"ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ସ୍ୱୟଂଚାଳିତ ଗାଡ଼ି: Readability increased
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୧୧୪ କ ଧାଡ଼ି:
* ପେଟ୍ରୋଲ/ଡିଜେଲ ପମ୍ପ ଖୋଜିବା ଏବଂ ଚାଳକକୁ ଗାଡ଼ିରୁ ବାହାରକୁ ନଆସି, ଗାଡ଼ି ଭିତରୁହିଁ ଇନ୍ଧନ ପଇସା ପୈଠ କରିବା ।
* ଚାଳକଙ୍କର ମନପସନ୍ଦ ପାଖାପାଖି ଖାଇବା ଦୋକାନ ଖୋଜିବା ।
* ଗାଡ଼ି ଚଳାଉଥିବା ସମୟରେ ଯଦି ପାଖାପାଖି କିଛି ଦୋକାନ (ଚାଳକର ମନପସନ୍ଦ ) ଅଛି ଯେଉଁଥିରେ ଘରେ ଦରକାର ପଡ଼ୁଥିବା ସାମଗ୍ରୀ ଅବାଶ୍ୟକ, ତେବେ ଚାଳକଟିକୁ ମନେପକେଇଦେବା କି ଘର ଆବଶ୍ୟକ ସାମଗ୍ରୀଟି ଏଠାରେ ମିଳୁଅଛି ।
* ଚାଳକଟି ତାହାର ନିତିଦିନିଆ ଖାଇବା ଦୋକାନରେ ପହଁଚିଲେ ସ୍ୱତଃ ପ୍ରଭୁତ୍ୱଟାସ୍ୱତଃପ୍ରବୃତ୍ତ ଭାବରେ ଚାଳକଟିର ମନପସନ୍ଦ ଖାଦ୍ୟ ସଂରକ୍ଷଣ କରି ରଖିବା, ଯାହା ଚାଳକଟି ଦୋକାନରେ ପହଂଚିବା କ୍ଷଣି ପ୍ରସ୍ତୁତ ହୋଇ ପରସା ହୋଇଯିବ ।
 
ଆହୁରି ଅନେକ ଏହିପରି କାମ କରିହେବ ଏବଂ ଏହି ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି।<ref name=":0" />