"ଆଖି ପଲକରେ ତୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Ssgapu22 Akhi Palakare Tu ପୃଷ୍ଠାଟି ଆଖି ପଲକରେ ତୁକୁ ଲେଉଟାଇଲେ
No edit summary
୨୭ କ ଧାଡ଼ି:
}}
 
'''ଆଖି ପଲକରେ ତୁ''', ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲ ଗିରିଧାରୀ ମଲିକ୍ । ରବିନ୍ଦ୍ର ପ୍ରଧାନ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ପ୍ରଦୀପ୍ତ ନନ୍ଦ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲା ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ରବିନ୍ଦ୍ର ପାଧାନଙ୍କ ନିର୍ଦେଶନାରେ ନିର୍ମିତ [[ଓଡ଼ିଆ ଭାଷା|ଓଡ଼ିଆ]]ଚଳଚ୍ଚିତ୍ର ଆଖି ପଲକରେ ତୁ ୨୦୧୦ ମସିହାରେ ମୁକ୍ତିଲାଭ କରିଥିଲା । ବିଗତ ଦିନରେ ଓଡ଼ିଆ ଆଲବମ୍‌ ଜଗତର ନାୟିକା [[ବବ୍‌ଲି]]ଙ୍କୁ ଏହି ଚଳଚ୍ଚିତ୍ରରେ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା । [[ବବ୍‌ଲି]]ଙ୍କ ବିପକ୍ଷରେ ନାୟକ ସାଜିଥିଲେ ଅଭିନେତା [[ସବ୍ୟସାଚୀ ମିଶ୍ର|ସବ୍ୟସାଚୀ]] । ଅନ୍ୟ ଭାଷା ଚଳଚ୍ଚିତ୍ରରେ ଅଭିନୟ କରିଥିବା ମୁକେଶ ରିଷିଙ୍କୁ ଏହି ଚଳଚ୍ଚିତ୍ରରେ ମଧ୍ୟ ଦେଖିବାକୁ ମିଳିଥିଲା । ଅନ୍ୟାନ୍ୟ ଭୂମିକାରେ [[ମିହିର ଦାସ]], [[ଅଶ୍ରୁମୋଚନ ମହାନ୍ତି]], [[ବିଜୟ ମହାନ୍ତି]], [[ହରିହର ମହାପାତ୍ର (ଅଭିନେତା)|ହରିହର ମହାପାତ୍ର]], [[ଗ୍ଲୋରିଆ ମହାନ୍ତି]], [[ମୀନକେତନ]], [[ପପୁ ପମ ପମ]] ଆଦି ପ୍ରମୁଖ ଅଭିନେତାଗଣ ଅଭିନୟ କରିଥିଲେ । ଶାନ୍ତିରାଜ ଖୋସଲାଙ୍କୁ ସଙ୍ଗୀତ ନିର୍ଦ୍ଦେଶନାର ଦାୟିତ୍ୱ ଦିଆଯାଇଥିଲା ।
 
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ [[ସବ୍ୟସାଚୀ ମିଶ୍ର]] ଏବଂ [[ବବ୍‌ଲି]] । ବବ୍‌ଲି ଏହି କଥାଚିତ୍ର ଜରିଆରେ ନାୟିକା ଭାବରେ ପ୍ରଥମ କରି ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିଥିଲେ ।<ref>{{cite web|title=Ollywood Celebrity Abhipsa Panda Biography|url=http://www.ollywood24.com/odia-celebrity-biography/abhipsa-panda.htm|publisher=Ollywood24.com|accessdate=24 August 2016}}</ref> ପୂର୍ବରୁ ସେ ଓଡ଼ିଆ ଆଲବମ୍‌ରେ ଅଭିନୟ କରିଥିଲେ ଏବଂ [[କେଉଁ ଦୁନିଆରୁ ଆସିଲ ବନ୍ଧୁ]] ଚଳଚ୍ଚିତ୍ରରେ ଏହି କ୍ଷୁଦ୍ର ଭୂମିକାରେ ଅଭିନୟ କରିଥିଲେ । [[ମିହିର ଦାସ]], [[ଅଶ୍ରୁମୋଚନ ମହାନ୍ତି]], [[ବିଜୟ ମହାନ୍ତି]], [[ହରିହର ମହାପାତ୍ର (ଅଭିନେତା)|ହରିହର ମହାପାତ୍ର]], [[ଗ୍ଲୋରିଆ ମହାନ୍ତି]], [[ମୀନକେତନ]], [[ପପୁ ପମ ପମ]], ମୁକେଶ ରିଷି ଆଦି ପ୍ରମୁଖ ଅଭିନେତାଗଣ ଅଭିନୟ କରିଥିଲେ ।
 
==ଅଭିନୟ==
ନିର୍ଦ୍ଦେଶକ ରବିନ୍ଦ୍ର ପ୍ରଧାନ ଏହି ଚଳଚ୍ଚିତ୍ରରେ [[ବବ୍‌ଲି]]ଙ୍କୁ ନାୟିକା ହେବାର ସୁଯୋଗ ଦେଇଥିଲେ ।<ref>{{cite web|title=Ollywood Celebrity Abhipsa Panda Biography|url=http://www.ollywood24.com/odia-celebrity-biography/abhipsa-panda.htm|publisher=Ollywood24.com|accessdate=24 August 2016}}</ref> [[ବବ୍‌ଲି]] ପୂର୍ବରୁ [[କେଉଁ ଦୁନିଆରୁ ଆସିଲ ବନ୍ଧୁ]] ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ହେଁ ଏହି ଚଳଚ୍ଚିତ୍ରରେ [[ସବ୍ୟସାଚୀ ମିଶ୍ର|ସବ୍ୟସାଚୀ]]ଙ୍କ ବିପକ୍ଷରେ ନାୟିକା ସାଜିଥିଲେ । [[ହିନ୍ଦୀ]], [[ପଞ୍ଜାବୀ ଭାଷା|ପଞ୍ଚାବୀ]], [[ତେଲୁଗୁ ଭାଷା|ତେଲୁଗୁ]], [[ତାମିଲ ଭାଷା|ତାମିଲ]], ମାଲାୟଲମ୍, କନଡ଼ ଏବଂ ଭୋଜପୁରୀ ଭାଷାରେ ଚଳଚ୍ଚିତ୍ରରେ ଅଭିନୟ କରିଥିଲା [https://en.wikipedia.org/wiki/Mukesh_Rishi ମୁକେଶ ରିଷି]ଙ୍କୁ ପ୍ରଥମ ଥର ପାଇଁ ଏହି [[ଓଡ଼ିଆ କଥାଚିତ୍ର ଜଗତ|ଓଡ଼ିଆ ଚଳଚ୍ଚିତ୍ର]] ଅଭିନୟ କରିବାର ସୁଯୋଗ ମିଳିଥିଲା ।
 
[[ଓଡ଼ିଆ ଭାଷା|ଓଡ଼ିଆ]]ଚଳଚ୍ଚିତ୍ର 'ଆଖି ପଲକରେ ତୁ'ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ
 
*[[ସବ୍ୟସାଚୀ ମିଶ୍ର]]- ରାଜେଶ/ଭଗିଆ
*[[ବବ୍‌ଲି]]- ମାମା
Line ୫୩ ⟶ ୫୧:
*ସଲିଲ୍ ମିତ୍ର
*ଟନିଆ
*[[ପୁଷ୍ପା ପଣ୍ଡା]]- ମୁନ୍ନାର ମାଆ (ଶୁଭଲକ୍ଷ୍ମୀ)
 
===ଅତିଥି କଳାକାର===