"କ୍ଷୀରଚୋରା ଗୋପୀନାଥ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
'''କ୍ଷୀରଚୋରା ଗୋପୀନାଥ ମନ୍ଦିର''' ରେମୁଣା ରେ ଅବସ୍ଥିତ । ଏହା [[ବାଲେସ୍ଵର]]ଠୁ ୯ କିମି ପୂର୍ବରେ ଅବସ୍ଥିତ । ହାଉଡ଼ା ଓ [[ଭୁବନେଶ୍ଵର]] ମଝିରେ ପଡ଼େ । [[ରେମୁଣା]] ନାଆଁଟି ରମଣିଅ ନାଆଁରୁ ଆସିଛି ଜାହାର ମାନେ ସୁନ୍ଦର । କ୍ଷୀରଚୋରା ଗୋପୀନାଥ ମନ୍ଦିର ଓଡ଼ିଶାର ହିନ୍ଦୁ ମନ୍ଦିର ମାନଙ୍କ ଭିତରେ ଏକ ଜଣାଶୁଣା ମନ୍ଦିର । ଏହା ଗଁଗବଁଶର ରାଜାଙ୍କ ଦ୍ଵାରା ତିଆରି କରାଯାଇଥିଲା । ରେମୁଣାର ଗଛଲତା ଭରା ଏକ ଶିତଳ ପରିବେଶ ଭିତରେ ଗୋପୀନାଥ ପୂଜା ହୋଇଥାନ୍ତି । ଏହି ମନ୍ଦିରକୁ ଅନେକ ଭକତଙ୍କ ସୁଅ ଛୁଟିଥାଏ ବରଷ ସାରା । ଉତ୍କଲର ଉତ୍କଳର ରାଜା ଲାଙ୍ଗୁଲା ନରସିଙ୍ଘନରସିଁହ ଦେବ୍ଦେବ ଏହି ମନ୍ଦିର ଗଢିଥିଲେଗଢ଼ିଥିଲେ |
 
== '''କିମ୍ବଦନ୍ତି କହେ''' ==