"କଳିଙ୍ଗ ଲିଟରାରି ଫେଷ୍ଟିଭାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୫ କ ଧାଡ଼ି:
|logo = Kalinga Literary Festival logo.png
|image =
|location = ମେଫେୟାର ଲେଗୁନ, [[Bhubaneswar|ଭୁବନେଶ୍ଵର]], [[:en:Odisha|ଓଡିଶା]], [[:en:India|ଭାରତ]]
|years_active = ୨୦୧୩ – ବର୍ତ୍ତମାନ ପର୍ଯ୍ୟନ୍ତ
|dates = 10–11-12 January 2017
|genre = [[:en:Literary festival|ସଂସ୍କୃତିକ ଉତ୍ସବ]]
|website = http://Kalingaliteraryfest.com
}}
 
'''କଳିଙ୍ଗ ଲିଟରାରି ଫେସ୍ଟିଭାଲ''' (ଇଂରାଜୀ ଭାଷାରେ '''Kalinga Literary Festival''' ବା '''କେଏଲଏଫ'''/KLF) ଏକ ସାହିତ୍ୟିକ ମହୋତ୍ସବ ଯାହା ୨ ବା ୩ ଦିନ ଧରି ପ୍ରତି ବର୍ଷ ଜୁନ ମାସରେ ଭାରତର [[ଓଡ଼ିଶା]] ପ୍ରଦେଶର ସ୍ମାର୍ଟ ଓ ମନ୍ଦିରମାଳିନୀ [[ଭୁବନେଶ୍ୱର]] ସ‌ହରରେନଗରରେ ଅନୁଷ୍ଠିତ ହୁଏ । ଏହି ଉତ୍ସବ ସାଧାରଣତଃ ପ୍ରତିବର୍ଷ ଜୁନ ମାସରେ ମେଫେୟାର ଲେଗୁନ ହୋଟେଲର କନଭେନସନ ହଲରେ ([http://www.mayfairhotels.com/mayfair-convention/ Mayfair Convention]) ପାଳନ କରାଯାଏ । ଓଡିଶାର ସାଂସ୍କୃତିକ ଜଗତରେ କେଏଲଏଫ ଏକ କର୍ଣ୍ଣଧାର ରୂପେ ଠିଆ ହୋଇ ଯୁବ ଜଗତରେ ସାହିତ୍ୟ ଅନୁରାଗ ସୃଷ୍ଟି କରିବା ଚେଷ୍ଟାରେ ଲାଗିଛି । ଏହି ଜାତୀୟ ମଞ୍ଚରେ [[:en:Englishଇଂରାଜୀ literatureଭାଷା| ଇଂରାଜୀ]], [[:en:Indian English literature| ଭାରତୀୟ ଇଂରାଜୀ]] ଓ [[:en:Indian literature|ଭାରତୀୟ ସାହିତ୍ୟ]]ମାନଙ୍କ ମଧ୍ୟରେବାବଦରେ ଥିବାଆଲୋଚନା ଶୂନ୍ୟତାକୁ ଶାସ୍ତ୍ରୀୟ ଓଡିଆ ଭାଷା ସହ ସଂଯୁକ୍ତ କରିବା ଏହାର ଜାଗତିକ ଲକ୍ଷହୋଇଥାଏ
 
[http://kalingaliteraryfest.com/ Kalinga Literary Festival|କଳିଙ୍ଗ ଲିଟରାରି ଫେସ୍ଟିଭାଲ]ରଫେସ୍ଟିଭାଲର ପ୍ରତିଷ୍ଠାତା ରଶ୍ମୀ ରଞ୍ଜନ ପରିଡ଼ା ଏକ ପୁରସ୍କାର ବିଜେତାଜଣେ ସାମ୍ବାଦିକ ଓ ଏହାର ଦିଗଦର୍ଶକ ମଧ୍ୟ ଅଟନ୍ତି ।<ref> Parichay Foundation Awards KLF Founder Rashmi Ranjan Parida, http://odishalive.tv/news/parichay-foundation-honors-men-achievers-this-fathers-day/</ref> ଏହି କେଏଲଏଫ ସଂସ୍ଥା ଓଡିଶା ଡାଏରୀ ସମ୍ବାଦ ପୋର୍ଟାଲ ଓ ଓଡିଶା ଲିଭିଙ୍ଗ ଲିଜେଣ୍ଡ ସହିତ ଅନୁବନ୍ଧିତ । ପ୍ରଫେସର କମଳା କାନ୍ତକମଳାକାନ୍ତ ଦାଶ ଏହାର ଜଣେ ସଂସ୍ଥାପକ ସଭ୍ୟ ଓ ଏହାର ମାର୍ଗଦର୍ଶକ । ପ୍ରାଚୀ ନାୟକ<ref>http://orissadiary.com/CurrentNews.asp?id=48185</ref> ଓ ଶୀତାଂଶୁ ମହାପାତ୍ର<ref>http://www.orissapost.com/why-does-the-city-need-a-lit-fest/</ref> ଏହାର ଅନ୍ୟ ଦୁଇ ସଂସ୍ଥାପକ ସଭ୍ୟ ।
 
== ଲକ୍ଷଲକ୍ଷ୍ୟ ==
ସ୍ମାର୍ଟ ସିଟି [[ଭୁବନେଶ୍ଵର]]ର ସାହିତ୍ୟ ସ୍ରଷ୍ଟାମାନଙ୍କୁ ନେଇ ଏକ ଉତ୍ସବ ପାଳନ କରିବାକୁ କଳିଙ୍ଗ ଲିଟରାରି ଫେସ୍ଟିଭାଲର ଲକ୍ଷ ରଖିବା ସହିତ ଓଡିଶା, ଭାରତ ଓ ପୃଥିବୀର ସର୍ବୋତ୍ତମ ସାହିତ୍ୟ ରଥୀମାନଙ୍କ ସହିତ ବାର୍ତ୍ତାଳାପ କରିବା ସୁଯୋଗ ପ୍ରଦାନ କରେ । ଏହି ଉତ୍ସବରେ ଲେଖକ, ରାଜନୀତିଜ୍ଞ, ସାମାଜିକ କାର୍ଯ୍ୟକର୍ତ୍ତା, କାନୁନ ସ୍ରଷ୍ଟା, ସରକାରୀ ଅଫିସର, କର୍ପୋରେଟ ନେତା, ଛାତ୍ର ଓ ସମାଜର ପ୍ରତ୍ୟେକ କ୍ଷେତ୍ରର ଲୋକଙ୍କ ସହିତ ଉତ୍ସବର ଏକ ଉଦ୍ଦାମ ପରିବେଶରେ ମତ ବିନିମୟର ସୁଯୋଗ ସୃଷ୍ଟି ହୁଏ ।
 
== ଇତିହାସ ==
ଓଡିଆ ଭାଷା କ୍ଲାସିକାଳଶାସ୍ତ୍ରୀୟ ମାନ୍ୟତା ପାଇବାର ଖୁସି ପାଳନ କରିବା ନିମନ୍ତେ କଳିଙ୍ଗ ଲିଟରାରି ଫେସ୍ଟିଭାଲର କଳ୍ପନା ସନ ୨୦୧୩ ରେ ଅଙ୍କୁର ହୋଇ ସନ ୨୦୧୪ରେ ସାକାର ହୋଇଗଲା ।<ref>Odia gets classical language status http://www.thehindu.com/news/national/odia-gets-classical-language-status/article5709028.ece</ref>
 
କଳିଙ୍ଗ ଲିଟରାରି ଫେସ୍ଟିଭାଲ ଆରମ୍ଭ ହେବାର ଦ୍ଵିତୀୟ ବର୍ଷରେ ସାହିତ୍ୟ କ୍ଷେତ୍ରରେ ଖ୍ୟାତନାମା ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ଓ ଏହା ବିରାଟ ପ୍ରତିଭାଧାରୀ ବ୍ୟକ୍ତିଙ୍କର ଏକ ମଞ୍ଚ ହୋଇଗଲା । ଏହାର ତାଲିକାରେ [[Ramakanta Rath|ରମାକାନ୍ତ ରଥ]], [[Jayanta Mahapatra|ଜୟନ୍ତ ମହାପାତ୍ର ]], [[Dinanath Pathy| ଦିନାନାଥଦୀନନାଥ ପାଠୀ]], [[Subramanian Swamy|ସୁବ୍ରମଣିଅମ ସ୍ଵାମୀ]], [[Mani Shankar Aiyar|ମଣି ଶଙ୍କର ଆୟାର]], [[Piyush Mishra|ପିୟୁଷ ମିଶ୍ର]], [[Haraprasad Das|ହର ପ୍ରସାଦ ଦାସ]], [[Purushottam Agrawal|ପୁରୁଷୋତ୍ତମ ଅଗ୍ରୱାଲ]], [[Mark Tully|ମାର୍କ ଟୁଲି]], [[Ashok Chakradhar|ଅଶୋକ ଚକ୍ରଧର]], [[Arundhathi Subramaniam|ଅରୁନ୍ଧତୀ ସୁବ୍ରମନିଅମ]], [[Kancha Ilaiah|କଞ୍ଚା ଇଲିଆହ]], [[Haldhar Nag|ହଳଧର ନାଗ]], [[Prabhu Chawla|ପ୍ରଭୁ ଚାୱଲା ]], [[Arif Mohammad Khan|ଅରିଫ ମହମ୍ମଦ ଖାନ]], [[Debi Prasanna Pattanayak|ଦେବୀ ପ୍ରସନ୍ନ ପଟ୍ଟନାୟକ]], [[Sitakant Mahapatra|ସୀତାକାନ୍ତ ମହାପାତ୍ର]] , [[Pratibha Ray|ପ୍ରତିଭା ରାୟ]] , [[Sameer (lyricist)|ସମୀର (ଗୀତିକାର)]] , [[Seema Biswas|ସୀମା ବିଶ୍ଵାସ]] [http://paramitasatpathy.com/[ପାରମିତା Paramita Satpathyଶତପଥୀ]], [[Rahul Pandita|ରାହୁଲ ପଣ୍ଡିତ]] [http://sayfty.com/dr-ranjana-kumari/ Ranjana Kumari], [[Roopa Ganguly|ରୂପା ଗାଙ୍ଗୁଲି]] , [[Sudarsan Pattnaik|ସୁଦର୍ଶନ ପଟ୍ଟନାୟକ]] , [[ Sabyasachi Mohapatra|ସବ୍ୟସାଚୀ ମହାପାତ୍ର]] , [[Baishnab Charan Parida|ବୈଷ୍ଣବ ଚରଣ ପରିଡ଼ା]] , [[Mrinal Chatterjee|ମୃଣାଳ ଚାଟର୍ଜି]] ଭଳି ଖ୍ୟାତନାମାଆଦି ବ୍ୟକ୍ତିମାନେବକ୍ତାତିମାନେ ସ୍ଥାନ ପାଇଲେପାଇଥିଲେ
 
== ଉତ୍ସବମାନଙ୍କର ବିଷୟବସ୍ତୁ ==
'''ପ୍ରଥମ କଳିଙ୍ଗ ଲିଟରାରି ଫେସ୍ଟିଭାଲ ୨୦୧୪'''ରେ<ref>First Kalinga Literary Festival brought great literati of Odisha on one platform http://www.orissadiary.com/CurrentNews.asp?id=48185</ref> ଭାଷା ଓ ସାହିତ୍ୟର ଉତ୍ସବ ପାଳନ କରାଯାଇଥିଲା ।
[[File:Inaguration of Kalinga Literary Festival 2014.jpg|thumb|ପ୍ରଥମ କଳିଙ୍ଗ ଲିଟରାରି ଫେସ୍ଟିଭାଲ ୨୦୧୪କୁ ପଦ୍ମ ଭୂଷଣ ଶ୍ରୀ ସୀତାକାନ୍ତ ମହାପାତ୍ର, ଡ: ପ୍ରତିଭା ରାୟ, ଡ: ଦେବୀ ପ୍ରସନ୍ନ ପଟ୍ଟନାୟକ, ଶ୍ରୀ ସାତକଡ଼ି ହୋତା, ଡ: ଅରୁଣ ରଥ, ଓ କେଏଲଏଫର ପ୍ରତିଷ୍ଠାତା ରଶ୍ମୀ ରଞ୍ଜନ ପରିଡ଼ା ଉନ୍ମୋଚନ କରିଥିଲେ ।]]
 
'''ଦ୍ଵିତୀୟ କଳିଙ୍ଗ ଲିଟରାରି ଫେସ୍ଟିଭାଲ ୨୦୧୫''':<ref>Odisha Foundation organizes Kalinga Literary Festival 2015 http://www.odishanewsinsight.com/odisha/odisha-foundation-organizes-kalinga-literary-festival-2015/</ref> ସାହିତ୍ୟର ପ୍ରତିଫଳନ Literature as Reflection
[[File:Sir William Mark Tully inagurates Kalinga Literary Festival 2015.jpg|thumb|ସାର ଉଇଲିୟମ ମାର୍କ ଟୁଲି, ଡ: ପ୍ରତିଭା ରାୟ, ଡ: ଦେବୀ ପ୍ରସନ୍ନ ପଟ୍ଟନାୟକ, ଅଶୋକ ଚନ୍ଦ୍ର ପଣ୍ଡା ଏହି ଉତ୍ସବକୁ ଉନ୍ମୋଚନ କରିଥିଲେ ।]]
 
ମୁଖ୍ୟ ଅଧିବେଶନରେ <ref>Great Debates Ensue at 1st Day of Kalinga Literary Festival : Literature has great role in Nation Building, http://odiapua.com/en/great-debates-ensue-at-1st-day-of-kalinga-literary-festival-literature-has-great-role-in-nation-building/ </ref> ଅନେକ ପ୍ରସଙ୍ଗ ଉପରେ ଆଲୋକପାତ କରାଯାଇଥିଲା ଯେପରିକି ପ୍ରେମ ଓ ଚଳନ୍ତି ସାହିତ୍ୟ, ଚଳନ୍ତି ସାହିତ୍ୟରେ ମହିଳାତ୍ଵ, ସମାନ୍ତର ସିନେମା ଓ ପ୍ରଚଳିତ ସାହିତ୍ୟ, ଦଳିତ ଓ ଆଦିବାସୀ ସାହିତ୍ୟ, ମିଡିଆ, ମିଡିମ, ମେସେଜ ଓ ସାହିତ୍ୟ ବନାମ ଇଂରାଜୀ ସାହିତ୍ୟ ଓ ଅନେକ ଆନୁସଙ୍ଗିକ ବିଷୟ ।<ref>Kalinga Literary Festival 2015 announced, 50 Prominent speakers to attend KLF on May 17 at Bhubaneswar, http://orissadiary.com/CurrentNews.asp?id=59022</ref>
୩୫ କ ଧାଡ଼ି:
'''ତୃତୀୟ କଳିଙ୍ଗ ଲିଟରାରି ଫେସ୍ଟିଭାଲ ୨୦୧୬''':<ref>Great Debates Ensue at 1st Day of Kalinga Literary Festival, http://www.orissadiary.com/CurrentNews.asp?id=67741</ref> ସାହିତ୍ୟ ଓ ଗଣତନ୍ତ୍ର ।
 
[[File:KLF 2016 Inagarion.jpg|thumb|ତୃତୀୟ କଳିଙ୍ଗ ଲିଟରାରି ଫେସ୍ଟିଭାଲ ୨୦୧୬ର ଉଦଘାଟନ । ଡ: ସୁବ୍ରନିଅମ ସ୍ଵାମୀ, ମଣିଶଙ୍କର ଆୟାର, ହରପ୍ରସାଦ ଦାସ, ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ କେଏଲଏଫ ନିର୍ଦ୍ଦେଶକ ରଶ୍ମୀ ରଞ୍ଜନ ପରିଡ଼ା ।]]
 
ଅଧିବେଶନର ମୂଖ୍ୟ କେନ୍ଦ୍ର ଥିଲା: ସାହିତ୍ୟର ବିକାଶ ଓ ଗଣତାନ୍ତ୍ରିକ ତାତ୍ପର୍ଯ୍ୟ ।<ref>Times of India (15 June 2016)'Literature and Democracy' focus at Kalinga lit fest http://timesofindia.indiatimes.com/city/bhubaneswar/Literature-and-Democracy-focus-at-Kalinga-lit-fest/articleshow/52766581.cms</ref>
୪୩ କ ଧାଡ଼ି:
 
== ପୁରସ୍କାର ଗ୍ରହିତା ==
'''* କଳିଙ୍ଗ ସାହିତ୍ୟିକ ପୁରସ୍କାର ୨୦୧୪''': ଦେବୀ ପ୍ରସନ୍ନ ପଟ୍ଟନାୟକ <ref>First Kalinga Sahitya Samman Conferred on Dr Debi Prasanna Patnaik, http://odishasuntimes.com/2014/02/25/first-kalinga-sahitya-samman-conferred-dr-debi-prasanna-patnaik/</ref>
'''* କଳିଙ୍ଗ ସାହିତ୍ୟିକ ପୁରସ୍କାର ୨୦୧୫''': ବନଜା ଦେବୀ ଓ ଦୂରଗା ପ୍ରସାଦ ପଣ୍ଡା
ଡ: ଦେବୀ ପ୍ରସନ୍ନ ପଟ୍ଟନାୟକ <ref>First Kalinga Sahitya Samman Conferred on Dr Debi Prasanna Patnaik, http://odishasuntimes.com/2014/02/25/first-kalinga-sahitya-samman-conferred-dr-debi-prasanna-patnaik/</ref>
* କଳିଙ୍ଗ ସାହିତ୍ୟିକ ପୁରସ୍କାର ୨୦୧୬: ଯଶୋଧାରା ମିଶ୍ର , ତପନ ମହାପାତ୍ର ଓ ରମାକାନ୍ତ ଦାସ
 
'''କଳିଙ୍ଗ ସାହିତ୍ୟିକ ପୁରସ୍କାର ୨୦୧୫'''
ବନଜା ଦେବୀ ଓ ଦୂରଗା ପ୍ରସାଦ ପଣ୍ଡା
 
'''କଳିଙ୍ଗ ସାହିତ୍ୟିକ ପୁରସ୍କାର ୨୦୧୬'''
ଯଶୋଧାରା ମିଶ୍ର , ତପନ ମହାପାତ୍ର ଓ ରମାକାନ୍ତ ଦାସ
 
==୨୦୧୪, ୨୦୧୫ ଓ ୨୦୧୬ ମସିହାର ବକ୍ତାଗଣ ==
* ଆନ୍ନା ଏମ ଏମ ଭେତ୍ତିକାଡ
* ଅନୁ ଚୌଧୁରୀ
* ଆରିଫ ମହମଦ ଖାନ
* ଅରୁନ୍ଧତୀ ସୁବ୍ରମନିଅମ
* ଅଶୋକ ଚକ୍ରଧର
* ବୈଷ୍ଣବ ପରିଡା
* ବିଭୁତି ପଟ୍ଟନାଏକ
* ଦେବ ପ୍ରସାଦ ଦାସ
* ଦେବୀ ପ୍ରସନ୍ନ ପଟ୍ଟନାୟକ
* ଦିନାନାଥ ପାଠୀ
* ଗୌରହରି ଦାସ
* ହଳଧର ନାଗ
* ହର ପ୍ରସାଦ ଦାସ
* ଜୟନ୍ତ ମହାପାତ୍ର
* ମଣି ଶଙ୍କର ଆୟାର
* ମାର୍କ ଟୁଲି
* ମୃଦୁଳା ଗର୍ଗ
* ମୃଣାଳ ଚାଟର୍ଜି
* ପି.ଲଳିତା କୁମାରୀ
* ପାରମିତା ଶତପଥି
* ପିୟୁଷ ମିଶ୍ର
* ପ୍ରଭୁ ଚାଓଲା
* ପ୍ରଣେଶ ପ୍ରସାଦ
* ପୁରୁଷୋତ୍ତମ ଅଗ୍ରୱାଲ
* ରାହୁଲ ପଣ୍ଡିତ
* ରମାକାନ୍ତ ରଥ
* ରଞ୍ଜନା କୁମାରୀ
* ରୂପା ଗାଙ୍ଗୁଲି
* ସବ୍ୟସାଚୀ ମହାପାତ୍ର
* ସଞ୍ଜୟ ଆହିରବାଲ
* ସତ୍ୟ ନାରାୟଣ ସାହୁ
* ସୀମା ବିଶ୍ଵାସ
* ଶାନ୍ତନୁ ଗୂହା ରଏ
* ଶରତ କଟାରିୟା
* ସୀତାକାନ୍ତ ମହାପାତ୍ର
* ସୁଷମା ଶେଠ
* ଟି.କେ ଚାନ୍ଦ
* ଊର୍ମିଲେଶ
* ଭିନିତ କୁମାର
* ଯଶ ପଟ୍ଟନାଏକ
 
== ଜାତୀୟ ବିତର୍କରେ କେଏଲଏଫ ==
ଡ: [[:en:Subramanian Swamy|ସୁବ୍ରମନିଅମ ସ୍ଵାମୀ]] ସନ ୨୦୧୬ର କେଏଲଏଫ ସଭାରେ ‘ଭାରତର ଏକତାରେ ସାହିତ୍ୟର ଆବଶ୍ୟକତା’ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ <ref>BJP Leader Subramanian Swamy Says India Must Celebrate Its Unity, NDTV, 18 June 2016, http://www.ndtv.com/india-news/bjp-leader-subramanian-swamy-says-india-must-celebrate-its-unity-1420642</ref> ଓ ଏକାଧାରରେ ଏକ ଲକ୍ଷ୍ମଣରେଖାର ଆବଶ୍ୟକତା କଥା କହିଥିଲେ ।<ref>Literature must have a Lakshman Rekha: Subramanian Swamy, Indian Express, 19 June 2016, http://indianexpress.com/article/india/india-news-india/literature-must-have-a-lakshman-rekha-subramanian-swamy-2861754/</ref> ବାମପନ୍ଥୀ ଭାବଧାରାରୁ ସାହିତ୍ୟକୁ ମୁକ୍ତ କରିବାକୁ ଯୁକ୍ତି କରିଥିଲେ ।<ref>Literature must be liberated from impact of Left ideology, says Swamy, http://www.deccanchronicle.com/nation/current-affairs/180616/literature-must-be-liberated-from-impact-of-left-ideology-says-swamy.html</ref> ଏହାକୁ [[ମଣି ଶଙ୍କର ଆୟାର]] ବିରୋଧ କରି ତାହାକୁ ଫାଲତୁ କଥା କହିଥିଲେ ।
<ref>Subramanian Swamy usually talks 'rubbish': Mani Shankar Aiyar, First Post, 18 June 2016, http://www.firstpost.com/politics/subramanian-swamy-usually-talks-rubbish-mani-shankar-aiyar-2842860.html</ref> ଏକତା, ବିଭିନ୍ନତା, ଲକ୍ଷ୍ମଣରେଖା ଓ ସାହିତ୍ୟର ମୁକ୍ତ ବା ସ୍ଵ ଚାଳିତ ହେବାକୁ ଦେବା ଉପରେ ଜାତୀୟ ବିତର୍କର ଆବଶ୍ୟକତା କଥା କହିଥିଲେ ।
== କେଏଲଏଫ ବକ୍ତାଙ୍କର ଇଣ୍ଟରଭିୟୁ ==
[[:en:Piyush Mishra|ପିୟୁଷ ମିଶ୍ର]] ଇଣ୍ଟରଭିୟୁ, ସିଟି ଲିଙ୍କ ସହିତ । “[http://mycitylinks.in/script-is-what-matters-to-me-the-most-says-piyush-mishra/ Script Is What Matters To Me The Most],”
 
== ୟୁ ଟ୍ୟୁବ ଚାନେଲ ==
କଳିଙ୍ଗ ଲିଟରାରି ଫେସ୍ଟିଭାଲ<ref>Kalinga Literary Festival,https://www.youtube.com/channel/UCzgx4SinvEG4ZAX4BhrKzNA</ref>
 
== ଟୁଇଟ୍ଟର ଓ ଫେସବୁକ ପୃଷ୍ଠା ==
ଟୁଇଟ୍ଟରରେ କଳିଙ୍ଗ ଲିଟରାରି ଫେସ୍ଟିଭାଲ<ref>Kalinga Literary Festival,https://twitter.com/kalingalitfest</ref>
 
ଫେସବୁକରେ କଳିଙ୍ଗ ଲିଟରାରି ଫେସ୍ଟିଭାଲ<ref>Kalinga Literary Festival,https://www.facebook.com/KalingaLiteraryFestival</ref>
 
== ଆଧାର ==