"ଗୁଗଲ ଆଡସେନ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ Regular Character Changes
୧୬ କ ଧାଡ଼ି:
| operating_system = [[Cross-platform]] (web-based application)
}}
'''ଗୁଗଲ ଆଡ଼ସେନ୍ସ''' ହେଉଛି [[ଗୁଗଲ]]ର ଏକ ସ୍ୱତନ୍ତ୍ର ସେବା ଯାହାକି ଗୁଗଲ ନେଟୱର୍କ ୱେବସାଇଟ ଗୁଡିକରେ ଲେଖା ଏବଂ ଛବି ମାନଙ୍କ ଦ୍ୱାରାମାନଙ୍କଦ୍ୱାରା ନିଜର ବିଜ୍ଞାପନ ଗୁଡିକୁ ପ୍ରଚାର ଏବଂ ପ୍ରସାର କରିବା ପାଇଁ, ଏହି ସେବା ସହ ସମ୍ପୃକ୍ତ ପ୍ରକାଶକ ମାନଙ୍କୁ ଅନୁମତି ଦେଇଥାଏ । ଏଥିରେ ଦିଆଯାଇଥିବା ବିଷୟ ବସ୍ତୁ ଗୁଡିକୁ ଗୁଗଲ ଦ୍ୱାରାଗୁଗଲଦ୍ୱାରା ଯାଞ୍ଚ କରାଯାଇ ଗୁଗଲ ନିଜର ବିଜ୍ଞାପନ ସେବାରେ ଉପଲବ୍ଧ କରାଯାଇଥାଏ । ଆଡ଼ସେନ୍ସ ମୂଖ୍ୟତଃ କ୍ଲିକ ଏବଂ ଇଂପ୍ରେସନ ଅନୁସାରେ ଆଡ଼ସେନ୍ସ ପଡିଥିବା ୱେବସାଇଟର ମାଲିକ ମାନଙ୍କୁ ବିଜ୍ଞାପନର ମୂଲ୍ୟ ଦେଇ ଥାଏ । ମଝିରେ ଗୁଗଲ ଆଡ଼ସେନ୍ସରେ ଥିବା ୱେବସାଇଟ ଗୁଡିକରେ କିଛି ବି କାର୍ଯ୍ୟ ପାଇଁ ପଇସା ଦେଉ ଥିଲା, କିନ୍ତୁ ୨୦୦୮ ମସିହାରୁ ନିଜର [[ଡବଲକ୍ଲିକ]] ସେବା ଆରମ୍ଭ କଲାପରେ ପୁରୁଣା ସେବାଟିକୁ ବନ୍ଦ କରିଦେଇ ଥିଲା ।
 
==ଇତିହାସ==
୨୦୦୩ ମସିହାରୁ ଗୁଗଲ ଦ୍ୱାରାଗୁଗଲଦ୍ୱାରା ଆରମ୍ଭ ହିଇଥିବା ଏହି ଆଡ଼ସେନ୍ସ ସେବାଟି ପୂର୍ବରୁ କଣ୍ଟେଣ୍ଟ ଟାର୍ଗେଟିଙ୍ଗ ପ୍ରଚାର ନାମରେ ନାମିତ ଥିଲା । ଆଡ଼ସେନ୍ସ ନାମଟି ପ୍ରଥମ କରି ଆଡ଼ସେନ୍ସର ଏକ ବିକଳ୍ପ ଅପ୍ଲାଏଡ଼ ସିମେଣ୍ଟିକ ଦ୍ୱାରାସିମେଣ୍ଟିକଦ୍ୱାରା ବ୍ୟବହାର କରାଯାଇଥିଲା । ଗୁଗଲ ଅପ୍ଲାଏଡ଼ ସିମେଣ୍ଟିକକୁ ଅଧିକୃତ କଲାପରେ ନିଜର ପୁରୁଣା ସେବଟିକୁ ଆଡ଼ସେନ୍ସ ନାମରେ ନାମିତ କରିଥିଲା । କିଛି ଦିନପରେ କିଛି ଆଡ଼ସେନ୍ସ ବ୍ୟବହାରକାରୀ ଆଡ଼ସେନ୍ସ ପ୍ରସଙ୍ଗ ବାହାର ବିଜ୍ଞାପନ ଦେଖାଉ ଥିବାର ଅଭିଯୋଗ ଆଣିଥିଲେ । ଏହାର ଫଳ ସ୍ୱରୂପ, ୨୦୦୪ ମସିହାରେ ଗୁଗଲ ପୁରୁଣା ଅସନ୍ତୁଷ୍ଟ ବ୍ୟବହାରକାରୀଙ୍କୁ ଆଡ଼ସେନ୍ସ ସେବାରୁ ବହାରିଯିବାର ଅନୁମତି ପ୍ରଦାନ କରିଥିଲା ।
 
==ପ୍ରକାର==