"ଉଇକିପିଡ଼ିଆ:କିପରି ଗୋଟିଏ ପୃଷ୍ଠାରେ ଅଦଳ ବଦଳ କରିବେ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Jayantanth (ଆଲୋଚନା | ଅବଦାନ) ଟିକେ moved କିପରି ଗୋଟିଏ ଫରଦରେ ଅଦଳ ବଦଳ କରିବେ to Wikipedia:କିପରି ଗୋଟିଏ ଫରଦରେ ଅଦଳ ବଦଳ କରିବେ: mv2 project namespace |
Psubhashish (ଆଲୋଚନା | ଅବଦାନ) No edit summary |
||
୧ କ ଧାଡ଼ି:
==ବଦଳାଇବା==
ଉଇକିପିଡ଼ିଆରେ ବଦଳାଇବା ଭାରି ସହଜ । ଖାଲି ଡାହାଣ ପଟ ଉପରେ ଥିବା "'''ଏଡ଼ିଟ'''" ପତିଟିକୁ ଦବାନ୍ତୁ (କିମ୍ବା [[Wikipedia: Section|
[[Image:How to edit a page Edit box.png|thumb|600px|center|alt=Text in a large rectangle next to a scrollbar. It starts with a line "==Editing==", then a line "Editing most Wikipedia pages is easy. Simply click on the '''edit this page''' tab at the top...", and then about 30 more lines.|Edit box showing the [[Help:wiki markup|wiki markup]] for this page. You can see the markup for a level-two heading, and bold-face.]]
<br clear=all>
[[Help:wiki markup|ଉଇକି ମାର୍କଅପ]] ବ୍ୟବହାର କରି ଏହି ବାକ୍ସରେ, ଆପଣ ଲେଖିବାକୁ ଚାହୁଁଥିବା ଲେଖାଟି ଲେଖିପାରିବେ, ଲେଖାକୁ ସୁଧାରିପାରିବେ ଆଉ ଅଲଗା ଅଲଗା ଜିନିଷ, ଯେମିତିକି ଚିତ୍ର, ଟେବୁଲ ସବୁ ପୁରାଇପାରିବେ ।
କେବେ ଗୋଟିଏ ଧାଡ଼ି ଖାଲି ଜାଗା ଦେଇ ଆରମ୍ଭ କରନ୍ତୁ ନାହିଁ, ପାରାଗ୍ରାଫସବୁ ଗୋଟିଏ ଗୋଟିଏ ଖାଲି ଜାଗା ଲେଖା ଯାଇପାରିବ ।
ଲେଖି/ବଦଳାଇ ସାରିଲେ ଆପଣ [[Help:ସାରକଥାକୁ ବଦଳାନ୍ତୁ|ସାରକଥାକୁ ବଦଳାନ୍ତୁ]] ଭିତରେ, ମାନେ ବଦଳାଇବା ବାକ୍ସ ତଳେ ଥିବା ଛୋଟ ବାକ୍ସରେ '''ପ୍ରିଭିଉ ଦେଖାଅ'''ରେ ଲେଖାଟି କେମିତି ଦେଖାଯିବା ତାହା ଦେଖି ପାରିବେ, '''ବଦଳଗୁଡ଼ିକୁ ଦେଖାଅ'''ରେ କଣ କଣ ନିଜେ ବଦଳାଇଲେ ତାହା ଦେଖିପାରିବେ, ଆଉ ଶେଷରେ '''ସାଇତି ରକ୍ଷା'''କୁ ଦବାଇଲେ ଲେଖିଥିବା ଲେଖାଟି ସାଇତି ହୋଇଯିବ ଆଉ ସବୁ ଉଇକିଆଳି ତାହା ଦେଖିପାରିବେ ।
[[Image:Edit commands.PNG|frame|left|alt=A four-line window. The top line says "Edit summary (Briefly describe the changes you have made)". The second line is a blank input area. The third is one checkbox for "This is a minor edit" and another for "Watch this page". The last line contains buttons "Save page", "Show preview", "Save Changes", and a non-button "Cancel".|Edit commands]]
Line ୪୯ ⟶ ୩୮:
<!-- Place below here or in intro? -->
When performing a large edit, it is suggested you periodically, and before pressing 'save page', copy your edits into an external text editor (preferably one without formatting, such as [[Notepad (Windows)|Notepad]]). This ensures that in the case of a browser crash you will not lose your work. If you are adding substantial amounts of work, it is also a good idea to save changes in stages.
|