"ଧରଣୀଧର ଭୂୟାଁ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Regular Character Changes |
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
||
୨୯ କ ଧାଡ଼ି:
୧୮୬୮ ମସିହାରେ ରାଜାଙ୍କ ଅତ୍ୟାଚାରକୁ ବିରୋଧ କରି ବିପ୍ଳବୀ ରତ୍ନା ନାୟକଙ୍କ ନେତୃତ୍ଵରେ ଭୂୟାଁ ସମ୍ପ୍ରଦାୟ ଯେଉଁ ମେଳି କରିଥିଲେ ତାକୁ ଇଂରେଜମାନଙ୍କ ସହାୟତାରେ ଖୁବ ନିଷ୍ଠୁରତାର ସହ ଦମନ କରାଯାଇଥିଲା । ଏହି ଘଟଣା ଭୂୟାଁମାନଙ୍କୁ ଖୁବ ଅସନ୍ତୁଷ୍ଟ କରିଥିଲା । ତା’ ସହିତ ରାଜା ଓ ରାଜକର୍ମଚାରୀମାନଙ୍କ ଦିନକୁ ଦିନ ବଢୁଥିବା ଅତ୍ୟାଚାର ଓ ତା’ ସହିତ ପ୍ରଚଳିତ ବେଠି ପ୍ରଥା ଧରଣୀଧରଙ୍କ ମନକୁ ଖୁବ୍ ଆନ୍ଦୋଳିତ ଓ କ୍ଷୁବ୍ଧ କରିଥିଲା । ଏହି ସମୟରେ କେନ୍ଦୁଝରର ଏକ ଘଟଣା ତାଙ୍କ ମନରେ କୁହୁଳୁଥିବା ବିପ୍ଳବର ନିଆଁକୁ ପ୍ରଜ୍ଵଳିତ କରିବାରେ ସକ୍ଷମ ହୋଇଥିଲା ।
କେନ୍ଦୁଝରରେ ଥିବା
ଧରଣୀଧର ନିଜ ମେଳି ସହାୟତାରେ ସଶସ୍ତ୍ର ଲଢେଇ କରି, ରାଜାଙ୍କୁ ଗାଦିରୁ ହଟେଇ ପ୍ରଜାତନ୍ତ୍ର ପ୍ରତିଷ୍ଠା କରିବାକୁ ଏବଂ ତା ସହିତ ବିଚିତ୍ରାନନ୍ଦଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ । ବିଦ୍ରୋହ ପୂର୍ବରୁ ଧରଣୀଧର କଟକରେ ଥିବା କମିଶନର, କଲିକତାର ଇଂରେଜ କର୍ତୃପକ୍ଷ ଏବଂ [[ମୟୂରଭଞ୍ଜ]]ର ମ୍ୟାନେଜରଙ୍କୁ ରାଜାଙ୍କର ଅତ୍ୟାଚାର ବିଷୟରେ ଜଣାଇଥିଲେ । ସେଥିପାଇଁ, ବିଦ୍ରୋହ ଆରମ୍ଭ ହେଲା ପରେ ଇଂରେଜ ସରକାର ରାଜାଙ୍କୁ ସାହାଯ୍ୟ କରିବାକୁ ପଥମେ ମନା କରିଦେଲେ, କିନ୍ତୁ ଚତୁର ଦେବାନ୍ ଫକୀରମୋହନଙ୍କ ବିଚକ୍ଷଣତା ଯୋଗୁଁ ପରେ ସହାୟତା କରିଥିଲେ । କ୍ରମେ ବିଦ୍ରୋହ ଭୀଷଣ ରୂପ ଧାରଣ କଲା । ବିଦ୍ରୋହୀମାନେ ରାଜବାଟୀ ଆକ୍ରମଣ କରିବା ଆଗରୁ ରାଜା ଓ ବିଚିତ୍ରାନନ୍ଦ [[ଆନନ୍ଦପୁର]]କୁ ଲୁଚି ପଳାଇଲେ । ବିଦ୍ରୋହୀମାନେ ମଧ୍ୟ ରାଜ ନଅର ଅକ୍ତିଆର କରି ପାରିଲେ ନାହିଁ ।
|