"ଚାର୍ଲ୍ସ ଡିକେନ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବଦଳ ସାରକଥା ଲୁଚାଇଦିଅନ୍ତୁ
(Created by translating the page "Charles Dickens")
 
<ref>{{harvnb|Mazzeno|2008|p=76}}.</ref><ref>{{harvnb|Chesterton|2005|pp=100–126}}.</ref>
 
ଡିକେନ୍ସ ଙ୍କ ଜନ୍ମ [[ଇଂଲଣ୍ଡ]] ର ପୋର୍ଟ୍ସମାଉଥ ଠାରେ ହେଇଥିଲା । ତାଙ୍କର ଋଣଗ୍ରସ୍ତ ପିତା ଙ୍କୁ ରୁଣ ସୁଝି ନ ପଡ଼ିବାରୁପାରିବାରୁ  ଜେଲ ଦଣ୍ଡ ମିଳିବାରୁ ବାଲ୍ୟ କାଳ ରୁ ସେ ସ୍କୁଲ ଛାଡି ଏକ କାରଖାନା ରେ କାର୍ଯ୍ୟ କରିବାକୁ ହେଇଥିଲା । ସାଧାରଣ ବିଦ୍ୟାଳୟ ଶିକ୍ଷ୍ୟା କମ ପାଇଥିଲେ ମଧ୍ୟ ସେ ଏକ ସାପ୍ତାହିକି ଜର୍ନାଲ 20୨୦ ବର୍ଷ ଧରି ସମ୍ପାଦନା କରିଥିଲେ ଓ 15୧୫ ଟି କାଳ୍ପନିକ ଉପନ୍ୟାସ ସହ 5 ଟି କ୍ଷୁଦ୍ର ଉପନ୍ୟାସ , ଶତାଧିକ କ୍ଷୁଦ୍ର ଗଳ୍ପ , ଅନେକ ଅଣ –କାଳ୍ପନିକଅଣ–କାଳ୍ପନିକ ଲେଖା ବଳି ରଚନା କରିବା ସହ ବ୍ୟାପକ ଭାବରେ ବକୃତା ଦେଇଥିଲେ । ସେ ନିରନ୍ତର ଭାବରେ ଜଣେ ପତ୍ର ଲେଖକ ଥିଲେ । ସାମାଜିକ କ୍ଷେତ୍ର ରେ ଅବଦାନ ଭାବରେ ସେ ଶିଶୁ ମାନଙ୍କ ଶିକ୍ଷ୍ୟା , ସାମାଜିକ ଅଧିକାର ର ଜଣେ ବଳିଷ୍ଟ ସମର୍ଥକ ଓ ଅଗ୍ରଦୂତ ଭାବରେ ରହିଥିଲେ ।
 
 ଡିକେନ୍ସ 1836 ମସିହା ରେ “ ଥିଦି ପିକୱିକ ପେପର୍ସ “( [http://The%20Pickwick%20Papers The Pickwick Papers] ) ନାମକ ଏକ ଧାରାବାହିକ ଲେଖା ପ୍ରକାଶ କରି ଦ୍ରୁଷ୍ଟି ଆକର୍ଷଣ କରିଥିଲେ । ମାତ୍ର କିଛି ବର୍ଷ ମଧ୍ୟ ରେ ସେ ତାଙ୍କର ଲେଖା ରେ ସାମାଜିକ ଚରିତ୍ର ଗୁଡିକ ର ନିଖୁଣ ଚିତ୍ରଣ , ଲେଖା ରେ ନାଟକୀୟତା ତଥା ସମାଜ ର ସାଂପ୍ରତିକ ଘଟଣା ବଳି ର ଜୀବନ୍ତ ଭଙ୍ଗି ରେ ଉପସ୍ଥାପନା ପାଇଁ ଅନ୍ତର୍ଜାତିକ ସ୍ତର ରେ ପରିଚିତ ହେଇ ଗଲେ । ସେହି ସମୟ ରେ ତାଙ୍କର ଉପନ୍ୟାସ ମାସିକ ବା ସାପ୍ତାହିକ ପତ୍ରିକା ରେ ଧାରାବାହିକ ହିସାବ ରେ ପ୍ରକାଶିତ ହଉଥିଲା ।ସମୟ କ୍ରମେ ଭିକ୍ଟୋରିଆ ଯୁଗ ରେ ଏହା ସବୁଠାରେ ପ୍ରଚଳିତ ପ୍ରକାଶନ ଧାରା ରେ ପରିଣତ ହେଇଥିଲା । ତାଙ୍କର ଅନନ୍ୟ "ଧାରାବାହିକ ପ୍ରକାଶନ" ମଧ୍ୟମ ଦ୍ଵାରା ସେ ପାଠକ ମାନଙ୍କ ପ୍ରତିକ୍ରିୟା ଜାଣି ସେହି ଅନୁସାରେ ତାଙ୍କର ଆଗାମୀ ପର୍ଯ୍ୟାୟ ଲେଖା ର କାହାଣୀ କୁ ପରିବର୍ତନ କରୁଥିଲେ । ସେ ତାଙ୍କର ସର୍ବାଧିକ ଆଦୃତ ଉପନ୍ୟାସ “ ଦେଭିଡ କପରଫିଳ୍ଡ ‘ ( David Coppersfield ) ରେ "ମିସ ମିକାୱର" ଙ୍କ ଚରିତ୍ର ଦୁର୍ବଳତା କୁ ପ୍ରତିଫଳନ କରୁଥିବାର ମତ ଜାଣିବା ପରେ ତାହାକୁ ପରବର୍ତୀ ଅଧ୍ୟାୟ ରେ ସକାରାତ୍ମକ ଚରିତ୍ର ରେ ପରିବର୍ତନ କରିଥିଲେ । ସେ ସେହି ସମୟ ରେ ଇଂଲଣ୍ଡ ରାସ୍ତା ରେ ବୁଲୁଥିବା ବା କାରଖାନା ରେ ଶ୍ରମିକ ଥିବା ଅଶିକ୍ଷିତ ବାଳକ ମାନଙ୍କୁ ବସେଇ ତାଙ୍କୁ ମାସିକ ଧାରାବାହିକ ସବୁ ପଢି ଶୁଣାଉଥିଲେ ଓ ତାହା ଦ୍ଵାରା ସେମାନେ ଏକ ନୂତନ ଶ୍ରେଣୀ ର ପାଠକ ହେଇ ଅଣପରମ୍ପରିକ ଶିକ୍ଷ୍ୟା ମଧ୍ୟ ପାଉଥିଲେ । .<ref>{{harvnb|Hauser|1999|p=116}}.</ref>
 
ତାଙ୍କ ସମୟ ରେ ଡିକେନ୍ସ ଜଣେ ପ୍ରବୃଦ୍ଧ ସାହିତ୍ୟିକ ଭାବରେ ଜଣା ଶୁଣା ହେଇ ସାରିଥିଲେ ଓ ୧୯୪୮ ମସିହା ରେ ତାଙ୍କର ଉପନ୍ୟାସ “A Christmas Carol,” ବହୁ ପ୍ରଶଂଷିତ ହେବା ସହ ଅନେକ ନୂତନ ଲେଖକ ଙ୍କ ପାଇଁ ମାର୍ଗଦର୍ଶକ ହେଇଥିଲା । ତାଙ୍କର ଉପନ୍ୟାସ “''Oliver Twist ''“ଓ “ ''Great Expectations''” ଆଦୃତ ହେବା ସହ ଆଦର୍ଶ ମଧ୍ୟ ହେଇଥିଲା । ତାଙ୍କର ଲେଖା ସବୁ କୁ ଭିକ୍କ୍ଟୋରିଆ ଯୁଗ ର ଉପୋନ୍ୟାସ ସାହିତ୍ୟ ର ଏକ ନିଦର୍ଶନ ଭାବରେ ନିଆଯାଇ ଆସୁଛି । ଲଣ୍ଡନ ଓ ପାରିସ ଦୁଇଟି ମୁଖ୍ୟ ଇଉରୋପୀୟ ମହାନଗରୀ ଉପରେ ପରଜ୍ଯବେଶିତ ଡିକେନ୍ସ ଙ୍କ ଉପନ୍ୟାସ “A Tale of Two Cities,” ରେ ସେ ଯୁଗ ର ଏକ ଶ୍ରେଷ୍ଠ ଏଇତିହାସିକ କାଳ୍ପନିକ ଉପନ୍ୟାସ ଭାବରେ ତାଙ୍କୁ ସ୍ବୀକୃତି ଦେଇଥିଲା । ଡିକେନ୍ସ ଙ୍କ ଲେଖା ସମୂହ କୁ ବିଶ୍ଵ ର ପ୍ରଖ୍ୟାତନାମା ଲେଖକ ଲିଓ ଟଲଷ୍ଟୟ , ଜର୍ଜ ଅରୱେଲ, ଓ ଜି . କେ . ଚେଷ୍ଟାରଟନ ଲେଖା ସମୂହ ରେ ରହିଥିବା ମାନବୀୟ ମୂଲ୍ୟବୋଧ, ବାସ୍ତବିକତା , ହସ୍ୟରସ , ଗଦ୍ୟ ଶୈଳୀ , ଚରିତ୍ର ଚିତ୍ରଣ ଶୈଳୀ ପାଇଁ ଭୂୟସୀ ପ୍ରସଂଶା କରିଥିଲେ । ଅପର ପକ୍ଷ ରେ ଓସ୍କାର ୱାଇଲ୍ଡ , ହେନେରୀ ଜେମ୍ସ ଓ ଭିର୍ଜିନିଆ ଊଲ୍ଫ ତାଙ୍କର ସାହିତ୍ୟ ରେ ମନସ୍ତାତ୍ଵିକ ଗଭୀରତା ର ଅଭାବ ଓ ହୁଗୁଳା ବିଷୟ ଲେଖୁ ଥିବାର ଅଭିଯୋଗ ମଧ୍ୟ କରିଥିଲେ । ତେବେ ତାଙ୍କର ଲେଖା ର ଶୈଳୀ “ ଡିକେନ୍ସଆନ” ଶୈଳୀ ଭାବରେ ପରିଚିତ ହେଇ ଦରିଦ୍ର ସାମାଜିକ ଅବସ୍ଥା ଓ ହାସ୍ୟ- କାରୁଣ୍ୟ ର ପରିଚୟ ଦେଇଥିଲା । 
 ଡିଏନ୍ସ ତାଙ୍କର ଆମେରିକା ଭ୍ରମଣ ର ଅନୁଭୂତି ସବୁ କୁ "  American Notes for General Circulation " ନାମକ ଭ୍ରମଣ ପୁସ୍ତକ ରେ ଲିପିବଦ୍ଧ କରିଛନ୍ତି । ସେଥିରେ ସେ ଆମେରିକା ରେ ଥିବା କୃଷ୍ଣକାୟ ମାନଙ୍କୁ କ୍ରୀତଦାସ<ref>{{harvnb|Moore|2004|pp=44–45}}</ref> ଭାବରେ ରଖିବା ପ୍ରଥା କୁ ଗଭୀର ସମାଲୋଚନା କରିଥିଲେ । କିନ୍ତୁ ଆମେରିକା ର କେତେକ ସମାଲୋଚକ ତାଙ୍କୁ ବର୍ଣ ବିଦ୍ବେଷବାଦୀ ବୋଲି ମଧ୍ୟ ଆଖ୍ୟା ଦେଇଥିଲେ । ସେ ନିଉ ୟର୍କ ସହର ରେ ମାସେ କାଳ ଅବସ୍ଥାନ କରିଥିଲେ । ସେହି ସମୟ ରେ ସେ ବ୍ୟାପକ ଭାବରେ ବକୃତା ମାନ ଦେଇଥିଲେ ଆମେରିକା ରେ ତାଙ୍କ ର ଲେଖା ଗୁଡିକ ର ସତ୍ଵବାଦୀ ଅଧିକାର<ref>{{harvnb|Tomalin|2011|pp=128–132}}.</ref><ref>{{harvnb|Ackroyd|1990|pp=345–346}}.</ref><ref>{{harvnb|Tomalin|2011|p=127}}.</ref> ର ଉଲ୍ଲଘନ ହେଇଥିବାର ଅଭିଯୋଗ କରିଥିଲେ । ତେବେ ଆମେରିକାନ ସାମ୍ବାଦିକ ମନେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ତଥାପି ସେ ଆମେରିକା ରେ ତାଙ୍କର ଉତ୍କୃଷ୍ଟ ଲେଖା ପାଇଁ ବହୁଳ ପ୍ରଶଂଷିତ ହେଇଥିଲେ । 
 
 
During his American visit, Dickens spent a month in New York City, giving lectures, raising the question of international copyright laws and the pirating of his work in America.<ref>{{harvnb|Ackroyd|1990|pp=345–346}}.</ref><ref>{{harvnb|Tomalin|2011|p=127}}.</ref> He persuaded a group of twenty-five writers, headed by Washington Irving, to sign a petition for him to take to Congress, but the press were generally hostile to this, saying that he should be grateful for his popularity and that it was mercenary to complain about his work being pirated.<ref>{{harvnb|Tomalin|2011|pp=128–132}}.</ref>
 
ତାଙ୍କର [ ଆମେରିକା] ଅନୁଭୂତି ରୁ ସେ ଅନେକ ନୂତନ ଚରିତ୍ର ଚିତ୍ରଣ ପାଇଁ କଥାବସ୍ତୁ ପାଇଥିଲେ ଓ ତାହାର ସଦୁପଯୋଗ ତାଙ୍କର ପରବର୍ତୀ ଲେଖା ମାନଙ୍କରେ ତାହା ସ୍ଥାନିତ କରିଥିଲେ । .
<span>ତାଙ୍କର ପରବର୍ତୀ କାର୍ଯ୍ୟ ସବୁ "A Tale of Two Cities"</span> (୧୮୫୯ ) and "''Great Expectations"'' (୧୮୬୧ ),ଅତ୍ୟନ୍ତ ସଫଳତା ପ୍ରାପ୍ତ ହେଇଥିଲା ଓ ସେ ଦୁଇଟି ଜର୍ନାଲ " ''Household Words'' "ଓ " ''All the Year Round"ମୁଖ୍ୟ ଲେଖକ ଥିଲେ । ''.<ref>{{harvnb|Ackroyd|1990|pp=589–95; 848–852}}.</ref>
 
୧୮୫୯In early September 1860, in a field behind Gad's Hill, Dickens made a bonfire of most of his correspondence—only those letters on business matters were spared. Since Ellen Ternan also destroyed all of his letters to her,<ref>{{harvnb|Tomalin|2011|pp=332}}.</ref> the extent of the affair between the two remains speculative.<ref>{{harvnb|Ackroyd|1990|pp=881–883}}.</ref> In the 1930s, Thomas Wright recounted that Ternan had unburdened herself with a Canon Benham, and gave currency to rumours they had been lovers.<ref>{{harvnb|Ackroyd|1990|pp=914–917}}.</ref> That the two had a son who died in infancy was alleged by Dickens's daughter, Kate Perugini, whom Gladys Storey had interviewed before her death in 1929. Storey published her account in ''Dickens and Daughter'',<ref>{{harvnb|Nisbet|1952|p=37}}.</ref><ref>{{harvnb|Tomalin|1992|pp=142–143}}.</ref> but no contemporary evidence exists. On his death, Dickens settled an annuity on Ternan which made her a financially independent woman. Claire Tomalin's book, ''The Invisible Woman'', argues that Ternan lived with Dickens secretly for the last 13 years of his life. The book was subsequently turned into a play, ''Little Nell'', by Simon Gray, and a 2013 film.
 
== ଅନ୍ତିମ ଜୀବନକାଳ ==
== ପରବର୍ତୀ କଳା ରେ ପ୍ରଭାବ ==
[[ଫାଇଲ:Dickens_Statue.png|thumb|''ଆମେରିକା ର ଫିଲାଡେଲଫିଆ ଠାରେ ଡିକେନ୍ସ ଙ୍କ ପ୍ରତିମୂର୍ତି '']]
Museums and festivals celebrating Dickens's life and works exist in many places with which Dickens was associated, such as the Charles Dickens Birthplace Museum in Portsmouth, the house in which he was born. The original manuscripts of many of his novels, as well as printers' proofs, first editions, and illustrations from the collection of Dickens's friend John Forster are held at the Victoria and Albert Museum.<ref>{{harvnb|Jones|2004|p=104}}.</ref> Dickens's will stipulated that no memorial be erected in his honour; nonetheless, a life-size bronze statue of Dickens entitled ''Dickens and Little Nell'', cast in 1891 by Francis Edwin Elwell, stands in Clark Park in the Spruce Hill neighbourhood of Philadelphia, Pennsylvania. Another life-size statue of Dickens is located at Centennial Park, Sydney, Australia.<ref>[http://www.smh.com.au/entertainment/books/down-under-with-dickens-20120203-1qx21.html "Down Under with Dickens"]. </ref> In 2014, a life-size statue was unveiled near his birthplace in Portsmouth on the 202nd anniversary of his birth; this was supported by the author's great-great grandsons, Ian and Gerald Dickens.<ref>{{cite news|first=Maev|last=Kennedy|title=Portsmouth erects Britain's first full-size statue of Charles Dickens|date=6 February 2014|url=https://www.theguardian.com/uk-news/2014/feb/06/portsmouth-charles-dickens-statue-uk-martin-jennings|work=The Guardian|accessdate=26 February 2014}}</ref><ref>{{cite web|url=http://www.bbc.co.uk/news/uk-england-hampshire-26090562|title=Charles Dickens statue unveiled in Portsmouth|work=[[BBC]]|accessdate=14 February 2014}}</ref>
 
== ମୁଖ୍ୟ ସାହିତ୍ୟିକ କୃତି ସମୂହ ==
୨,୭୮୪

ଗୋଟି ସମ୍ପାଦନା