"ତବୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୫ କ ଧାଡ଼ି:
'''ତବସୁମ୍ ଫାତିମା ହାସିମ୍''' (ଜନ୍ମ: ୪ ନଭେମ୍ବର ୧୯୭୧), ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ<ref name=encyclo/><ref>{{cite web|publisher=CNN-IBN|title=Birthday special: Tabu's 10 best performances over the years|date=4 November 2014|url=http://ibnlive.in.com/photogallery/17154.html}}</ref> ଯେ କଥାଚିତ୍ର ଜଗତରେ '''ତବୁ''' ନାମରେ ପରିଚିତ । ତବୁ ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ସେ ହିନ୍ଦୀ କଥାଚିତ୍ର ବ୍ୟତୀତ ଇଂରାଜୀ, ତେଲୁଗୁ, ତାମିଲ, ମାଲାୟଲମ୍, ମରାଠି ଏବଂ ବଙ୍ଗାଳୀ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ତବୁ ଦୁଇଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ଏଥି ସ‌ହ ସେ ୬ଥର ଫିଲ୍ମ‌ଫେୟାର ପୁରସ୍କାର ପାଇଛନ୍ତି ଯେଉଁଥିରେ ୪ଟି କ୍ରିଟିକ୍ସଙ୍କ ପସନ୍ଦର ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇଛନ୍ତି । ୨୦୧୧ରେ ତବୁଙ୍କୁ ଭାରତ ସରକାରଙ୍କ ତରଫରୁ [[ପଦ୍ମଶ୍ରୀ]] ସମ୍ମାନ ପ୍ରଦାନ କରାଯାଇଥିଲା ।<ref name="padma">[http://pib.nic.in/newsite/erelease.aspx?relid=69364 Padma Awards Announced]. Ministry of Home Affairs. 25 January 2011</ref>
 
ତବୁ '''ହୁ ତୁ ତୁ''', '''ମାଚିସ୍''', '''ବିରାସତ୍''', '''ଚାନ୍ଦିନି ବାର୍''', '''ଚିନି କମ୍''', '''ହାଇଦର୍''', '''ଦୃଶ୍ୟମ୍''', '''ଫିତୁର୍''', '''ଫନା''', '''ବିବି ନଂ-୧''', '''ହମ୍ ସାଥ୍ ସାଥ୍ ହେ''' ଭଳି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଇଂରାଜୀ ଚଳଚ୍ଚିତ୍ର '''ଲାଇଫ୍ ଅଫ୍ ପାଇ''', '''ଦ ନମସେକ୍''', '''ଆଙ୍ଗ ଲି'''ରେ ଅଭିନୟ କରିଥିଲେ ।<ref name="tabu">{{cite news|author=Bose, Derek|newspaper=The Tribune|title=Cut above the rest|date=19 July 2009|accessdate=14 April 2017|url=http://www.tribuneindia.com/2009/20090719/spectrum/main5.htm}}</ref>
 
==ପ୍ରାରମ୍ଭିକ ଜୀବନ==
୨୩ କ ଧାଡ଼ି:
୧୯୮୦ରେ ତବୁ '''ବଜାର୍''' ଚଳଚ୍ଚିତ୍ରରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ ଏବଂ ଏହା ପରେ ୧୯୮୫ରେ ୧୪ ବର୍ଷ ବୟସରେ '''ହମ୍ ନୌଜବାନ୍''' ଚଳଚ୍ଚିତ୍ରରେ [[ଦେବ ଆନନ୍ଦ]]ଙ୍କ ଝିଅ ଭାବରେ ସେ ଅଭିନୟ କରିଥିଲେ । ନାୟିକା ଭାବରେ ତବୁ ତେଲୁଗୁ ଚଳଚ୍ଚିତ୍ର '''କୁଲି ନଂ ୧'''ରେ [[ଭେଙ୍କଟେଶ ଦଗୁପତି]]ଙ୍କ ସ‌ହ ଅଭିନୟ କରିଥିଲେ । ଏହା ପରେ ତବୁ ହିନ୍ଦୀ, ଇଂରାଜୀ, ତାମିଲ, ମାଲାୟଲମ୍, ମରାଠୀ, ବଙ୍ଗଳା ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
 
ତବୁ ଅଭିନୟ କରିଥିବା କିଛି ହିନ୍ଦୀ ଚଳଚ୍ଚିତ୍ର ହେଲା: '''ହୁ ତୁ ତୁ''', '''ମାଚିସ୍''', '''ବିରାସତ୍''', '''ଚାନ୍ଦିନି ବାର୍''', '''ଚିନି କମ୍''', '''ହାଇଦର୍''', '''ଦୃଶ୍ୟମ୍''', '''ଫିତୁର୍''', '''ଫନା''', '''ବିବି ନଂ-୧''', '''ହମ୍ ସାଥ୍ ସାଥ୍ ହେ''' । ଇଂରାଜୀ ଚଳଚ୍ଚିତ୍ର '''ଲାଇଫ୍ ଅଫ୍ ପାଇ''', '''ଦ ନମସେକ୍''', '''ଆଙ୍ଗ ଲି'''ରେ ମଧ୍ୟ ତବୁ ଅଭିନୟ କରିଥିଲେ ।<ref>{{cite news|authorname=Bose, Derek|newspaper=The Tribune|title=Cut above the rest|date=19 July 2009|accessdate=14 April 2017|url=http://www.tribuneindia.com/2009/20090719/spectrum/main5.htm}}<"tabu"/ref>
 
==ବନ୍ୟଜନ୍ତୁ ବିବାଦ==
"https://or.wikipedia.org/wiki/ତବୁ"ରୁ ଅଣାଯାଇଅଛି