"ମତେ ତ ଲଭ ହେଲାରେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବଦଳ ସାରକଥା ଲୁଚାଇଦିଅନ୍ତୁ
ଟିକେ (Ssgapu22 Mate Ta Love Helare ପୃଷ୍ଠାଟି ମତେ ତ ଲଭ ହେଲାରେକୁ ଲେଉଟାଇଲେ)
No edit summary
}}
 
'''ମତେ ତ ଲଭ ହେଲା ରେହେଲାରେ''', ୨୦୦୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ବିଜୟ ପଟ୍ଟନାୟକ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
 
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଓ ଶୁଭଶ୍ରୀ ଗାଙ୍ଗୁଲୀ । ସିଦ୍ଧାନ୍ତ ମହାପାତ୍ର, ଇଲୁ ବାନାର୍ଜୀ, ଅନିତା ଦାସ, ମିହିର ଦାସ, ବବି ମିଶ୍ର, ସାତ୍ୱକୀ ମିଶ୍ର, ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ପୁଷ୍ପା ପଣ୍ଡା, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
୩୯,୩୬୭

ଗୋଟି ସମ୍ପାଦନା