"ଗୋସାଗରେଶ୍ୱର ଶିବ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗ: 2017 source edit
No edit summary
ଟ୍ୟାଗ: 2017 source edit
୩୩ କ ଧାଡ଼ି:
| website =
}}
ଗୋସାଗରେଶ୍ଵର ଶିବ ମନ୍ଦିର ଭୁବନେଶ୍ବର ରେ ଅବସ୍ଥିତ ଏକ ହିନ୍ଦୁ ଶିବ ମନ୍ଦିର। ଏହା ଭାରତ ଦେଶ ର ଓଡିଶା ରାଜ୍ୟ ରେ ଅବସ୍ଥିତ।ଏହାର ମନ୍ଦିର ପରିସର ରେ ତିନୋଟି ହିନ୍ଦୁ ଧାର୍ମିକ ସ୍ତଳ ଅଛି.<ref>{{cite web|title=Gosagaresvar precinct Siva Temple-III, Old Town, Bhubaneswar,Dist.-Khurda|url=http://ignca.nic.in/asi_reports/orkhurda251.pdf|website=ignca.nic.in|accessdate=22 October 2017}}</ref>
== ଇତିହାସ==
୧୪-୧୫ ଶତାବ୍ଦିରେ ଏହି ମନ୍ଦିରଟି [[ଗଙ୍ଗବଂଶ]]<nowiki/>ର ରାଜାଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ଏହି ମନ୍ଦିର କୁ ଓଡିଶା ରାଜ୍ୟ ପ୍ରତ୍ନତତ୍ଵ ବିଭାଗ ଦ୍ଵାରା ଏହାର ମରାମତି କରଯାଇଥିଲା<ref>{{Cite web|url=http://ignca.nic.in/asi_reports/orkhurda251.pdf|title=Gosagaresvar precinct Siva Temple-III,|last=|first=|date=|website=ignca.nic.in|archive-url=|archive-date=|dead-url=|access-date=}}</ref>
 
==Notes==
{{reflist}}
 
==References==
*{{cite book|last=Pradhan|first=Sadasiba|title=Lesser Known Monuments Of Bhubaneswar|year=2009|publisher=Lark Books|location=Bhubaneswar|isbn=81-7375-164-1|pages=1–2}}
 
{{Temples in Bhubaneswar}}
==ବାସ୍ତୁକଳା==
ଏହି ମନ୍ଦିର ପିଢା ବିମାନ ଶୈଳୀ ରେ ନିର୍ମିତ।ଏହି ମନ୍ଦିର ନିର୍ମାଣ ରେ ବାଲୁକା ପ୍ରସ୍ତର ର ଉପଯୋଗ ହୋଇଥିଲା।
== ପର୍ବ ପର୍ବାଣି==
ମହାଶିବରାତ୍ରି ଓ ସଙ୍କ୍ରାନ୍ତି ଏଠାରେ ବହୁତ ଆନନ୍ଦା ସହକାରେ ପାଳନ କରାଯାଏ।.
== ଅଧିକ ଦେଖନ୍ତୁ ==
* [[ଭୁବନେଶ୍ୱର]]<nowiki/>ରେ ଥିବା ମନ୍ଦିର ତାଲିକା
==ଆଧାର==
*{{cite book|last=Pradhan|first=Sadasiba|title=Lesser Known Monuments Of Bhubaneswar|year=2009|publisher=Lark Books|location=Bhubaneswar|isbn=81-7375-164-1|pages=1–2}}
 
{{Temples in Bhubaneswar}}
 
[[Category:Hindu temples in Bhubaneswar]]
[[Category:Shiva temples in Odisha]]
[[Category:13th-century Hindu temples]]