"ଚଣ୍ଡୀ ମନ୍ଦିର , ଚଣ୍ଡିଗଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
୧ କ ଧାଡ଼ି:
ଚଣ୍ଡୀ ମନ୍ଦିର(Hindu, ''Mandir'': "Temple")ଭାରତୟୟ ସହର  ଚଣ୍ଡିଗଡ ଠାରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର । ଏହା ଶକ୍ତି ଦେବୀ ଚଣ୍ଡୀ ଙ୍କ ଉପାସନା ପାଇଁ ନିର୍ମିତ ହେଇଥିଲା । ଚଣ୍ଡିଗଡ ସହର ଠାରୁ 15 କିଲୋନିଟର ଦୂରରେ ଓ ମନସା ଦେବୀ ଆସ୍ଥାନ ରୁ 10 କିଲୋମିଟର ଦୂରରେ ଏହା ଅବସ୍ଥିତ । ଶିବାଳିକ ପର୍ବତମାଳା ପ୍ରଚ୍ଛଦ ରେ ଥାଇ ଏହି  ମନ୍ଦିର ରମନ୍ଦିରର ପାରିପାର୍ଶ୍ଵିକ ଦୃଶ୍ୟ ଅତ୍ୟନ୍ତ ମନୋରମ।  
 
ଏଠାରେ ପାଳିତ ହଉଥିବା ନବରାତ୍ର ସମାୟାରେ ସହସ୍ରାଧିକ ଭକ୍ତ ଙ୍କ ସମାଗମ ହେଇଥାଏ । ଏଠାରେ ଚଣ୍ଡୀ ଙ୍କ ପ୍ରତିମୂର୍ତି ସହ ରାଧା କୃଷ୍ଣ , ହନୁମାନ , ଶିବ ଓ ରାମ ଙ୍କ ପ୍ରତିମୂର୍ତି ମଧ୍ୟ ରହିଛି । ଏହି ମନ୍ଦିର ପରିସର ନିକଟ ରେ ଭାରତୀତ୍ୟ ସେନା ବାହିନୀ ରବାହିନୀର ପଶ୍ଚିମାଞ୍ଚଳ କମାଣ୍ଡ ଦପ୍ତର ରହିଛି ।