"ନାଟ୍ୟ ଶାସ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୮ କ ଧାଡ଼ି:
 
ନାଟ୍ୟ ଶାସ୍ତ୍ରର ପ୍ରକୃତ ରଚୟିତା କିଏ, ତାହା କହିବା ମଧ୍ୟ କଷ୍ଟସାଧ୍ୟ । ହିନ୍ଦୁ ସଂସ୍କୃତି ଋଷି ଭରତଙ୍କୁ ନାଟ୍ୟ ଶାସ୍ତ୍ରର ରଚୟିର ଭାବେ ଆଖ୍ୟାନ ପ୍ରଦାନ କରିଛି ।
ନାଟ୍ୟସୁତ୍ର ରେ ପାଣିନୀ ଙ୍କ ବିଷୟରେ ଲେଖା ଅଛି। ଯିଏ କି ସଂସ୍କୃତ ବ୍ୟାକରଣ ର ପ୍ରାଥମିକତା ବିଷୟରେ ବର୍ଣ୍ଣନା କରିଛନ୍ତି। ହିନ୍ଦୁ ମନେ କଳା, ବେଦ, ଗୀତା, ଓ ନୃତ୍ୟ ସହିତ ସମ୍ପୃକ୍ତ।
 
ବହୁପୂର୍ବରୁ ସଙ୍ଗୀତ ହିନ୍ଦୁ ସଂସ୍କୃତି ସହିତ ଜଡ଼ିତ।ହିନ୍ଦୁ ସଂସ୍କୃତି ଓ ସଙ୍ଗୀତ ପ୍ରସିଦ୍ଧି ଲାଭ କରିଆସିଛି।
 
ନାଟ୍ୟଶାସ୍ତ୍ର ରେ ସବୁ ଶ୍ଳୋକ ରେ ୩୨ ଟି ବିଷୟ ରହିଛି। ଏଥିରେ ଶିବ ଙ୍କ ତାଣ୍ଡବ,ରାସ,ଭାବ, ଅଭିନୟ କଳା,ସରଳ ନୃତ୍ୟ ଶୈଳୀ, ନୃତ୍ୟ ସମୟ ରେ ତାଳ ଲୟ ଉପରେ ବିସ୍ତୁତ ଭାବେ ବର୍ଣିତ।