"କପା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ )
୧୯ କ ଧାଡ଼ି:
'''କପା''' ବା '''କାର୍ପାସ''' ହେଉଛି ଏକ ଗୁଳ୍ମ ଜାତୀୟ ସପୁଷ୍ପକ ଉଦ୍ଭିଦ। ଏହାର ଉତ୍ପତ୍ତି ଆଫ୍ରିକା ଓ ଆରବ ଦେଶ ବୋଲି ଅନୁମାନ କରାଯାଏ। ଏହା ପ୍ରଥମେ ପଶ୍ଚିମ ସୁଦାନରେ ଚାଷ କରାଯାଇଥିଲା। ପରେ ଏହା ଭାରତକୁ ଆସିଥିଲା। ଚୀନ ଦେଶରେ ୭୦୦ ଖ୍ରୀଷ୍ଟାବ୍ଦରେ ଏହା ପହଂଚିଥିଲା ଓ ସେବେଠାରୁ ସେଠାରେ ଏହାକୁ ଚାଷ କରା ଯାଉଛି।
 
କପା ଦୁଇ ପ୍ରକାରର ହୋଇଥାଏ। ଗୋଟିଓ ଜାତିର କପା ୫ ରୁ୫ରୁ ୬ ଫୁଟ ଉଚ୍ଚ ହୁଏ ଓ ଅନେକ ବର୍ଷଯାଏଁ ବଂଚିରୁହେ। ଅନ୍ୟ ଜାତିର କପା ୩ ରୁ୩ରୁ ୪ ଫୁଟ ଉଚ୍ଚ ହୁଏ ଓ ଏହା ବର୍ଷଜୀବୀ ହୋଇଥାଏ। <ref>ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ</ref>
 
==ବିଭିନ୍ନ ଭାଷାରେ ନାମ==
"https://or.wikipedia.org/wiki/କପା"ରୁ ଅଣାଯାଇଅଛି