"ମୟୂରଭଞ୍ଜ ଜିଲ୍ଲା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ + ଆଧାର |
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
||
୬୫ କ ଧାଡ଼ି:
ମୟୂରଭଞ୍ଜ ହେଉଛି ଓଡ଼ିଶାର ସର୍ବବୃହତ ଜିଲ୍ଲା । ପ୍ରଥମେ ଏହା ଏକ [[ମୟୁରଭଞ୍ଜ ରାଜ୍ୟ|ସ୍ଵତନ୍ତ୍ର ଗଡ଼ଜାତ ରାଜ୍ୟ]] ଥିଲା ତଥା ଏଥିରେ ରାଜତନ୍ତ୍ର ଥିଲା । ୧୯୫୦ ମସିହାରେ ଏହା [[ଭାରତ]] ସହିତ ମିଶିଥିଲା ।
ଓଡ଼ିଶାର ଗଡ଼ଜାତ ରାଜ୍ୟମାନଙ୍କ ମଧ୍ୟରେ ପ୍ରାଚୀନତମ ଓ ପ୍ରଧାନ ମୟୂରଭଞ୍ଜ ମଧ୍ୟ ମୟୂର ଶବ୍ଦକୁ ନେଇ ସୃଷ୍ଟି ହେଇଥିବାର ଜଣାଯାଏ । [[ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ]] ଅନୁସାରେ, ଆଜିଠୁଁ ପ୍ରାୟ ୨୦୦୦ ବର୍ଷତଳେ ରାଜପୁତନାର [[ଜୟପୁର]] ରାଜବଂଶର ଜଣେ ରାଜପୁରୁଷ ଏହି ରାଜ୍ୟ ସ୍ଥାପନ କରି ସେଠାରେ ରାଜତ୍ଵ କରୁଥିଲେ । ପ୍ରଥମେ ଏହାର ନାମଥିଲା ହରିହରପୁର । [[ମୟୂର]] ଥିଲା ରାଜବଂଶର ସଙ୍କେତ ଏବଂ ରାଜାମାନେ ଥିଲେ
ଗଜପତି ରାଜାଙ୍କ ରାଜତ୍ଵରେ ନୀଳଗିରି, ସିଂହଭୂମି, ବରାହଭୂମି, ପଥରାଇ, ନରସିଂହପୁର, ସାରଣ୍ଡା, କେନ୍ଦୁଝର ଆଦି ଏବଂ ସିଂହଭୂମି, ମାନଭୂମି ଅଞ୍ଚଳ ମାନ ଏହିରାଜ୍ୟର ଅନ୍ତର୍ଗତ ଥିଲା।କାଳକ୍ରମେ ସେହି ସବୁ ରାଜ୍ୟ ମୟୁରଭଞ୍ଜରୁ ବିଚ୍ଛିନ୍ନ ହୋଇଯାଇଛି ।
|