"ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବିଜ୍ଞାପନ ସମ୍ପର୍କିତ ତଥ୍ୟ ଯୋଡ଼ା ହେଲା
୧୪୨ କ ଧାଡ଼ି:
=== ସାମରିକ ===
ସାମରିକ କ୍ଷେତ୍ରରେ ଏଆଇର ପ୍ରୟୋଗକୁ ନେଇ ଗଭୀର ଚିନ୍ତାବ୍ୟକ୍ତ କରାଯାଉଛି। ଏହା ଦ୍ୱାରା ମନୁଷ୍ୟ ସମାଜର କ୍ଷତି ହୋଇପାରେବୋଲି ଆଶଙ୍କା କରି [[ଇଲନ ମସ୍କ]]<nowiki/>ଙ୍କ ଭଳି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ନିଜ ନିଜ ଏଆଇ ଉଦ୍ୟୋଗଗୁଡ଼ିକୁ ସାମରିକ କ୍ଷେତ୍ରରେ ବ୍ୟବହାର କରିବେ ନାହିଁ ବୋଲି ଶପଥ କରିଛନ୍ତି।<ref>https://www.theverge.com/2018/7/18/17582570/ai-weapons-pledge-elon-musk-deepmind-founders-future-of-life-institute</ref><ref>https://www.cnet.com/news/elon-musk-google-deepmind-pledge-no-deadly-ai-autonomous-weapons/</ref><ref>https://www.technowize.com/elon-musk-deepmind-founders-and-others-pledge-not-to-develop-ai-weapon-systems/</ref> [[ଗୁଗଲ]]<nowiki/>ର କର୍ମଚାରୀମାନଙ୍କ ତୀବ୍ର ବିରୋଧ ଯୋଗୁଁ<ref>https://www.fedscoop.com/google-employees-resign-project-maven/</ref> [[ପ୍ରୋଜେକ୍ଟ ମବେନ୍]] ନାମକ ଏକ [[ଦ୍ରୋଣ୍]] ନିର୍ମାଣ ଚୁକ୍ତିରୁ [[ଗୁଗଲ]] ଓହରିଗଲା ।<ref>https://www.weeklystandard.com/klon-kitchen/google-withdraws-from-pentagon-project-maven-with-potential-future-consequences-for-national-security</ref>
 
=== ବିଜ୍ଞାପନ ===
ଏଆଇଦ୍ୱାରା ନେଟଫ୍ଲିକ୍ସ ନାମକ ଏକ ମନୋରଞ୍ଜନ ଭିଡିଓ ଯୋଗାଉଥିବା କମ୍ପାନୀ ଦର୍ଶକମାନଙ୍କୁ ସେମାନେ ପୂର୍ବରୁ ଦେଖିଥିବା ଭିଡିଓ ହିସାବରେ ନୂଆ ଭିଡିଓ ସୁପାରିଶ କରିଥାଏ ।<ref>https://www.businessinsider.in/Netflix-lifted-the-lid-on-how-the-algorithm-that-recommends-you-titles-to-watch-actually-works/articleshow/51158848.cms</ref>
 
ସର୍ଚ୍ଚ ଇଞ୍ଜିନଗୁଡ଼ିକ ଏଆଇଦ୍ୱାରା ବ୍ୟବହାରକାରୀମାନେ କେଉଁ କେଉଁ ୱେବସାଇଟ ଦେଖୁଛନ୍ତି ସେହି ହିସାବରେ ବିଜ୍ଞାପନ ଦେଖାନ୍ତି ।<ref>https://www.searchenginejournal.com/google-algorithm-history/rankbrain/</ref>
 
== ଦର୍ଶନ ଏବଂ ବିଚାର ==