"ସଲମାନ ବିନ ଇବ୍ରାହିମ ଅଲ-ଖଲିଫା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୫୧ କ ଧାଡ଼ି:
| access-date = 2016-02-28
}}</ref>
୧୫ ଅକ୍ଟୋବର ୨୦୧୫ ମସିହାରେ ଶେଖ ସଲମାନ "୨୦୧୬ ଫୀଫା ଅସାଧାରଣ କଂଗ୍ରେସ" ପରେ ଫୀଫାର ପର ରାଷ୍ଟ୍ରପତି ହେବାପାଇଁ ନିଜ ଉମ୍ମିଦର ଘୋଷଣା କରିଥିଲେ । ଜାନୁଆରୀ ୨୦୧୬ ମସିହାରେ "ପ୍ରୀନ୍ସ ଅଲୀ ବିନ ହୁସେନ" ରାଷ୍ଟ୍ରପତି ପାଇଁ ନିଜ ପ୍ରତିଦ୍ୱନ୍ଦି, ଏ ଏଫ ସିର ଉପଯୋଗ କରି ନିଜ ଆଫ୍ରିକା ସମକକ୍ଷଙ୍କ ସହ ସଂଗଠନ ବନେଇବା ଏବଂ ଚୁନାବ ପରିଣାମକୁ ପ୍ରଭାବିତ କରିବା ପାଇଁ ସଲମାନଙ୍କ ଉପରେ ଦୋଷ ଲଗେଇଥିଲେ । <ref>[http://www.smh.com.au/sport/soccer/prince-ali-asks-fifa-to-investigate-sheikh-salman-bin-ibrahim-al-khalifas-africaasia-deal-20160115-gm77gs.html Prince Ali asks FIFA to investigate Sheikh Salman bin Ibrahim al Khalifa's Africa-Asia deal], ''Smh.com.au'', 16 January 2016</ref>
ସେ UEFAର ମହାସଚୀବ "ଗିଆନ୍ନୀ ଇନ୍ଫାଟିନୋ"ଙ୍କ ଠାରୁ ହାରିଯାଇଥିଲେ ।<ref>{{Cite web
| url = https://news.yahoo.com/fifa-presidential-candidates-making-final-pitches-votes-100255707--spt.html
| title = Sheikh Salman heavy favorite to win FIFA election Friday
| website = Yahoo News
| access-date = 2016-02-29
}}{{dead link|date=July 2017}}</ref>
 
==ଆଧାର==