"ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଭଲ ସଂଯୋଗିକତା[9]: ଫିକ୍ସଡ଼ ବନାନ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
ଟିକେ →‎କ୍ଲାଉଡରେ ଥିବା ବୁଦ୍ଧିମତ୍ତା: ବିସ୍ତୃତ ଭାବେ ବର୍ଣ୍ଣନା କରାହେଲା
୧୧୯ କ ଧାଡ଼ି:
ଏମାନଙ୍କ ମଧ୍ୟରୁ ଗାଢ଼ ଅକ୍ଷରରେ ଚିନ୍ହଇତ ଉଦ୍ୟୋଗ ଗୁଡ଼ିକ ଅନ୍ୟମାନଙ୍କଠୁ ଆଗରେ ଅଛନ୍ତି।<ref>https://www.bankrate.com/auto/6-firms-that-are-testing-driverless-cars/</ref>
 
==== ସଂଯୋଗିକତା<ref>https://igniteoutsourcing.com/publications/artificial-intelligence-in-automotive-industry/</ref>====
ଏହି ସେବାନୁସାରେ ଗାଡ଼ି ଚାଳକ ଏବଂ ଆରୋହୀମାନେ ବିନା କୌଣସି ଉପକରଣ ସହାୟତାରେ କେବଳ କଥା କହି ଇମେଲ ପଠେଇବା, ଅନ୍ୟ କାହା ସହିତ ମୋବାଇଲରେ କଥାହେବା, ଇଣ୍ଟରନେଟରେ ଖୋଜିବା ଏବଂ ସ୍ମାର୍ଟଫୋନ ର ଆପ ବ୍ୟବହାର କରିବା ଆଦି କାମ କରିହେଉଛି ।
 
୧୨୬ କ ଧାଡ଼ି:
ହେଲେ ଏସବୁଠାରୁ ଅଧିକ ପ୍ରଭାବଶାଳୀ ପ୍ରୟୋଗ ହେଉଛି ଗାଡ଼ି-ଗାଡ଼ି ମଧ୍ୟରେ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା। ଏହାଦ୍ୱାରା ଦୁର୍ଘଟଣା କମେଇଦିଆଯାଇପାରେ। ଉଦାହରଣ ସ୍ୱରୂପ ଯଦି ଗୋଟିଏ ଆଗରେ ଯାଉଥିବା ଗାଡ଼ି ଜୋରରେ ବ୍ରେକ ମାରି ହଠାତ ଅଟକିଯାଏ ତେବେ ପଛରେ ଆସୁଥିବା ଗାଡ଼ିମାନଙ୍କୁ ସେ ସଚେତନ କରାଇଦେଇଥାଏ, ଯାହାଫଳରେ ପଛଗାଡ଼ି ବା ଚାଳକ ଗୁଡ଼ିକ ସଚେତନ ହୋଇ ବେଗ କମାଇଦିଅନ୍ତି।
 
ଅନ୍ୟଏକ ଉଦାହରଣରେ ଯଦି ଏକ ଗାଡ଼ି ଚାଳକ ନାଲି ଟ୍ରାଫିକ ଆଲୁଅରେ କୌଣସି କାରଣବଶତଃ ଅଟକି ପାରିଲାନି, ତେବେ ସେହି ଗାଡ଼ିଟି ଅନ୍ୟପଟରୁ ଆସୁଥିବା ଯାନବାହନଗୁଡ଼ିକୁ ସଜାଗ କରିଦେଇଥାଏ। ଏସବୁ ଅତି କମସମୟରେ ହୋଇ ଥାଏ, ଯାହାକି କେବଳ ମନୁଷ୍ୟପକ୍ଷେ ସମ୍ଭବ ନୁହେଁ।<ref name=":0">https://igniteoutsourcing.com/publications/artificial-intelligence-in-automotive-industry/</ref>
 
==== କ୍ଲାଉଡରେ ଥିବା ବୁଦ୍ଧିମତ୍ତା ====
==== ନିଜସ୍ଵବୋଧତା ====
କ୍ଲାଉଡଦ୍ୱାରା ନିମ୍ନଲିଖିତ କାର୍ଯ୍ୟଗୁଡ଼ିକ ବର୍ତ୍ତମାନ ହେଇପାରୁଛି କିମ୍ବା ଖୁବଶୀଘ୍ର ହେବାକୁ ଯାଉଅଛି।
 
* ପେଟ୍ରୋଲ/ଡିଜେଲ ପମ୍ପ ଖୋଜିବା ଏବଂ ଚାଳକକୁ ଗାଡ଼ିରୁ ବାହାରକୁ ନଆସି, ଗାଡ଼ି ଭିତରୁହିଁ ଇନ୍ଧନ ପଇସା ପୈଠ କରିବା ।
* ଚାଳକଙ୍କର ମନପସନ୍ଦ ପାଖାପାଖି ଖାଇବା ଦୋକାନ ଖୋଜିବା ।
* ଗାଡ଼ି ଚଳାଉଥିବା ସମୟରେ ଯଦି ପାଖାପାଖି କିଛି ଦୋକାନ (ଚାଳକର ମନପସନ୍ଦ ଅଛି ଯେଉଁଥିରେ ଘରେ ଦରକାର ପଡ଼ୁଥିବା ସାମଗ୍ରୀ ଅବାଶ୍ୟକ, ତେବେ ଚାଳକଟିକୁ ମନେପକେଇଦେବା କି ଘର ଆବଶ୍ୟକ ସାମଗ୍ରୀଟି ଏଠାରେ ମିଳୁଅଛି ।
* ଚାଳକଟି ତାହାର ନିତିଦିନିଆ ଖାଇବା ଦୋକାନରେ ପହଁଚିଲେ ସ୍ୱତଃ ପ୍ରଭୁତ୍ୱଟା ଭାବରେ ଚାଳକଟିର ମନପସନ୍ଦ ଖାଦ୍ୟ ସଂରକ୍ଷଣ କରି ରଖିବା, ଯାହା ଚାଳକଟି ଦୋକାନରେ ପହଂଚିବା କ୍ଷଣି ପ୍ରସ୍ତୁତ ହୋଇ ପରସା ହୋଇଯିବ ।
 
ଆହୁରି ଅନେକ ଏହିପରି କାମ କରିହେବ ଏବଂ ଏହି ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି।<ref name=":0" />
 
== ଦର୍ଶନ ଏବଂ ବିଚାର ==