"ପିଣ୍ଟୁ ନନ୍ଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୩ କ ଧାଡ଼ି:
 
==ଅଭିନୟ ଜୀବନ==
ପିଣ୍ଟୁ ନନ୍ଦ ପ୍ରଥମେ ଓଡ଼ିଆ ଦୂରଦର୍ଶନ ଜରିଆରେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ୧୯୯୬ ମସିହାରେ ଓଡ଼ିଆ କଥାଚିତ୍ର କୋଇଲି ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏଥିସ‌ହ ସେ ଓଡ଼ିଆ ଆଲ୍‌ବମ୍‌ରେ ଅଭିନୟ ମଧ୍ୟ କରିଥିଲେ । 'ଏ ଗଉରା କ'ଣ ଖାଉଚୁ' ଆଲବମ୍ ପିଣ୍ଟୁଙ୍କୁ ସବୁଠୁ ଅଧିକ ଲୋକପ୍ରିୟ କରାଇଥିଲା ।<ref>{{cite news|title=Pintu Nanda Oriya Actor|url=http://incredibleorissa.com/oriyafilms/pintu-nanda-oriya-actor-movies-video-photos-biography-album-songs/|accessdate=9 January 2018|newspaper=Incredible Orissa|date=21 April 2012}}</ref>
 
==ଅଭିନୀତ କଥାଚିତ୍ର==