Content deleted Content added
|
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
}}
'''ବର୍ଷା ପ୍ରିୟଦର୍ଶିନୀ''' (ଜନ୍ମ: ୭ ଅଗଷ୍ଟ ୨୯୮୪ ୧୯୮୪) ଜଣେ [[ଓଡ଼ିଆ ସିନେମା ଜଗତ|ଓଡ଼ିଆ]] କଥାଚିତ୍ର ଅଭିନେତ୍ରୀ । ସେ ଓଡ଼ିଆ ଚଳଚ୍ଚିତ୍ର ସହିତ କିଛି [[ବଙ୍ଗଳା ଭାଷା|ବଙ୍ଗଳା]] ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ୨୦୦୩ ମସିହାରେ ସେ [[ଉତ୍ତମ ମହାନ୍ତି]] ଏବଂ [[ମିଥୁନ ଚକ୍ରବର୍ତ୍ତୀ]] ଅଭିନୀତ ଓଡ଼ିଆ କଥାଚିତ୍ର [[ଏ ଯୁଗର କୃଷ୍ଣ ସୁଦାମା]] ଜରିଆରେ [[ଓଡ଼ିଆ କଥାଚିତ୍ର ଜଗତ]]ରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ସାବତ ମାଆ, ବାଜି, ତୁ ମୋ ଆଖିର ତାରା, ଟୋପାଏ ସିନ୍ଦୁର ଦି ଟୋପା ଲୁହ, ତୋତେ ମୋ ରାଣ, ଥ୍ୟାଙ୍କ୍ ୟୁ ଭଗବାନ ଭଳି ସଫଳ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ୨୦୦୮ ମସିହାରେ ସେ ବଙ୍ଗଳା ଚଳଚ୍ଚିତ୍ର ଜୋର୍ ଜରିଆରେ ବଙ୍ଗଳା କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଗୋଲ୍ମାଲ୍, ଲଭ୍ ଷ୍ଟୋରୀ, ବାଳିକା ବଧୂ, ଟକ୍କର, ହସି ଖୁସି କ୍ଲବ୍, ଟୁପୁରୁ ଟୁପୁର ବ୍ରିଷ୍ଟି ପଡ଼େ, ଅଚେନା ପ୍ରେମ୍ ଭଳି ବଙ୍ଗଳା କଥାଚିତ୍ରରେ ସେ ଅଭିନୟ କରିଛନ୍ତି ।
== ପରିବାର ==
|