"ତୁ ମୋ ଦେହର ଛାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୮ କ ଧାଡ଼ି:
| studio =
| distributor =
| released = ୧୫ ଅକ୍ଟୋବର ୨୦୧୩<ref name="Tu Mo Dehara Chhai"/>
| runtime =
| country = {{flag|ଭାରତ}}
୨୬ କ ଧାଡ଼ି:
}}
 
'''ତୁ ମୋ ଦେହର ଛାଇ''', ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁନୀଲ କୁମାର ରାଉତ ଏବଂ ଶିବପ୍ରସାଦ ଦାସ । ସୁଜାତା ରାଉତ ଓ ସିପ୍ରା ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଦେବୀଦତ୍ତ ମହାନ୍ତି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।<ref name="Tu Mo Dehara Chhai">{{cite news|title=Tu Mo Dehara Chhai|url=http://incredibleorissa.com/oriyafilms/tu-mo-dehara-chhai/|accessdate=10 November 2017|newspaper=Incredible Orissa|date=6 August 2013}}</ref> ହିମାଂଶୁ ପରିଜା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
 
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ । ଅମ୍ଳାନ ଏହି କଥାଚିତ୍ରଟିରେ ପ୍ରଥମ ଥର ପାଇଁ ଦ୍ୱେତ ଭୂମିକାରେ ଅଭିନୟ କରିଥିଲେ । ରିୟା ଦେ ଏବଂ ଶିଳ୍ପା ଦେଇ ଏହି କଥାଚିତ୍ରଟିରେ ନାୟିକା ଭାବରେ ଅଭିନୟ କରିଥିଲେ । ମିହିର ଦାସ, ରୁନୁ ପରିଜା, ଜୀବନ ପଣ୍ଡା, ସରୋଜ ଦାସ, ସଲିଲ ମିତ୍ର, ସୁରେଶ ବଳ, ନମ୍ରତା ଦାସ, ଧିର ମଲ୍ଲିକ, ରବି ମିଶ୍ର, ରବି ନନ୍ଦ, ନିରଞ୍ଜନ ପତି, ବ୍ରଜ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
୫୦ କ ଧାଡ଼ି:
 
==ଗୀତ ଏବଂ ସଙ୍ଗୀତ==
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।<ref name="Tu Mo Dehara Chhai"/> ବସନ୍ତାରାଜ ସାମଲ, ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଜାବେଦ ଅଲ୍ଲୀ, କୁମାର ବାପି, ରାମହରି ଦାସ, ଇରା ମହାନ୍ତି, ସଞ୍ଜୁ ମହାନ୍ତି, ଉଦିତ ନାରାୟଣ, ବିନୋଦ ରାଠୋଡ଼ ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।
 
===ଗୀତ===