"ସଲମାନ ବିନ ଇବ୍ରାହିମ ଅଲ-ଖଲିଫା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୨୬ କ ଧାଡ଼ି:
|}}
 
'''ଶେଖ ସଲମାନ ବିନ ଇବ୍ରାହିମ ଅଲ-ଖଲିଫା''' (୨ ନଭେମ୍ବର ୧୯୬୫ ମସିହାରେ ଜନ୍ମ) ୨ ମଇ ୨୦୧୩ ମସିହାରୁ ଏସିଆନ ଫୁଟବଲ ସଙ୍ଗଠନ ରସଙ୍ଗଠନର ଅଧ୍ୟକ୍ଷ ଅଟନ୍ତି । ଏ ଏଫ ସିର ଅଧ୍ୟକ୍ଷ ଋପେ ତାଙ୍କର ଶୁଣାଣି ପୂର୍ବରୁ, ସେ ବହରିନ ଫୁଟବଲ ଆସୋସିଏସନ ପରିଚାଳକ ଥିଲେ, <ref>{{cite web|author=&nbsp;&nbsp;Posted on » Monday, May 04, 2009 |url=http://archives.gdnonline.com/NewsDetails.aspx?date=04/07/2015&storyid=249589 |title=Sports News » 'I don't want to be AFC head' |publisher=Gulf Daily News |date=2009-05-04 |accessdate=2017-07-08}}</ref> ଏବଂ ପରେ ଏସିଆଇ ଫୁଟବଲ ପରିସଂଘ ଅନୁଶାସନ ସମିତିର ଅଧ୍ୟକ୍ଷ ଏବଂ ଫୀଫା ଅନୁଶାସନ ସମିତିର ଉପାଧ୍ୟକ୍ଷ ଅଟନ୍ତି ।<ref>[https://www.fifa.com/aboutfifa/federation/bodies/committee=1882042.html Disciplinary Committee], [[FIFA]].{{dead link|date=July 2017}}</ref> ସେ ଫୀଫା ପରିଷଦ ରପରିଷଦର ସଦସ୍ୟ ଏବଂ ଫୀଫା ବିକାସ ସମିତୀର ଅଧ୍ୟକ୍ଷ ଅଟନ୍ତି ।
 
== ଜିବନୀ ==
ଶେଖ ସଲମାନ ହାଉସ ଅଫ ଖଲିଫାର, ବହରୀନର ଶାହୀ ପରିବାର ସଦସ୍ୟ ଅଟନ୍ତି । ସେ ଶେଖ ଇବ୍ରାହିମ ବିନ ହମଦ ଅଲ-ଖଲିଫା ଏବଂ ଶେଖଶା ଅଇଶା ବିଣ୍ଟ ସଲମାନ ଅଲ-ଖଲିଫା ରଖଲିଫାର ଦ୍ୱିତୀୟ ପୁତ୍ର ଅଟନ୍ତି ।
ସେ ଇଂଗ୍ରାଜୀ ସାହିତ୍ୟରେ ସ୍ନାତକର ଡିଗ୍ରୀ ସହିତ ୧୯୯୨ ମସିହାରେ ବହରିନ ବିଶ୍ୱବିଦ୍ୟାଳୟ ଏବଂ ଇତିହାଶ [+] ଶେଖ ସଲମାନ ବହୁ ବର୍ଷ ପୂର୍ବରୁ ଫୁଟବଲରେ ସାମିଲ ହୋଇଯାଇଛନ୍ତି । ୧୯୮୦ ଦଶକର ଆରମ୍ଭରେ ଯେବେ ସେ ବହରୀନ ଡିଭିଜନ I ଟିମ, ରୀଫା କ୍ଲବର ୟୁବା ଟୀମରେ କିଛି ବର୍ଷ ଖେଳି ସାରିଥିଲେ ।<ref>{{Cite web
୪୩ କ ଧାଡ଼ି:
}}</ref>
 
ରୀଫା କ୍ଲବ ନିଜ ଏକାଡେମିକ ଅଧ୍ୟୟନରେ ଧ୍ୟାନ କେନ୍ଦ୍ରିତ କରିବା ପରଠାରୁ, ଶେଖ ସଲମାନ ବି ଏ ଏଫ ରେଏଫରେ କାର୍ଯ୍ୟକାରୀ ପଦର ଆୟୋଜନ କରିଥିଲେ । ୧୯୯୬ ମସିହାରେ ସେ ରାଷ୍ଟ୍ରୀୟ ଟିମର ଅଧ୍ୟକ୍ଷ ହୋଇଥିଲେ । ୧୯୯୮ ମସିହାରେ ତାଙ୍କୁ ବି ଏ ଏଫ ରଏଫର ଉପାଧ୍ୟକ୍ଷ ହୋଇଥିଲେ ଓ ୨୦୦୨ ମସିହାରେ ତାଙ୍କୁ ରାଷ୍ଟ୍ରପତି ଭାବେ ବଛାଗଲା । ତାଙ୍କ କାର୍ଯ୍ୟକାଳରେ ଫିଫା ୱାର୍ଲଡ଼କପ, ଫିଫା ମଧ୍ୟରେ ଟୁର୍ନାମେଣ୍ଟ, ଫିଫା କ୍ଲବ ଚମ୍ପିୟାନସିପ ଆଦିର ଅନୁଶାସନ ସମିତୀର ସହ-ଅଧ୍ୟକ୍ଷ ହୋଇଥିଲେ । ସେ ମଧ୍ୟ ୨୦୦୮ ମସିହାରେ ବୀଜିଙ୍ଗରେ ଫୀଫା ଅନୁଶାସନ ସମିତୀର ଉପାଧ୍ୟକ୍ଷ ଥିଲେ ।<ref name="allafrica 201602200372"/>
 
ମଇ ୨୦୧୩ ମସିହାରେ ମାନବାଧିକାର ସଂଗଠନର ଆଲୋଚନା ମଧ୍ୟରେ ସଲମାନ ବିନଙ୍କୁ "ଏସିଆଇ ଫୁଟବଲ ପରିସଂଘ"ର ଅଧ୍ୟକ୍ଷ ଭାବେ ବଛାଗଲା ।<ref>{{Cite web
୫୧ କ ଧାଡ଼ି:
| access-date = 2016-02-28
}}</ref>
୧୫ ଅକ୍ଟୋବର ୨୦୧୫ ମସିହାରେ ଶେଖ ସଲମାନ "୨୦୧୬ ଫୀଫା ଅସାଧାରଣ କଂଗ୍ରେସ" ପରେ ଫୀଫାର ପର ରାଷ୍ଟ୍ରପତି ହେବାପାଇଁ ନିଜ ଉମ୍ମିଦର ଘୋଷଣା କରିଥିଲେ । ଜାନୁଆରୀ ୨୦୧୬ ମସିହାରେ "ପ୍ରୀନ୍ସ ଅଲୀ ବିନ ହୁସେନ" ରାଷ୍ଟ୍ରପତି ପାଇଁ ନିଜ ପ୍ରତିଦ୍ୱନ୍ଦି, ଏ ଏଫ ସିର ଉପଯୋଗ କରି ନିଜ ଆଫ୍ରିକା ସମକକ୍ଷଙ୍କ ସହ ସଂଗଠନ ବନେଇବା ଏବଂ ଚୁନାବ ପରିଣାମକୁ ପ୍ରଭାବିତ କରିବା ପାଇଁ ସଲମାନଙ୍କ ଉପରେ ଦୋଷ ଲଗେଇଥିଲେ । <ref>[http://www.smh.com.au/sport/soccer/prince-ali-asks-fifa-to-investigate-sheikh-salman-bin-ibrahim-al-khalifas-africaasia-deal-20160115-gm77gs.html Prince Ali asks FIFA to investigate Sheikh Salman bin Ibrahim al Khalifa's Africa-Asia deal], ''Smh.com.au'', 16 January 2016</ref> ଫେବୃୟାରୀ ୨୦୧୬ ମସିହାରେ, ଋଢିବାଦୀ ବ୍ରିଟିଶ ସଂସଦ ସଦସ୍ୟ ଡେମିୟନ କୋଲିନ୍ସ, ସଲମାନଙ୍କ ଉମ୍ମୀଦବାରୀ ପ୍ରତି ଶତୃତାପଣ କରିଥିଲେ । ସେ ୨୦୦୯ ମସିହାରେ ଫୀଫା କାର୍ଯ୍ୟକାରୀ ସମିତୀରେ ସିଟରେ ନିଜ ଅଭିଜାନ ରଅଭିଜାନର ବିତ୍ତପୋଷଣ ପାଇଁ ବିକାଶ ପରିଯୋଜନା ନିଧି (ଫୀଫା ଗୋଲ କାର୍ଯ୍ୟକ୍ରମ)ରେ ଧନର ବ୍ୟଭାର କରିବାର ଆରୋପ ଲଗାଇଥିଲେ । ଦମିୟନ କୋଲିନ୍ସ କୌଣସି ପ୍ରକାରେ ବିସ୍ଫୋଟ ଦ୍ୱାରାବିସ୍ଫୋଟଦ୍ୱାରା ଏକ ଟିପରେ ବର୍ତ୍ତାଇ ଥିଲେ କି, ଯାହା ୨୦୦୯ ମସିହାରେ ପ୍ରେସ ହୋଇଥିଲା ଏବଂ ତର୍କ ଦେଇଥିଲେ କି ବହରୀନ ଏଫଏ ମନା କଲେନାହିଁ । ସଲମାନ , ଡୋମିୟନ କୋଲିନ୍ସଙ୍କ ଆରୋପକୁ ମନାକରିଥିଲେ । ସେ ତର୍କ ଦେଲେକି, ସମସ୍ତ ଗୋଲ ରାଶିର ବାରିକିରେ ଲେଖାପରିକ୍ଷିତ ହୋଇଛି ଏବଂସେ ୨୦୦୯ ମସିହାର ଅଭିଯାନ କୁଅଭିଯାନକୁ ନିଜେ ବିତପୋଷିତ କରିଥିଲେ ।<ref>[https://www.independent.co.uk/sport/football/european/fifa-presidential-election-sheikh-salman-bin-ibrahim-al-khalifa-denies-british-mps-allegations-a6892661.html Fifa presidential election: Sheikh Salman Bin Ibrahim Al Khalifa denies British MP's allegations], ''Independent.co.uk'', 24 February 2016</ref>
 
ସେ UEFAର ମହାସଚୀବ "ଗିଆନ୍ନୀ ଇନ୍ଫାଟିନୋ"ଙ୍କ ଠାରୁ ହାରିଯାଇଥିଲେ ।<ref>{{Cite web