"ବେଜିଂ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୯୯ କ ଧାଡ଼ି:
|showflag = p
}}
'''ବେଜିଂ''' , ଚୀନର ରାଜଧାନୀ ଅଟେ। ଏହା ପୃଥିବୀର ଦ୍ୱିତୀୟ ଜନାକୀର୍ଣ୍ଣ ସହର। ଏହି ସହର ଚୀନର ଉତ୍ତର ଭାଗରେ ଅବସ୍ଥିତ। ଚୀନର ସରକାର ଏହି ସହରକୁ ସିଧାସଳଖ ମହାନଗର ନିଗମ ଭାବେ ପରିଚାଳିତ କରୁଛନ୍ତି ଓ ଏହା ସହିତ ଜାତୀୟ ସରକାର ଅଧୀନରେ ୧୬ଟି ପୌରାଞ୍ଚଳ, ଉପ-ପୌରାଞ୍ଚଳ ଓ ଗ୍ରାମ୍ୟାଞ୍ଚଳ ଶାସିତ ହେଉଛନ୍ତି। ବେଜିଂ ଉଭୟ ଆଧୁନୀକ ଓ ପାରମ୍ପରିକ ସ୍ଥାପତ୍ୟର ମିଶ୍ରଣ ଅଟେ। ବେଜିଂ ଶିକ୍ଷା,ରାଜନିତୀ,ଅର୍ଥନିତୀ,ଇତିହାସ,ପରମ୍ପରା,ପ୍ରଯୁକ୍ତି ବିଦ୍ୟା ଆଦିରେ ଅନେକ ପ୍ତିପତ୍ତି ହାସଲ କରିସାରିଛି।
== ଭୂଗୋଳ ==
==ଇତିହାସ==
"https://or.wikipedia.org/wiki/ବେଜିଂ"ରୁ ଅଣାଯାଇଅଛି