"ଦି ସନ ଅଫ ନେପ୍ଚୁନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗ: 2017 source edit
ଟ୍ୟାଗ: 2017 source edit
୨୩ କ ଧାଡ଼ି:
'''ଦି ସନ ଅଫ ନେପ୍ଚୁନ '''୨୦୧୧ ରେ ଆମେରେକିୟ ଲେଖକ ରିକ ଋଓରଡାନ ଦ୍ଵାରା ଲିଖିତ ଏକ କାଳ୍ପନିକ ଉପନ୍ୟାସ ।ଏହା ଗ୍ରୀକ ଏବଂ ରୋମାନ ପୁରାଣ ଉପରେ ଆଧାରିତ। ଏହା ଦି ହୀରୋଜ ଅଫ ଅଲମ୍ପସ ସିରିଜ ର ଦ୍ଵିତୀୟ ପୁସ୍ତକ । ଏହା ଜଳ ଦେବତା ପୋଷେଡୋନ ଙ୍କ ପୁତ୍ର ପରସି ଜ୍ଯାକସନ ର ସାହସିକ ଗାଥା ଉପରେ ଆଧାରିତ। ଦି ହୀରୋଜ ଅଫ ଅଲମ୍ପସ ସିରିଜ ର ପ୍ରଥମ ପୁସ୍ତକ ର ନାମ "ଦି ଲଷ୍ଟ ହୀରୋ" ଏବଂ ତୃତୀୟ ପୁସ୍ତକ ର ନାମ "ଦି ମାର୍କ ଅଫ ଏଥେନା"। ଏହି ଉପନ୍ୟାସ ଟି ଗୁଡରିଡସ ଚୟେସ ପୁରସ୍କାର ରେ ମଧ୍ୟ ପୁରସ୍କୃତ ହେଇ ସାରିଛି। ଏହା ଅନେକ ସମୟ ଧରି ସର୍ବଶ୍ରେଷ୍ଠ ବିକ୍ରେତା ଲିଷ୍ଟ ରେ ମଧ୍ୟ ରହିଥିଲା। ଏହା ପ୍ରଥମେ ଅକ୍ଟୋବର ୪ ୨୦୧୧ ରେ ପ୍ରକାଶିତ ହୋଇଥିଲା ଏବଂ ବର୍ତମାନ ଏହା ଇବୂକ ଅଡିଓ ବୂକ ଭାବରେ ମଧ୍ୟ ଉପଲବ୍ଧ । ବର୍ତମାନ ଏହା ୩୭ ଟି ଭାଷା କୁ ଅନୁବାଦ କରା ସରିଛି।
== ବିକାଶ ==
ର ସାକ୍ଷାତକର ସମୟ ରେ ପରସି ର ଅବସ୍ଥାନ କୁ ନେଇ ଯେତେବେଳେ ରିକ ଙ୍କୁ ପ୍ରଶ୍ନ ପଚରା ଯାଇଥିଲା ସେତେବେଳେ ସେ ଘୋଷଣା କରିଥିଲେ ଯେ ଦି ସନ ଅଫ ନେପଚୁନ ପୁସ୍ତକ ରେ ପରସି ପୁଣି ଫେରିବା।