"ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଉପକରଣ: ଖୋଜିବା ଏବଂ ଅପଟିମାଇଜ କରିବା ଯୋଗ ହେଲା
ଟିକେ →‎ଉପକରଣ: ଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ ପୃଷ୍ଠା ତିଆରି ନିମିତ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତି ଆରମ୍ଭ ହେଲା
୫୩ କ ଧାଡ଼ି:
=== ଖୋଜିବା ଏବଂ ଅପଟିମାଇଜ କରିବା ===
ଏଆଇର ଅନେକ ସମସ୍ୟାଗୁଡ଼ିକୁ କେବଳ ସଠିକ ଭାବରେ '''ସମାଧାନ ଖୋଜିବାଦ୍ୱାରା ସମାଧାନ''' କରିହେବ । ରିଜନିଂକୁ ଆମେ ଗୋଟିଏ ଖୋଜିବା ସମସ୍ୟାଭାବେ ନେଇ ସମାଧାନ କରିପାରିବା । ଭଲ ଭାବରେ ବୁଝିବା ନିମିତ୍ତ, ଉଦାହରଣ ସ୍ୱରୂପ ଧରନ୍ତୁ ଆପଣଙ୍କୁ ଏକ ପାହାଡ଼ର ଶିଖରରେ ପହଂଚିବାର ଅଛି, ଶିଖରରେ ପହଞ୍ଚିନା ନିମିତ୍ତ ଆପଣଙ୍କୁ ବହୁତ ବାଟ ମିଳିବ, ଅତି କମରେ ଚାରି ଦିଗରୁ ଚାରିଟି ବାଟରୁ କେଉଁ ଏକ ବାଟରେ ଆପଣ ପାହାଡ଼ର ଚୁଡାରେ ପହଂଚି ପାରିବେ । କିନ୍ତୁ ପ୍ରଶ୍ନ ଉଠେ କେଉଁ ରାସ୍ତାରେ ଗଲେ ଆପଣ କମ ସମୟରେ ଏବଂ କମ ପରିଶ୍ରମରେ ଆପଣଙ୍କର ଲକ୍ଷ୍ୟସ୍ଥଳୀରେ ପହଁଚିପାରିବେ ସେ ତଥ୍ୟ ପାଇଁ ଆପଣଙ୍କୁ ନିଜେ ଚଢ଼ିବା ଆଗରୁ ଅନ୍ୟମାନଙ୍କୁ ପଚାରି କିମ୍ବା ମାନଚିତ୍ର ଦେଖି କିମ୍ବା ଦୂରରୁ ନିଜେ ଆକଳନ କରି ଆପଣ ଆପଣଙ୍କର ଚଲାପଥ ଠିକ କରିପାରିବେ । ଏଆଇ ଆପଣଙ୍କର ସହାୟତା ନିମିତ୍ତ ରାସ୍ତା ଖୋଜିପାରେ ଏବଂ କିଛି ତ୍ରୁଟି ହେଲେ ନିଜକୁ ସୁଧାରେ ଯାହାକୁ ଅପଟିମାଇଜ କୁହନ୍ତି ।
 
=== [[ଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ]] ===
ନ୍ୟୁରାଲ ନେଟୱର୍କର ଗଠନ ମଣିଷର ମସ୍ତିଷ୍କକୁ ଦେଖିକରି ତିଆରି କରାଯାଇଛି । ନ୍ୟୁରାଲ ନେଟୱର୍କକୁ ଉପଯୋଗ କରି ଚିତ୍ର, ଶବ୍ଦ, ଗାଡ଼ି ଚାଳନା ଆଦି ଅନେକ କାମ କରାଯାଇପାରୁଅଛି । ଏହି ବିଷୟରେ ଅଧିକ ଜାଣିବା ନିମିତ୍ତ ଏହାର ମୂଳଲେଖା, [[ଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ]]<nowiki/>କୁ ପଢ଼ନ୍ତୁ ।
 
== ପ୍ରୟୋଗ ==