"ଅର୍ଚ୍ଚନା ନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୪ କ ଧାଡ଼ି:
|nationality=[[ଭାରତୀୟ]]}}
 
'''ଅର୍ଚ୍ଚନା ନାୟକ''' (ଜନ୍ମ ୨୭ ଫେବୃଆରୀ ୧୯୬୬) [[ଭାରତ]]ର [[୧୪ଶ ଲୋକସଭା]]ର ଜଣେ ସଦସ୍ୟ । ସେ ବିଜୁ ଜନତା ଦଳ, ରାଜନୈତିକ ଦଳରୁ ଓଡ଼ିଶାର କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରନ୍ତି । ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ସେହି ନିର୍ବାଚନରେ ସେ [[ଭିବନେଶ୍ୱରଭୁବନେଶ୍ୱର]] ଲୋକସଭା ନିର୍ବାଚନ ମଣ୍ଡଳୀରୁ ଲଢିଥିଲେ । ୨୦୧୩ରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ<ref>[http://odishatv.in/odisha/ex-mp-archana-nayak-quits-bjp-33699], Lok Sabha 2004</ref>
ସେ ରାଜ୍ୟର ଜଣେ ଜଣାଶୁଣା ଆଗଧାଡିର ନେତ୍ରୀ ।
 
==ଶିକ୍ଷା ଜୀବନ==
ସେ ମୁଡୁପୁର, ଜଗତସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ସ୍କୁଲ ଶିକ୍ଷା ଶେଷ କରି ବାଣୀବିହାରରୁ ସ୍ନାତ୍ତକୋତର, ଆଇନଶିକ୍ଷା, ଓ ବିଏଡ୍ ଶିକ୍ଷ ଲାଭ କରିଥିଲେ<ref>[http://www.myneta.info/loksabha2004/candidate.php?candidate_id=2916], LokEx-MP SabhaArchana 2004Nayak Quits BJP</ref> ।
 
==ଆଧାର==