"ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ପ୍ରୟୋଗ: କୁତ୍ରିମ ବୁଦ୍ଧିମତ୍ତାର ଆଜିକାଲିକା ଦୁନିଆରେ କିଭଳି ପ୍ରୟୋଗ ହେଉଛି, ତାହା ଯୋଗ କରାହେଲା
ଟିକେ →‎ଉପଯୋଗ: ମୋଟର ବାହାନ କ୍ଷେତ୍ରରେ କୁତ୍ରିମ ବୁଦ୍ଧିମତ୍ତାର ଅବଦାନ ସଂଯୋଗ ହେଲା
୪୭ କ ଧାଡ଼ି:
ଆମ ଜ୍ଞାତରେ ଯେତେବି ପ୍ରାଣୀ ଅଛନ୍ତି, ମନୁଷ୍ୟର ଚିନ୍ତନ ଶକ୍ତି ସବୁଠାରୁ ବିକଶିତ ଅଟେ । କୁତ୍ରିମ ବୁଦ୍ଧିମତ୍ତା ଦ୍ୱାରା ଯନ୍ତ୍ରଗୁଡ଼ିକ କିପରି ମନୁଷ୍ୟ ଭଳି କିମ୍ବା ମନୁଷ୍ୟଠୁ ମଧ୍ୟ ଭଲ ଭାବରେ ଚିନ୍ତା କରି ନିର୍ଣ୍ଣୟ ନେଇପାରିବେ ଏହା ହେଉଛି ଏକ ଲକ୍ଷ୍ୟ ।
 
ଏହି କ୍ଷେତ୍ରରେ ବର୍ତ୍ତମାନ ସବୁଠାରୁ ଉପରେ [[ଗୁଗଲ]]<nowiki/>ର ଡିପ୍ ମାଇଣ୍ଡ ଅଛି। ସେମାନେ ଗୁଗଲ ଡ୍ୟୁପ୍ଲେକ୍ସ<ref>https://ai.googleblog.com/2018/05/duplex-ai-system-for-natural-conversation.html</ref> ନାମକ ଏକ ଯୋଜନା ଦ୍ୱାରା କୁତ୍ରିମ ବୁଦ୍ଧିମତ୍ତା ଉପଯୋଗ କରି, ଯନ୍ତ୍ରଦ୍ୱାରା ଭୋଜନାଳୟର ଜାଗା ସଂରକ୍ଷଣ କରିବାଠୁ ଆରମ୍ଭ କରି ବାଳ କାଟିବା ସମୟ ମଧ୍ୟ ଆଗୁଆ ସଂରକ୍ଷଣ କରାଯାଇପାରିହେଲାଣି।
 
 
୮୯ କ ଧାଡ଼ି:
==== [[:en:Watson_(computer)|ଆଇବିଏମ ୱାଟସନ]] ====
ଆଇବିଏମ ଏହାର କାର୍ଯ୍ୟଦ୍ୱାରା [[କର୍କଟ ରୋଗ]]<nowiki/>ର ଚିକିତ୍ସାନିମିତ୍ତ ବହୁମାତ୍ରାରେ ଆଗରେ ଅଛି।<ref>http://fortune.com/2017/02/01/ibm-watson-cancer-florida-hospital/</ref>
 
 
 
=== ମୋଟର ବାହାନ ଉଦ୍ୟୋଗ ===
ମୋଟର ବାହାନ ଉଦ୍ୟୋଗରେ ନାନାଦି ପ୍ରକାରରେ କୁତ୍ରିମ ବୁଦ୍ଧିମତ୍ତା ସାହାର୍ଯ୍ୟ କରୁଛି। କିଛି ଉଦାହରଣ ନିମ୍ନରେ ପ୍ରଦର୍ଶନ ହେଲା:
 
==== ସ୍ୱୟଂଚାଳିତ ଗାଡ଼ି ====
ଚାଳକବିହୀନ ଗାଡ଼ି ବର୍ତ୍ତମାନ ୨୦୧୮ ସୁଧା ପ୍ରାୟ ପ୍ରସ୍ତୁତ ହୋଇଗଲାଣି କହିଲେ ଚଳେ। ନିମ୍ନଲିଖିତ ଉଦ୍ୟୋଗଗୁଡ଼ିକ ଚାଳକବିହୀନ ଗାଡ଼ି ଉପରେ କୁତ୍ରିମ ବୁଦ୍ଧିମତ୍ତା ଉପଯୋଗକରି ଗବେଷଣା କରୁଛନ୍ତି।<ref>https://www.businessinsider.in/19-companies-racing-to-put-self-driving-cars-on-the-road-by-2021/Tesla-is-aiming-to-have-its-driverless-technology-ready-by-2018-/slideshow/54904971.cms</ref>
 
* '''ଟେସଲା'''
* ଉବର
* '''ଗୁଗଲ'''
* ଟୟୋଟା
* ବିଏମଡବ୍ଲ୍ୟୁ
* ଭଲଭୋ
* '''ନିଶାନ'''
* ଫୋର୍ଡ଼
* ଜେନେରାଲ ମୋଟର୍ସ
* ଡାଇମଲର
* '''ଅଡି'''
* '''ବାଇଡ଼ୁ'''
* ହୋଣ୍ଡା
* ହ୍ୟୁଣ୍ଡାଇ
* '''ବୋସ୍କ'''
* ପିଏସଏ ଗ୍ରୁପ
* ଫାରାଡେ
* '''ମରସିଡିଜ଼ ବେଞ୍ଜ'''
 
ଏମାନଙ୍କ ମଧ୍ୟରୁ ଗାଢ଼ ଅକ୍ଷରରେ ଚିନ୍ହଇତ ଉଦ୍ୟୋଗ ଗୁଡ଼ିକ ଅନ୍ୟମାନଙ୍କଠୁ ଆଗରେ ଅଛନ୍ତି।<ref>https://www.bankrate.com/auto/6-firms-that-are-testing-driverless-cars/</ref>
 
==== ଭଲ ସଂଯୋଗିକତା ====
 
==== ନିଜସ୍ଵବୋଧତା ====
 
== ଦର୍ଶନ ଏବଂ ବିଚାର ==