"ସେମିଳିଗୁଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୬୩ କ ଧାଡ଼ି:
'''ସେମିଳିଗୁଡା''' [[ଓଡ଼ିଶା]]ର [[କୋରାପୁଟ]] ଜିଲ୍ଲାର ଏକ ବ୍ଲକ<ref>{{cite web|title=Koraput District Portal|url=http://www.ordistricts.nic.in/administration/subdivision_block.php}}</ref> ଅଟେ । ଏହା ପ୍ରଥମେ ଏକ ଗ୍ରାମ ଥିଲା, ମାତ୍ର ବର୍ତ୍ତମାନ ଏହା ଏକ ଛୋଟ ସହର । [[ସୁନାବେଡା]] ମୁନିସିପାଲିଟିର<ref>{{cite web|title=ସୁନାବେଡା ମୁନିସିପାଲିଟି କାଉନ୍ସିଲ|url=http://sunabedamunicipality.com/Council_Body.html}}</ref> ଏହା ଅକ ଅଂଶ ଅଟେ।
ଜାତୀୟ ରାଜପଥ ୪୩ (ବର୍ତ୍ତମାନ ୨୬) ରେ [[କୋରାପୁଟ]] ଠାରୁ ପ୍ରାୟ ୨୨ କିଲୋମିଟର (ଦକ୍ଷିଣ ଆଡକୁ) ଗଲେ ସେମିଳିଗୁଡା ରେ ପହଂଚିହେବ । ଏଠାରୁ ନଂଦପୁର ଦେଇ ପାଡୁଆକୁ ଗୋଟିଏ ରାସ୍ତା ବାହାରିଛି । ଏଚ୍‍ ଏ ଏଲ୍‍ ସୁନାବେଡା ତଥା [[ନାଲକୋ]] ଦାମନଯୋଡି ଏହାର ଅତି ନିକଟରେ ଅବସ୍ଥିତ ଅଟଂତି । ଏ ଅଂଚଳର ଏହା ଏକ ବ୍ୟବସାୟ କେଂଦ୍ର ତଥା ସହର ପାଲଟିଲାଣି ।
== ଜନ ଆବାଦୀ ==
Semiliguda is a small village located in Machh kund of Koraput district, Orissa with total 22 families residing. The Semiliguda village has population of 98 of which 43 are males while 55 are females as per Population Census 2011.
 
 
ସେମିଲିଗୁଡା ର ଜନସଂଖ୍ୟା 2011 ଜନଗଣନାhttp://www.census2011.co.in/data/village/429531-semiliguda-orissa.htmlରେ 98 ରହିଥିଲା । ଏହା ମଧ୍ୟ ରୁ ପୁରୁଷ ସଂଖ୍ୟା 43 ହେଇଥିବା ସମୟ ରେ ମହିଳା ସଂଖ୍ୟା55 ଥିଲା । ଏଠାରେ 22 ଟି ପରିବାର ବସବାସ କରୁଥିଲେ । ଏଠାକାର ସାକ୍ଷ୍ୟରତା ହାର 49.87 % ଥିଲା ଯାହା ଓଡିଶା ର ହାର 72.87% ଠାରୁ କମ । ଏଠାରେ 6 ବର୍ଷ ରୁ କମ ଆବାଦୀ 13.27% ରହିଥିଲା ।
== ଆଧାର ସମୂହ ==
 
[[ଶ୍ରେଣୀ:ଓଡ଼ିଶା ଭୌଗଳିକ ମୁଣ୍ଡିଆ ପ୍ରସଙ୍ଗସମୂହ]]