"ଓଡ଼ିଆ ସାହିତ୍ୟ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ବନାନ ସଂଶୋଧନ |
ଟିକେ Regular Character Changes |
||
୧୩୫ କ ଧାଡ଼ି:
=== ଉପନ୍ୟାସ ===
ଉମେଶ ଚନ୍ଦ୍ର ସରକାରଙ୍କ ଲିଖିତ [[ପଦ୍ମମାଳି]] ଥିଲା ପ୍ରଥମ ସମ୍ପୂର୍ଣ୍ଣ ଓଡ଼ିଆ ଉପନ୍ୟାସ ।<ref name="Mukherjee2002">{{cite book|author=Meenakshi Mukherjee|title=Early Novels in India|url=http://books.google.com/books?id=VPJ7jqVSl34C&pg=PA240|date=1 January 2002|publisher=Sahitya Akademi|isbn=978-81-260-1342-5|pages=240–}}</ref> ଅକ୍ଟୋବର ୧୮୮୮ରେ ଏହା କଟକ ପ୍ରିଣ୍ଟିଂ
ଓଡ଼ିଆ ସାହିତ୍ୟରେ ଫକୀର ମୋହନ ସେନାପତିଙ୍କ [[ମାମୁଁ (ଉପନ୍ୟାସ)|ମାମୁଁ]], [[ଲଛମା]], [[ଛ ମାଣ ଆଠଗୁଣ୍ଠ]] ଆଦି କାଳଜୟୀ ଉପନ୍ୟାସ ସୃଷ୍ଟି ହୋଇଥିଲା । [[ଗୋପୀନାଥ ମହାନ୍ତି]]ଙ୍କ କାଳରେ ଓଡ଼ିଆ ଉପନ୍ୟାସ ଅନେକ ଉନ୍ନତ ହୋଇଛି । ତାଙ୍କ ରଚିତ [[ଦାଦିବୁଢ଼ା]] (୧୯୪୪), [[ପରଜା]] (୧୯୪୫), [[ଅମୃତର ସନ୍ତାନ]] (୧୯୪୭), [[ହରିଜନ (ଉପନ୍ୟାସ)|ହରିଜନ]] (୧୯୪୮) ଆଦି ପ୍ରମୁଖ ଉପନ୍ୟାସ । ମାଟିମଟାଳ (୧୯୬୪ରେ ଲେଖା) ପାଇଁ ସେ ୧୯୭୩ରେ [[ଜ୍ଞାନପୀଠ ପୁରସ୍କାର]]ରେ ସମ୍ମାନିତ । <ref name=Jnanpith/> ଓଡ଼ିଆ ଉପନ୍ୟାସକୁ [[କାହ୍ନୁଚରଣ ମହାନ୍ତି]], [[ସୁରେନ୍ଦ୍ର ମହାନ୍ତି]], [[ପ୍ରତିଭା ରାୟ]], [[ସଚି ରାଉତରାୟ]],[[ମନୋଜ ଦାସ]], [[ରାମଚନ୍ଦ୍ର ବେହେରା]], [[ଶାନ୍ତନୁ ଆଚାର୍ଯ୍ୟ]], [[ବିଭୂତି ପଟ୍ଟନାୟକ]]ଙ୍କ ଉପନ୍ୟାସ ସବୁ ବହୁ ଭାବରେ ଉତ୍କୃଷ୍ଟ କରିଛନ୍ତି ।
|