ସଲମାନ ବିନ ଇବ୍ରାହିମ ଅଲ-ଖଲିଫା
ଶେଖ ସଲମାନ ବିନ ଇବ୍ରାହିମ ଅଲ-ଖଲିଫା (୨ ନଭେମ୍ବର ୧୯୬୫ ମସିହାରେ ଜନ୍ମ) ୨ ମଇ ୨୦୧୩ ମସିହାରୁ ଏସିଆନ ଫୁଟବଲ ସଙ୍ଗଠନର ଅଧ୍ୟକ୍ଷ ଅଟନ୍ତି । ଏ ଏଫ ସିର ଅଧ୍ୟକ୍ଷ ରୂପେ ତାଙ୍କର ଶୁଣାଣି ପୂର୍ବରୁ, ସେ ବହରିନ ଫୁଟବଲ ଆସୋସିଏସନ ପରିଚାଳକ ଥିଲେ, [୧] ଏବଂ ପରେ ଏସିଆଇ ଫୁଟବଲ ପରିସଂଘ ଅନୁଶାସନ ସମିତିର ଅଧ୍ୟକ୍ଷ ଏବଂ ଫୀଫା ଅନୁଶାସନ ସମିତିର ଉପାଧ୍ୟକ୍ଷ ଅଟନ୍ତି ।[୨] ସେ ଫୀଫା ପରିଷଦର ସଦସ୍ୟ ଏବଂ ଫୀଫା ବିକାସ ସମିତୀର ଅଧ୍ୟକ୍ଷ ଅଟନ୍ତି ।
ଜିବନୀ
ସମ୍ପାଦନାଶେଖ ସଲମାନ ହାଉସ ଅଫ ଖଲିଫାର, ବହରୀନର ଶାହୀ ପରିବାର ସଦସ୍ୟ ଅଟନ୍ତି । ସେ ଶେଖ ଇବ୍ରାହିମ ବିନ ହମଦ ଅଲ-ଖଲିଫା ଏବଂ ଶେଖଶା ଅଇଶା ବିଣ୍ଟ ସଲମାନ ଅଲ-ଖଲିଫାର ଦ୍ୱିତୀୟ ପୁତ୍ର ଅଟନ୍ତି ।
ସେ ଇଂଗ୍ରାଜୀ ସାହିତ୍ୟରେ ସ୍ନାତକର ଡିଗ୍ରୀ ସହିତ ୧୯୯୨ ମସିହାରେ ବହରିନ ବିଶ୍ୱବିଦ୍ୟାଳୟ ଏବଂ ଇତିହାଶ [+] ଶେଖ ସଲମାନ ବହୁ ବର୍ଷ ପୂର୍ବରୁ ଫୁଟବଲରେ ସାମିଲ ହୋଇଯାଇଛନ୍ତି । ୧୯୮୦ ଦଶକର ଆରମ୍ଭରେ ଯେବେ ସେ ବହରୀନ ଡିଭିଜନ I ଟିମ, ରୀଫା କ୍ଲବର ୟୁବା ଟୀମରେ କିଛି ବର୍ଷ ଖେଳି ସାରିଥିଲେ ।[୩][୪]
ରୀଫା କ୍ଲବ ନିଜ ଏକାଡେମିକ ଅଧ୍ୟୟନରେ ଧ୍ୟାନ କେନ୍ଦ୍ରିତ କରିବା ପରଠାରୁ, ଶେଖ ସଲମାନ ବି ଏ ଏଫରେ କାର୍ଯ୍ୟକାରୀ ପଦର ଆୟୋଜନ କରିଥିଲେ । ୧୯୯୬ ମସିହାରେ ସେ ରାଷ୍ଟ୍ରୀୟ ଟିମର ଅଧ୍ୟକ୍ଷ ହୋଇଥିଲେ । ୧୯୯୮ ମସିହାରେ ତାଙ୍କୁ ବି ଏ ଏଫର ଉପାଧ୍ୟକ୍ଷ ହୋଇଥିଲେ ଓ ୨୦୦୨ ମସିହାରେ ତାଙ୍କୁ ରାଷ୍ଟ୍ରପତି ଭାବେ ବଛାଗଲା । ତାଙ୍କ କାର୍ଯ୍ୟକାଳରେ ଫିଫା ୱାର୍ଲଡ଼କପ, ଫିଫା ମଧ୍ୟରେ ଟୁର୍ଣ୍ଣାମେଣ୍ଟ, ଫିଫା କ୍ଲବ ଚମ୍ପିୟାନସିପ ଆଦିର ଅନୁଶାସନ ସମିତୀର ସହ-ଅଧ୍ୟକ୍ଷ ହୋଇଥିଲେ । ସେ ମଧ୍ୟ ୨୦୦୮ ମସିହାରେ ବୀଜିଙ୍ଗରେ ଫୀଫା ଅନୁଶାସନ ସମିତୀର ଉପାଧ୍ୟକ୍ଷ ଥିଲେ ।[୪]
ମଇ ୨୦୧୩ ମସିହାରେ ମାନବାଧିକାର ସଂଗଠନର ଆଲୋଚନା ମଧ୍ୟରେ ସଲମାନ ବିନଙ୍କୁ "ଏସିଆଇ ଫୁଟବଲ ପରିସଂଘ"ର ଅଧ୍ୟକ୍ଷ ଭାବେ ବଛାଗଲା ।[୫] ୧୫ ଅକ୍ଟୋବର ୨୦୧୫ ମସିହାରେ ଶେଖ ସଲମାନ "୨୦୧୬ ଫୀଫା ଅସାଧାରଣ କଂଗ୍ରେସ" ପରେ ଫୀଫାର ପର ରାଷ୍ଟ୍ରପତି ହେବାପାଇଁ ନିଜ ଉମ୍ମିଦର ଘୋଷଣା କରିଥିଲେ । ଜାନୁଆରୀ ୨୦୧୬ ମସିହାରେ "ପ୍ରୀନ୍ସ ଅଲୀ ବିନ ହୁସେନ" ରାଷ୍ଟ୍ରପତି ପାଇଁ ନିଜ ପ୍ରତିଦ୍ୱନ୍ଦି, ଏ ଏଫ ସିର ଉପଯୋଗ କରି ନିଜ ଆଫ୍ରିକା ସମକକ୍ଷଙ୍କ ସହ ସଂଗଠନ ବନେଇବା ଏବଂ ଚୁନାବ ପରିଣାମକୁ ପ୍ରଭାବିତ କରିବା ପାଇଁ ସଲମାନଙ୍କ ଉପରେ ଦୋଷ ଲଗେଇଥିଲେ । [୬] ଫେବୃୟାରୀ ୨୦୧୬ ମସିହାରେ, ଋଢିବାଦୀ ବ୍ରିଟିଶ ସଂସଦ ସଦସ୍ୟ ଡେମିୟନ କୋଲିନ୍ସ, ସଲମାନଙ୍କ ଉମ୍ମୀଦବାରୀ ପ୍ରତି ଶତୃତାପଣ କରିଥିଲେ । ସେ ୨୦୦୯ ମସିହାରେ ଫୀଫା କାର୍ଯ୍ୟକାରୀ ସମିତୀରେ ସିଟରେ ନିଜ ଅଭିଜାନର ବିତ୍ତପୋଷଣ ପାଇଁ ବିକାଶ ପରିଯୋଜନା ନିଧି (ଫୀଫା ଗୋଲ କାର୍ଯ୍ୟକ୍ରମ)ରେ ଧନର ବ୍ୟଭାର କରିବାର ଆରୋପ ଲଗାଇଥିଲେ । ଦମିୟନ କୋଲିନ୍ସ କୌଣସି ପ୍ରକାରେ ବିସ୍ଫୋଟଦ୍ୱାରା ଏକ ଟିପରେ ବର୍ତ୍ତାଇ ଥିଲେ କି, ଯାହା ୨୦୦୯ ମସିହାରେ ପ୍ରେସ ହୋଇଥିଲା ଏବଂ ତର୍କ ଦେଇଥିଲେ କି ବହରୀନ ଏଫଏ ମନା କଲେନାହିଁ । ସଲମାନ , ଡୋମିୟନ କୋଲିନ୍ସଙ୍କ ଆରୋପକୁ ମନାକରିଥିଲେ । ସେ ତର୍କ ଦେଲେକି, ସମସ୍ତ ଗୋଲ ରାଶିର ବାରିକିରେ ଲେଖାପରିକ୍ଷିତ ହୋଇଛି ଏବଂସେ ୨୦୦୯ ମସିହାର ଅଭିଯାନକୁ ନିଜେ ବିତପୋଷିତ କରିଥିଲେ ।[୭]
ସେ UEFAର ମହାସଚୀବ "ଗିଆନ୍ନୀ ଇନ୍ଫାଟିନୋ"ଙ୍କଠାରୁ ହାରିଯାଇଥିଲେ ।[୮]
ନିଜସ୍ୱ ଜୀବନ
ସମ୍ପାଦନାଶେଖ ସଲମାନଙ୍କ ତନୋଟି ପିଲା ଅଛନ୍ତି, ୧୯୯୪ ମସିହାରେ ଜନ୍ମହୋଇଥିବା ଦୁଇ କନ୍ୟା ଶେଖ ଲତୀଫା ଏବଂ ୧୯୯୮ ମସିହାରେ ଶେଖ ଅହାଶା ଓ ୨୦୦୧ ମସିହାରେ ଜନ୍ମ ପୁତ୍ର ଶେଖ ଈସା ।[୯]
ଆଧାର
ସମ୍ପାଦନା- ↑ Posted on » Monday, May 04, 2009 (2009-05-04). "Sports News » 'I don't want to be AFC head'". Gulf Daily News. Archived from the original on 2015-12-23. Retrieved 2017-07-08.
{{cite web}}
: CS1 maint: multiple names: authors list (link) CS1 maint: numeric names: authors list (link) - ↑ Disciplinary Committee, FIFA.[dead link]
- ↑ "Meet the Fifa presidential candidates: Sheikh Salman bin Ibrahim Al Khalifa | The National". www.thenational.ae. Retrieved 2016-02-28.
- ↑ ୪.୦ ୪.୧ "Africa: FIFA Presidency - No Love for Sexwale". allAfrica.com. Retrieved 2016-02-29.
- ↑ "Bahrain's Sheikh Salman Wins Key Fifa Role Despite Human Rights Abuse Claims". International Business Times UK. Retrieved 2016-02-28.
- ↑ Prince Ali asks FIFA to investigate Sheikh Salman bin Ibrahim al Khalifa's Africa-Asia deal, Smh.com.au, 16 January 2016
- ↑ Fifa presidential election: Sheikh Salman Bin Ibrahim Al Khalifa denies British MP's allegations, Independent.co.uk, 24 February 2016
- ↑ "Sheikh Salman heavy favorite to win FIFA election Friday". Yahoo News. Archived from the original on 2016-02-29. Retrieved 2016-02-29.
- ↑ "Pressure Builds On Sheikh Salman to Respond to Human Rights Allegations". The Huffington Post. Retrieved 2016-02-29.