"ଅରଣ୍ୟ ରୋଦନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨୭ କ ଧାଡ଼ି:
 
'''ଅରଣ୍ଯ ରୋଦନ''', ୧୯୯୨ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରସନ୍ନ ପୃଷ୍ଟି । ସାତକଡ଼ି ହୋତା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ବିଜୟ ମିଶ୍ର କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବିପ୍ଳବ ରାୟଚୌଧୁରୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
 
ପ୍ରିୟମ୍ବଦା ରାୟ, ରାଈଚରଣ ଦାସ, ଶରତ ପୂଜାରୀ, ମ. ରାମଦାସ, ଲ‌ଲାଟେନ୍ଦୁ ରଥ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
 
==ଅଭିନୟ==