"ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଲୋକମାନଙ୍କ ବୁଝିବା ନିମିତ୍ତ ଲୋକପ୍ରିୟ ଇଂରାଜୀ ଶବ୍ଦଗୁଡ଼ିକୁ ନୂଆ ଓଡ଼ିଆ ଶବ୍ଦକୁ ଅନୁବାଦ ନକରି ପ୍ରଚଳିତ ସେହି ଇଂରାଜୀ ଶବ୍ଦଗୁଡ଼ିକୁ କେବଳ ଓଡ଼ିଆରେ ଲେଖାହେଲା
ଟିକେ →‎ବ୍ୟାଙ୍କିଂ ଚାଟ ବଟ: ନୂତନ ପରିଚ୍ଛେଦ ଯୋଗହେଲା
୧୩୧ କ ଧାଡ଼ି:
==== ଭାଣ୍ଡାମି ଧରିବା ====
ଇଣ୍ଟେରନେଟର ଲୋକପ୍ରିୟତା ଯେଭଳିଭାବେ ବଢ଼ିଚାଲିଛି ସେହିଭଳି ଭାବେ ଇଣ୍ଟରନେଟରେ ଛଳନା ଏବଂ ଭାଣ୍ଡାମି ମଧ୍ୟ ବଢିଚାଲିଛି । ଏହିସବୁ ଧରିବା ଏବଂ ରୋକିବା ନିମିତ୍ତ କୁତ୍ରିମ ବୁଦ୍ଧିମତ୍ତାକୁ ଉପଯୋଗ କରାଯାଉଛି। ୨୦୧୫ରେ ଏକ କମ୍ପାନୀ ସର୍ବେକ୍ଷଣ କରି ଜଣେଇଲେ କି ଭାଣ୍ଡାମି ଯୋଗୁଁ ପୃଥିବୀ ସାରା ୧୧୮୦୦୦ କୋଟି ଟଙ୍କାର<ref>https://www.javelinstrategy.com/press-release/false-positive-card-declines-push-consumers-abandon-issuers-and-merchants</ref> କ୍ଷତି ହୋଇସାରିଲାଣି । ଅନେକ କମ୍ପାନୀ କୁତ୍ରିମ ବୁଦ୍ଧିମତ୍ତାଦ୍ୱାରା ଏହି ଭାଣ୍ଡାମି ରୋକିବାକୁ ଚେଷ୍ଟା କରୁଛନ୍ତି।<ref>https://cointelegraph.com/news/3-ways-artificial-intelligence-is-changing-the-finance-industry</ref>
 
==== ବ୍ୟାଙ୍କିଂ ଚାଟ ବଟ ====
[[୨୦୧୮]] କୁ ଚାଟ ବଟର ବର୍ଷ ଭାବରେ କୁହାଯାଉଛି ।<ref>https://chatbotsmagazine.com/2018-the-year-of-the-chatbot-fc5a5f780a31</ref><ref>https://www.information-management.com/opinion/2018-will-be-the-year-of-the-chatbot</ref><ref>https://moxiworks.com/blogs/2018-year-chatbot</ref> ଚାଟ ବଟର ବହୁଳ ଲୋକପ୍ରିୟତା ଏହା କରିଦେଖେଇବାକୁ ଯାଉଛି। ୨୦୨୦ ସୁଦ୍ଧା ଶତକଡ଼ା ୮୫ ଭାଗ ବ୍ୟାଙ୍କିଂ କାମ ଲୋକମାନେ ଚାଟ ବଟ ଦ୍ୱାରା କରିବେ ବୋଲି ଆକଳନ କରାଯାଉଛି<ref>https://chatbotsmagazine.com/banking-chatbots-saga-which-are-the-top-5-banks-that-have-adopted-chatbots-8160fdcd495</ref>। ନିଜର କର୍ମଚାରୀମାନଙ୍କର ନିତିଦିନିଆ କାମ ଗୁଡ଼ିକ ଯେଉଁଥିରେ ଅଧିକ ମୁଣ୍ଡ ଖଟାଇବାକୁ ପଡ଼େନି ସେହିସବୁ କାମଗୁଡ଼ିକୁ ଏବେ ଚାଟ ବଟକୁ ଦିଆ ଯାଉଛି। ଉଦାହରଣ ସ୍ୱରୂପ ନିଜର ବ୍ୟାଙ୍କ ବାଲାନ୍ସ ଜାଣିବା, ଚେକ ବୁକ ନୂଆ ମଗେଇବା, ସୁଧର ହାର ଜାଣିବା ଏସବୁ ବର୍ତ୍ତମାନ ଚାଟ ବଟ ଏବଂ ଇଣ୍ଟରନେଟ ମୋବାଇଲ ଦ୍ୱାରା ଘରେ ବସି ହେଇପାରୁଛି। କିଛି ପ୍ରମୁଖ ବ୍ୟାଙ୍କ ଯାହା ଏସବୁ କରିସାରିଲେଣି ସେମାନଙ୍କର ନାମ ହେଲା: ବ୍ୟାଙ୍କ ଅଫ ଆମେରିକା<ref>https://www.cnbc.com/2016/10/24/bank-of-america-launches-ai-chatbot-erica--heres-what-it-does.html</ref>, ଜେପି ମୋରଗାନ ଚେଜ, କ୍ୟାପିଟାଲ ଓ୍ବାନ, ମାଷ୍ଟର କାର୍ଡ, ଆମେରିକାନ ଏକ୍ସପ୍ରେସ ଇତ୍ୟାଦି<ref>https://www.abe.ai/blog/10-big-banks-using-chatbots-boost-business/</ref>।
 
ଭାରତୀୟ ବ୍ୟାଙ୍କଗୁଡ଼ିକ ମଧ୍ୟ ଚାଟ ବଟ ଉପରେ କାମ କରିବା ଆରମ୍ଭ କରିସାରିଲେଣି।<ref>https://www.techemergence.com/ai-applications-in-the-top-4-indian-banks/</ref><ref>https://www.livemint.com/Money/jQEQNXyfLkW1kY5FihFBHM/Indian-banks-seek-artificial-intelligence.html</ref> ମୁଖ୍ୟତଃ ଏଚଡିଏଫସି ବ୍ୟାଙ୍କ ଏବଂ ଏସବିଆଇ ବ୍ୟାଙ୍କ ଏଥିପାଇଁ ଅଧିକ ତତ୍ପର ଥିବା ଭଳି ଲାଗୁଛି<ref>https://factordaily.com/hdfc-bank-artificial-intelligence-chatbot/</ref>।
 
== ଦର୍ଶନ ଏବଂ ବିଚାର ==