"ମେଘନା ନଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Bot: Automated text replacement (- ର +ର )
୧ କ ଧାଡ଼ି:
[[ଫାଇଲ:Bangladesh_LOC_1996_map.jpg|ଡାହାଣ|thumb|ମେଘନା ସମେତ ବାଂଲାଦେଶ ରବାଂଲାଦେଶର ନଦୀ ଗୁଡିକ ରଗୁଡିକର ମାନଚିତ୍ର ]]
ମେଘନା ନଦୀ({{Lang-bn|মেঘনা নদী}}) ବାଂଲାଦେଶ ରବାଂଲାଦେଶର ସବୁଠାରୁ ଗୁରୁତ୍ବପୂର୍ଣ ନଦୀ । ,<ref name="Banglapedia">{{cite book|title=Banglapedia: National Encyclopedia of Bangladesh|publisher=[[Asiatic Society of Bangladesh]]|year=2012|edition=Second|chapter=Meghna River|chapter-url=http://en.banglapedia.org/index.php?title=Meghna_River|author=Masud Hasan Chowdhury|editor=Sirajul Islam and Ahmed A. Jamal}}</ref> ବଂଗୋପମହାସାଗର କୁ ଲାଗି ରହିଥିବା ଗାଙ୍ଗେୟ ସମତଳଭୂମି ଅଞ୍ଚଳ ରେ ପ୍ରବାହିତ ତିନି ଟି ମୁଖ୍ୟ ନଦୀ ମଧ୍ୟ ରୁ ଏହା ଅନ୍ୟତମ । ସୁରମା - ମେଘାନା ନଦୀ ପ୍ରଣାଳୀ ରପ୍ରଣାଳୀର ମେଘନା ନଦୀ ରନଦୀର ଉପତ୍ତି ବାଂଲାଦେଶ ରବାଂଲାଦେଶର କିଶୋରଗଞ୍ଜ ଜିଲ୍ଲା ରଜିଲ୍ଲାର ଭୈରବ ବଜାର ସହର ରସହରର ଉପର ଅଞ୍ଚଳ ରେ ସୁର୍ମା ନଦୀ ଓ କୁଶିୟାରା ନଦୀ ରନଦୀର ସଙ୍ଗମ ଦ୍ଵାରା ସୃଷ୍ଟି ହେଇଥାଏ । ସୁର୍ମା ଓ କୁଶିୟାରା ପୂର୍ବ ଭାରତୀୟ ପାର୍ବତ୍ୟ ଅଞ୍ଚଳ ରୁ ଉପତ୍ତି ଘଟି ବାରକ ନଦୀ ଭାବରେ ଆସିଥାଏ । ଚାଁଦପୁର ଜିଲ୍ଲା ରେ ମେଘନା ନଦୀ ତାହାର ମୁଖ୍ୟ ଉପନଦୀ ପଦ୍ମା ସହ ମିଳିତ ହୁଏ । ମେଘନା ନଦୀ ରନଦୀର ଅନନ୍ୟ ଉପନଦୀ ଗୁଡିକ ହେଲା ଢାଲେସବାରି , ଗୁମଟିଓ ଫେଣି । ମେଘନା ନଦୀ ଭୋଳା ଜିଲ୍ଲା ରରେ ବଂଗୋପ ସାଗର ରେ ଲୀନ ହୁଏ । ଏହାର ମୁହାଣ ଅଞ୍ଚଳ ରେ ତେତୁଳିଆ , ଶବାଜପୁର , ହଟିଆ ଓ ବାମ୍ଣୀ ରହିଛି । 
[[ଫାଇଲ:Boat_in_meghna_river.JPG|thumb|ମେଘନା ନଦୀ ରେ ନୌକା]]
ବାଂଲାଦେଶ ଭିତରେ ସମ୍ପୂର୍ଣ ଭାବରେ ପ୍ରବାହିତ ନଦୀ ଗୁଡିକ ମଧ୍ୟ ରୁ ମେଘନା ସବୁଠାରୁ ବେଶୀ  ପ୍ରସ୍ଥ ବିଶିଷ୍ଟ । ଭୋଳା ନିକଟ ରେ ଏହାର ପ୍ରସ୍ଥ 12 କିଲୋମିଟର ହେଇଥାଏ । ତଳ ମୁଣ୍ଡ ରେ ଏହି ନଦୀ ସମତଳ ଭୂମି ରେ ସରଳରେଖା ପରି  ପ୍ରବାହିତ ହେଇଥାଏ । 
୭ କ ଧାଡ଼ି:
ପୂର୍ବ ଭାରତୀୟ ପାର୍ବତ୍ୟ ଇଲାକା ରୁ ସୁର୍ମା ଓ କୁଶିୟାରା ନଦୀ ଉପତ୍ତି ହେଇ ଚାଁଦପୁର ଠାରେ ମିଳିତ ହେଲା ପରେ ଏହା ମେଘନା ନାମ ଧାରଣ କରି ପ୍ରବାହିତ ହେଇ ପଦ୍ମା ନଦୀ ସହ ମିଳିତ ହୁଏ । ମୂଳଧୂଳି ନାମକ ସ୍ଥାନ ରୁ ଏହି ନଦୀ ରୁ ଏକ ଶାଖା ନଦୀ ବାହାରି "ସାଫିପୁର  ନଦୀ" ସୃଷ୍ଟି ହେଇଥାଏ । 
 
ବ୍ରାହ୍ମଣବାରି  ଜିଲ୍ଲା ରଜିଲ୍ଲାର ଘଟଲପୁର ଠାରେ ମେଘନା ନଦୀ ରୁ ଆଉ ଏକ ଶାଖା ନଦୀ "ତିଳସ " ବାହାରି ଥାଏ । ଏହା 240 କିଲୋମିଟର ବକ୍ର ଭାବରେ ଗତି କଲାପରେ ପୁନଶ୍ଚ ମେଘନା ସହ ନବୀନପୁର ଉପଜିଲ୍ଲା ଅଞ୍ଚଳ ରେ ମିଳିତ ହେଇଯାଏ ।  ଏହି ଟିଳସ ନଦୀ ଗୋଟିଏ ଧାରା ହେଇ ବାହାରି , ପରେ ଦୁଇଟି ଭିନ୍ନ ଧାରା ହେଇ ପ୍ରବାହିତ ହେଇଥାଏ । 
[[ଫାଇଲ:MeghnaRiver.jpg|thumb|ସେତୁ ଉପରୁ ମେଘନା ନଦୀ ରନଦୀର ଦୃଶ୍ୟ ]]
କୋମିଲ୍ଲା ଜିଲ୍ଲା ରଜିଲ୍ଲାର ଦଉଡଖଣ୍ଡି ଅଞ୍ଚଳ ରେ ମେଘନା ସହ ଗୁମତି ନଦୀ ରନଦୀର ମିଳନ ହେଇ ନଦୀ ରନଦୀର ଜଳଧାରା ବହୁ ପରିମାଣ ରେ ବୃଦ୍ଧି ପାଇଥାଏ । ମେଘନା ଓ ଗୁମତି ଉପରେ ଥିବା ଦ୍ଵୈତ ସେତୁ ବାଂଲାଦେଶ ରବାଂଲାଦେଶର ଦୀର୍ଘତମ  ସେତୁ । 
 
ଚାଁଦପୁର ଠାରେ ପୁନର୍ବାର ମେଘନା ନଦୀ ରନଦୀର କାୟା ବୃଦ୍ଧି ଘଟିଥାଏ ଢାଲେଶ୍ଵରୀ ନଦୀ ସହ ମିଶ୍ରଣ ଯୋଗୁଁ । ତଳକୁ ପ୍ରବାହିତ ହେଇ ଏହା ତାହାର ସର୍ବ ବୃହତ ଉପନଦୀ ପଦ୍ମା<ref>Padma and Jamuna (the name of the Brahmaputra in Bangladesh) rivers near Chandpur. After a course of about 164 miles (264 km) it enters the Bay of Bengal by four principal mouths—Tetulia, Shahbazpur, Hatia, and Bamni. Major tributaries are the Dhaleswari, the Gumti (the name of the Gomati in Bangladesh), and the Feni, https://www.britannica.com/place/Meghna-River</ref> ସହ ଚାଁଦପୁର ଜିଲ୍ଲା ରଜିଲ୍ଲାର ତଳ ଅଂଶ  ରେ ମିଳିତ ହୁଏ । 
 
ଏଠାରେ ମେଘନା ନଦୀ ରନଦୀର ନିର୍ମଲା ଜଳ ପ୍ରବାହ ସହ ପଦ୍ମା ନଦୀ ରନଦୀର ଧୂସର ଓ ଗୋଳିଆ ପାଣି ଧାରା ସମ୍ପୂର୍ଣ ଭାବରେ ମିଶି ନ ଯାଇ ସମାନ୍ତରାଳ ଭାବେ ଯାଉଥିବାର ଦେଖାଯାଏ । ଏହା ଏକ ଖୁବ ଆକର୍ଷକ ଦୃଶ୍ୟ ସୃଷ୍ଟି କରିଥାଏ । 
 
ଚାଁଦପୁର ତଳକୁ ପଦ୍ମା , ମେଘନା ଓ ଯମୁନା ନଦୀ ରନଦୀର ସମ୍ମିଳିତ ପ୍ରବାହ ଯାଇ ବଙ୍ଗୋପସାଗର ରେ ଏକ ସରଳରେଖା ସଦୃଶ ଯାଇ ପାତନ ହେଇଥାଏ । ସମୁଦ୍ର ରେ ମିଳିତ ହେବା ଆଗରୁ ମ୍ମେଘନା ରମ୍ମେଘନାର ଅନେକ ଧାରା ବିଭିନ୍ନ ସ୍ଥାନ ରେ ବାହାରି ଭିନ୍ନ ଦିଗ ରେ ଗତି କରି  ପୁନର୍ବାର ମେଘନା ସହ ମିଳିତ ହେଇଥାନ୍ତି । 
 
ଭୋଳା ନିକଟ ରେ ସମୁଦ୍ର ରେ ପଡିବା ଠିକ ଆଗରୁ ଏହା ଦୁଇଟି ସ୍ରୋତ ହେଇ ମଝିରେ ଏକ ଦ୍ଵିପାଞ୍ଚଳ ସୃଷ୍ଟି କରିଥାଏ । ଏଠାରେ ପଶ୍ଚିମ ସ୍ରୋତ କୁ ଇଶା କୁହାଯାଉଥିବା ବେଳେ ପୂର୍ବ ସ୍ରୋତ କୁ ବାମ୍ଣୀ କୁହାଯାଏ ।<ref>The Barak river divides into two branches within the Assam state in India. The northern branch is called Surma, which flows southwards through the eastern side of Bangladesh next Sylhet town. The southern branch is called Kushiara, which flows through India and then enters Bangladesh. First the northern branch joins the Meghna river near Kuliar Char and then the southern branch joins the Meghna river near Ajmiriganj. The lower Meghna river is one of the largest rivers in the world, being the mouth of the three great rivers: Ganges-Padma, Brahmaputra and Meghna. The total length of the river is about 930 km. The river is predominantly a meandering channel, but in several reaches, especially where small tributaries contribute sediment, braiding is evident with sand islands bifurcating the river into two or more channels</ref><ref>www.fao.org/nr/water/aquastat/basins/gbm/gbm-CP_eng.pdf</ref> 
== ମେଘନା ବେସିନ ଅଞ୍ଚଳ ରଅଞ୍ଚଳର ଜଳବାଯୁ ==
ମେଘନା ବେସିନ ଅଞ୍ଚଳ ବ୍ରହ୍ମପୁତ୍ର - ଗଙ୍ଗା- ମେଘନା (BGM) ଦ୍ଵାରା ସୃଷ୍ଟି ହେଇଥିବା ବିଶ୍ଵ ରବିଶ୍ଵର ଏକ ବୃହତ୍ତମ ସମତଳ ଭୂମି ତଥା ବୃହତ ବଙ୍ଗୀୟ ସମତଳ ରସମତଳର ଏକ ମୁଖ୍ୟ ଅଂଶ । ସେଠାରେ ଜଳବାଯୁ ଅତ୍ୟନ୍ତ ପରିବର୍ତନଶୀଳ ହେଇଥାଏ । ବର୍ଷ କାଳ ରେ ବନ୍ୟା ବିପତ୍ତି ବହୁ ସମୟ ରେ ରହିଥାଏ । <ref>whereas the world’s highest precipitation area is situated in the Meghna river basin (Mirza et al., 2011).</ref> ପ୍ରତିବର୍ଷ ଜୁଲାଇ ରୁ ଅକ୍ଟୋବର ମାସ ଯାଏ ସେଠାରେ ସର୍ବଦା ବାତ୍ୟା ରବାତ୍ୟାର ଆଶଙ୍କା ଥାଏ ।
==ଗେଲେରି ==
<gallery>