''' କୁହାଯାଉଥିଲା, କାରଣ ଏଠିକାର ଅଧିବାସୀ ନିଜ ଅଧିକାର ବିଷୟରେ ଅନଭିଜ୍ଞ ଥିଲେ । ରଘୁନାଥ ମହାନ୍ତି ନିଜ ସାଥୀ [[ଦିବାକର ପରିଡ଼ା]]ଙ୍କ ସହ ମିଶି ପ୍ରଜାମଣ୍ଡଳ ଆନ୍ଦୋଳନ ଆରମ୍ଭ କରିଥିଲେ ।<ref>https://speakerloksabha.nic.in/speech/SpeechDetails.asp?SpeechId=198</ref> ସେ ଦୁହେଁ [[ରାସବିହାରୀ ବୋଷ]], [[ଭଗତ ସିଂହ]], [[ବାଘା ଯତୀନ]], [[ଚନ୍ଦ୍ରଶେଖର ଆଜାଦ]] ଏବଂ [[ବୀର ସାବରକାର]] ଆଦି ସ୍ୱାଧୀନତା ସଂଗ୍ରାମୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ଏ ଦୁଇଜଣ '''ରଘୁ-ଦିବାକର''' ଭାବେ ପରିଚିତ । ୧୯୩୯ ମସିହା ଜାନୁୟାରୀ ୫ ତାରିଖରେ ରଣପୁର ରାଜପ୍ରାସାଦ ସମ୍ମୁଖରେ ରଘୁ-ଦିବାକରଙ୍କ ନେତୃତ୍ୱରେ ଲୋକମାନେ ବିକ୍ଷୋଭ କରିଥିଲେ । ଏଥିରେ ସେତେବେଳ ସମୟରେ ଓଡ଼ିଶା ପାଇଁ ନିଯୁକ୍ତ ଇଂରେଜୀ ରାଜନୈତିକ ପ୍ରତିନିଧି ମେଜର ଆର.ଏଲ. ବାଜେଲଗେଟଙ୍କୁ<ref>https://www.telegraphindia.com/1170417/jsp/odisha/story_146655.jsp</ref> ଲୋକମାନେ ଠେଙ୍ଗାରେ ପିଟି ପିଟି ମାରିଦେଇଥିଲେ । ବ୍ରିଟିଶ ସରକାର ମୃତ୍ୟୁର ତଦନ୍ତ ପାଇଁ ଏକ ଟିମ ଓଡ଼ିଶାକୁ ପଠାଇଲେ ରଣପୁରବାସୀଙ୍କୁ ମିଥ୍ୟା ସାକ୍ଷୀ ଦେବାକୁ ବିବଶ କରାଗଲା ଏବଂ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କୁ ଭୁଲ ମାମଲାରେ ଫସାଇ ଅତ୍ୟାଚାର କରାଗଲା ।<ref>http://magazines.odisha.gov.in/Orissareview/2013/apr/engpdf/34-37.pdf</ref> ଶେଷରେ ସେମାନଙ୍କୁ ଫାସୀଦଣ୍ଡରେ ଦଣ୍ଡିତ କରିବାକୁ ନିଷ୍ପତ୍ତି ନିଆଗଲା । ସେମାନଙ୍କୁ ରେଳଗାଡ଼ି ଦ୍ୱାରା ରଣପୁର ଜେଲରୁ ବିହାରର ଭଗଲପୁର ଜେଲକୁ ନିଆଗଲା । ୧୯୪୧ ମସିହା ପୂର୍ବାହ୍ନରେ ସେମାନଙ୍କୁ ସେ ଦୁହିଁଙ୍କୁ ଫାସୀ ଦିଆଗଲା ।<ref>https://www.indiatoday.in/india/story/narendra-modi-odisha-freedom-fighters-paika-rebellion-971745-2017-04-16</ref>
== ଆଧାର ==
{{ଆଧାର}}
{{ଅଧାଗଢା}}
 
[[ଶ୍ରେଣୀ:୧୯୧୦ ଜନ୍ମ]]