"ଶତପୁରା ରେଞ୍ଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Bot: Automated text replacement (- ର +ର )
୪୬ କ ଧାଡ଼ି:
| map_locator =
}}
ଶତପୂରା ଏକ ଭାରତୀୟ ପର୍ବତ ଶ୍ରେଣୀ । ଏହା ପୂର୍ବ ଗୁଜୁରାଟ ରାଜ୍ୟ ରୁ ଆରମ୍ଭ ହେଇ ମହାରାଷ୍ଟ୍ର ସୀମା , ମଧ୍ୟପ୍ରଦେଶ ଓ ଛତିଶଗଦ ପର୍ଯ୍ୟନ୍ତ ବ୍ୟାପ୍ତ । ଏହା ଉତ୍ତରାଞ୍ଚଳ ରଉତ୍ତରାଞ୍ଚଳର ବିନ୍ଦ୍ୟ ପର୍ବତମାଳା ସହ ସମାନ୍ତରାଳ ଭାବରେ ଯାଇଥାଏ । ଏହି ଦୁଇ ପାର୍ବତ୍ଯ ମାଲା ଭରତ କୁ ଇଣ୍ଡୋ-ଗଙ୍ଗୀୟ ସମତାଳଭୂମି ଓ ଡେକାନ ମାଳଭୂମି ରେ ବିଭକ୍ତ କରେ । ନର୍ମଦା ନଦୀ ଶତପୂରା ରେଞ୍ଜର ଉତ୍ତରାଞ୍ଚଳ  ରୁ ବାହାରି ଆରବ ସାଗର ଯାଇ ପ୍ରବାହିତ ହେଇଥାଏ ।ତପ୍ତି ନଦୀ ଶତପୁରା ରଶତପୁରାର ପୂର୍ବ କେନ୍ଦ୍ର ଅଞ୍ଚଳ ରୁ ବାହାରି ସୁରାଟ ଠାରେ ଆରବ ସାଗର ରେ ପତିତ ହୁଏ । ଦେକ୍କାକ୍ନ ମାଳଭୂମି ରମାଳଭୂମିର ଜଳ ଗୋଦାବରୀ  ଓ ମହାନଦୀ ଦ୍ଵାରା ବାହିତ  ହେଇ ବଙ୍ଗୋପସାଗର ରେ ପତିତ ହୁଏ ।  
 
== ବ୍ୟୁପତ୍ତି ==
୫୯ କ ଧାଡ଼ି:
== ପର୍ଯ୍ୟଟନ ==
ଏଠାରେ ଥିବା ଜାତୀୟ ଉଦ୍ୟାନ ଓ ବନ୍ୟା ଜନ୍ତୁ ଅଭୟାରଣ୍ୟ କୁ ବହୁ ପର୍ଯ୍ୟଟକ ବର୍ଷ ସାରା ଆସିଥାନ୍ତି . 
* ମଧ୍ୟ ପ୍ରଦେଶ ରପ୍ରଦେଶର ପଞ୍ଚମଢ଼ୀ ଏକ ପ୍ରସିଦ୍ଧ ଶୈଳ ନିବାସ । ଏହା ଟ୍ରେକିଙ୍ଗ ପାଇଁ ଏକ ଖୁବ ଆକର୍ଷଣୀୟ ସ୍ଥଳ । 
* ଶତପୁରା ଜାତୀୟ ପାର୍କ ମଧ୍ୟ ପ୍ରଦେଶ ରପ୍ରଦେଶର ଏକ ସୁନ୍ଦର ପର୍ଯ୍ୟଟକ ସ୍ଥଳୀ । 
* କାନହା ଜାତୀୟ ପାର୍କ ଏକ ସୁରକ୍ଷିତ ବନ୍ୟା ପ୍ରାଣୀ ଉଦ୍ୟାନ ସହ ଏକ ବ୍ୟାଘ୍ର ରିଜର୍ଭ । ଏଠାରେ ବହୁ ବୈଧ ଜୀବ ଜନ୍ତୁ ରହିଥାନ୍ତି । 
* ବୋରୀ ବନ୍ୟା ପ୍ରାଣୀ ଅଭୟାରଣ୍ୟ ଭାରତ ରଭାରତର ସର୍ବ ପୁରାତନ ଅଭୟାରଣ୍ୟ । ଏହା 1865 ମସିହା ରେ ସ୍ଥାପିତ ହେଇଥିଲା । ଏହା ତେବା ନଦୀ କୁଳ ରେ ଅବସ୍ଥିତ । 
* ମଧ୍ୟ ପ୍ରଦେଶ ରପ୍ରଦେଶର ବାନ୍ଧବଗଡ ଜାତୀୟ ପାର୍କ ଅନ୍ଯତମ ଆକର୍ଷଣୀୟ ପର୍ଯ୍ୟଟକ ସ୍ଥଳୀ । 
* ଅମରକଣ୍ଟକ ଏକ ସୁନ୍ଦର ପର୍ଯ୍ୟଟକ ସ୍ଥଳୀ ହେବା ସହ ତୀର୍ଥ ସ୍ଥଳୀ ଭାବରେ ମଧ୍ୟ ବିଖ୍ୟାତ । 
 
== ଅନ୍ୟ ==
ଏହି ପର୍ବତ ଶ୍ରେଣୀ ରଶ୍ରେଣୀର ନାମ ଅନୁସାରେ ଭାରତୀୟ ନୌସେନା ରନୌସେନାର ଜାହାଜ INS Satpuraa ରSatpuraaର ନାମକରଣ ହେଇଛି । 
 
== ରହଣି ସ୍ଥଳ ==