"ସେମିଳିଗୁଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୬୨ କ ଧାଡ଼ି:
 
'''ସେମିଳିଗୁଡା''' [[ଓଡ଼ିଶା]]ର [[କୋରାପୁଟ]] ଜିଲ୍ଲାର ଏକ ବ୍ଲକ<ref>{{cite web|title=Koraput District Portal|url=http://www.ordistricts.nic.in/administration/subdivision_block.php}}</ref> ଅଟେ । ଏହା ପ୍ରଥମେ ଏକ ଗ୍ରାମ ଥିଲା, ମାତ୍ର ବର୍ତ୍ତମାନ ଏହା ଏକ ଛୋଟ ସହର । [[ସୁନାବେଡା]] ମୁନିସିପାଲିଟିର<ref>{{cite web|title=ସୁନାବେଡା ମୁନିସିପାଲିଟି କାଉନ୍ସିଲ|url=http://sunabedamunicipality.com/Council_Body.html}}</ref> ଏହା ଅକ ଅଂଶ ଅଟେ।
ଜାତୀୟ ରାଜପଥ ୪୩ (ବର୍ତ୍ତମାନ ୨୬)ରେ [[କୋରାପୁଟ]] ଠାରୁ ପ୍ରାୟ ୨୨ କିଲୋମିଟର (ଦକ୍ଷିଣ ଆଡକୁ) ଗଲେ ସେମିଳିଗୁଡାରେ ପହଂଚିହେବ । ଏଠାରୁ ନଂଦପୁର ଦେଇ ପାଡୁଆକୁ ଗୋଟିଏ ରାସ୍ତା ବାହାରିଛି । ଏଚ୍‍ ଏ ଏଲ୍‍ ସୁନାବେଡା ତଥା [[ନାଲକୋ]] ଦାମନଯୋଡି ଏହାର ଅତି ନିକଟରେ ଅବସ୍ଥିତ ଅଟଂତି । ଏ ଅଂଚଳର ଏହା ଏକ ବ୍ୟବସାୟ କେଂଦ୍ର ତଥା ସହର ପାଲଟିଲାଣି<ref>{{cite book|last=Tara|first=Datta|title=ODISHA DISTRICT GAZETTEERS - KORAPUT|date=2016|publisher=GOPABANDHU ACADEMY OF ADMINISTRATION [GAZETTEERS UNIT] GENERAL ADMINISTRATION DEPARTMENT GOVERNMENT OF ODISHA|location=BHUBANESWAR|page=160|url=http://gopabandhuacademy.gov.in/sites/default/files/gazetter/Koraput_Gazetteer.pdf}}</ref>