"ଜହ୍ନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଆଧାର ଠିକ କରାଗଲା
No edit summary
୨ କ ଧାଡ଼ି:
{{about|ଉପଗ୍ରହ|ପୁରାଣ ବର୍ଣ୍ଣିତ ଚନ୍ଦ୍ର ପାଇଁ|ଚନ୍ଦ୍ର}}
{{Infobox planet
| name = Moonଜହ୍ନ
| apsis = gee
| symbol = [[File:Moon symbol decrescent.svg|19px|Moonଚନ୍ଦ୍ର symbolସଂକେତ]]
| image = [[File:FullMoon2010.jpg|280px|alt=Full moon in the darkness of the night sky. It is patterned with a mix of light-tone regions and darker, irregular blotches, and scattered with varying sizes of impact craters, circles surrounded by out-thrown rays of bright ejecta.|Full moon]]
| caption = ପୃଥିବୀର ଉତ୍ତର ଗୋଲାର୍ଦ୍ଧରୁ ପୂର୍ଣିମା ଚନ୍ଦ୍ର
| caption = [[Full moon]] as seen from Earth's [[northern hemisphere]]
| periapsis = 363,295 km<br>(0.0024 [[Astronomical unit|AU]])
| apoapsis = 405,503 km <br>(0.0027 [[Astronomical unit|AU]])
୧୭ କ ଧାଡ଼ି:
| asc_node = regressing by one [[Orbital revolution|revolution]] in 18.6&nbsp;years
| arg_peri = progressing by one revolution in 8.85&nbsp;years
| satellite_of = [[Earthପୃଥିବୀ]]
| flattening = {{val|0.00125}}<!--Calculated from data below-->
| equatorial_radius = 1,738.14&nbsp;km (0.273&nbsp;Earths)<ref name="NSSDC"/>
| polar_radius = {{nowrap|1,735.97&nbsp;km&nbsp;}} {{nowrap|(0.273 Earths)}}<ref name="NSSDC"/>
| mean_radius = {{nowrap|1,737.10&nbsp;km&nbsp;}} {{nowrap|(0.273 Earths)}}<ref name="W06"/><ref name="NSSDC"/>
| circumference = {{nowrap|10୧୦,921 km୯୭୧କିମି}} ([[equator]]ial)
| surface_area = {{nowrap|3.793{{esp|7}} km<sup>2</sup>&nbsp;}} {{nowrap|(0.074 Earths)}}
| volume = {{nowrap|2.1958{{esp|10}} km<sup>3</sup>&nbsp;}} {{nowrap|(0.020 Earths)}}
୨୮ କ ଧାଡ଼ି:
| density = {{nowrap|3.3464 [[Gram per cubic centimeter|g/cm<sup>3</sup>]]<ref name="W06"/>}}
| surface_grav = {{nowrap|1.622 [[Metre per second squared|m/s<sup>2</sup>]]}} {{nowrap|(0.165 4 [[G-force|g]])}}
| escape_velocity = {{nowrap|2.38 k[[Metre per second|m୩୮କିମି/s]]ସେ}}
| sidereal_day = {{nowrap|27.321582 [[Day|d]]}} ([[Synchronous rotation|synchronous]])
<!-- Wieczorek et al. 2006 -->
୪୬ କ ଧାଡ଼ି:
| atmosphere_ref =<ref name="L06"/>
| surface_pressure = 10<sup>−7</sup> [[Pascal (unit)|Pa]] (day) <br> 10<sup>−10</sup> Pa (night)
| atmosphere_composition = [[Argon|Ar]]ଆର୍ଗନ୍, [[Helium|He]]ହିଲିଅମ୍, [[Sodium|Na]]ସୋଡି଼ଅମ୍, [[Potassium|K]]ପୋଟାସିଅମ୍, [[Hydrogen|H]]ଉଦଜାନ, [[Radon|Rn]]ରାଡନ୍
| atmosphere = yesଅଛି
| adjectives = [[wikt:lunar|lunar]], [[wikt:selenic|selenic]]
}}
[[File:Space Telescope Science Institute - Crater Copernicus (pd).jpg|thumb|right|250px|Hubble views of [[Copernicus (lunar crater)|Copernicus crater]] (''inset''), which is about 58 miles (93 km) wide]]
[[File:US Navy 041027-N-9500T-001 The moon turns red and orange during a total lunar eclipse.jpg|thumb|right|250px|Red and orange tinted Moon, as seen from Earth during a lunar eclipse, where the Earth comes between the Moon and Sun]]
 
'''ଜହ୍ନ''' ହେଉଛି [[ପୃଥିବୀ]]ର ଏକମାତ୍ର ପ୍ରାକୃତିକ ଉପଗ୍ରହ ଏବଂ [[ସୌରଜଗତ]]ର ପଞ୍ଚମ ବୃହତ ଉପଗ୍ରହ । ଜହ୍ନ ହେଉଛି ଏକମାତ୍ର ଉପଗ୍ରହ ଯେଉଁଥିରେ ମଣିଷର ପାଦ ପଡ଼ିପାରିଛି । ଏବେ ନାସା ବୈଜ୍ଞାନିକମାନେ ପୃଥିବୀ ପରିକ୍ରମା କରୁଥିବା ଏକ ଗ୍ରହାଣୁ ଠାବ କରିଛନ୍ତି। ଏହା ଆକାରରେ ଛୋଟ ଓ ପୃଥିବୀର ବହୁ ଦୂରରେ ଥିବାରୁ ଏହାକୁ ଏକ କ୍ଷୁଦ୍ର ଉପଗ୍ରହ ବୋଲି କୁହା ଯାଇପାରେ।<ref>http://www.jpl.nasa.gov/news/news.php?feature=6537</ref> ପୃଥିବୀରୁ ଚନ୍ଦ୍ରର ହାରାହାରି ଦୂରତା ୩୮୪,୪୦୦ କିମି ବା ୧.୨୮ଆଲୋକ-ସେକେଣ୍ଡ।
 
ଚନ୍ଦ୍ର ପ୍ରାୟ ୪.୫ ଅର୍ବୁଦ ବର୍ଷ ପୂର୍ବେ ସୃଷ୍ଟି ହୋଇଥିବାର ଅନୁମାନ କରାଯାଏ। ଚନ୍ଦ୍ରର ସୃଷ୍ଟି ସମ୍ପର୍କରେ ଅନେକ ବର୍ଣନା ମିଳେ। ମନ୍ଗଳ ଆକାରର ଏକ ବସ୍ତୁ ପୃଥିବୀ ସହିତ ସଂଘାତ ହେଲା ପରେ ନିର୍ଗତ ଅବଶେଷରୁ ଚନ୍ଦ୍ରର ସୃଷ୍ଟି ହେବା ଅଧିକାଂଶ ଆଦୃତ ହୁଏ। ପୃଥିବୀର ଆବର୍ତ୍ତନ ସହିତ ଚନ୍ଦ୍ରର ଆବର୍ତ୍ତନ ସମାନ ତାଳରେ ହେଉଥିବାରୁ ପୃଥିବୀରୁ ଚନ୍ଦ୍ରର ଗୋଟିଏ ପାଖ ସର୍ବଦା ଦେଖାଯାଏ।
 
ଚନ୍ଦ୍ରର ଆକର୍ଷଣ ଫଳରେ ସମୁଦ୍ରରେ ଜୁଆର ଓ ଭଟ୍ଟା ସୃଷ୍ଟି ହୁଏ। ପୃଥିବୀରୁ ସୂର୍ଯ୍ୟ ଓ ଚନ୍ଦ୍ର ପ୍ରାୟ ସମାନ ଅକାରର ଦେଖା ଯାଉ ଥିବାରୁ ସୂର୍ଯୋପରାଗ ଓ ଚନ୍ଦ୍ରଗ୍ରହଣ ପ୍ରାୟ ପୂର୍ଣଗ୍ରାସ ହୋଇଥାଏ।
 
== ଆକାର ପ୍ରକାର ==
ଜହ୍ନର ନିରକ୍ଷୀୟ ବ୍ୟାସ ୧୭୩୮.୧୪କିମି ହୋଇଥିବା ସ୍ଥଳେ ମେରୁ ବ୍ୟାସ ୧୭୩୫.୯୭କିମି ଓ ହାରାହାରି ବ୍ୟାସ ୧୭୩୭.୧୦କିମି ଅଟେ। ଜହ୍ନର ପରିଧି ହେଉଛି ୧୦,୯୭୧କିମି.। ଗ୍ରହ ଓ ଉପଗ୍ରହର ବସ୍ତୁତ୍ଵ ତୁଳନା କଲେ ଜଣାଯାଏ ଯେ ଜହ୍ନ ହେଉଛି ସ୍ଔରଜଗତରେ ବୃହତ୍ତମ। ଜହ୍ନର ବୃହତ ଆକାର ଅନେକ ସମୟରେ ବାହ୍ୟ ପିଣ୍ଡମାନଙ୍କ ସଂଘାତରୁ ପୃଥିବୀକୁ ରକ୍ଷା କରେ ବୋଲି କିଛି ବିଶେଷଜ୍ଞ ମତ ଦିଅନ୍ତି। ଜହ୍ନ ପୃଷ୍ଠରେ କୋଟି କୋଟି ବର୍ଷ ଧରି ତିଆରି ହୋଇଥିବା ସଂଖ୍ୟାଧିକ ସଂଘାତ ଗହ୍ଵର ଏ କଥାର ପ୍ରମାଣ ଦିଏ।
 
==ଭୌଗଳିକ ଗଠନ==
ଚନ୍ଦ୍ର ସୃଷ୍ଟି ସମ୍ବନ୍ଧରେ ଦିଆ ଯାଇଥିବା ଅନେକ ମତ ଭିତରୁ ସର୍ବାଧିକ ସମ୍ମତ ମତଟି ଏହିପରି। ପ୍ରାୟ ୪.୫ ଅର୍ବୁଦ ବର୍ଷ ପୂର୍ବେ ପୃଥିବୀ ସହିତ ମଙ୍ଗଳ ଆକାରର ଏକ ପିଣ୍ଡର ସଂଘାତ ହୁଏ। ଏହି ସଂଘାତରୁ ନିର୍ଗତ ଅବଶେଷ ପୃଥିବୀର ମାଧ୍ୟାକର୍ଷଣ ଫଳରେ ପରିକ୍ରମା କରନ୍ତି। କାଳକ୍ରମେ ଅବଶେଷମାନେ ପରସ୍ପରର ଆକର୍ଷଣରେ ଏକ ବିଶାଳ ପିଣ୍ଡ ସୃଷ୍ଟି କରନ୍ତି। ପୃଥିବୀ ଦିଗରେ ସଂଘାତ ପାଇଁ ଆସୁଥିବା ଅନେକ ମହାକାଶୀୟ ପିଣ୍ଡ ପୃଥିବୀ ବଦଳରେ ଚନ୍ଦ୍ରରେ ସଂଘାତ କରନ୍ତି। ଅନେକ ପ୍ରାକୃତିକ କାରଣ ଯୋଗୁ ଚନ୍ଦ୍ର ପୃଥିବୀଠାରୁ ଦୂରେଇ ଯାଇ ଏବେକାର ଅବସ୍ଥିତିରେ ପୃଥିବୀକୁ ପରିକ୍ରମା କରେ।
 
== ଭୌତିକ ଗୁଣ ==
ଜହ୍ନର କେନ୍ଦ୍ରରୁ ୨୪୦ କିମି ପର୍ଯ୍ୟନ୍ତ କଠିନ ଲ୍ଔହ ଓ ପ୍ରାୟ ୩୦୦ କିମି ପର୍ଯ୍ୟନ୍ତ ତରଳ ଲ୍ଔହର ଅବସ୍ତିତି ଜଣାପଡେ଼। ଚନ୍ଦ୍ର ପୃଷ୍ଠରେ ଅନେକ ମୃତ ଆଗ୍ନେୟଗିରି ଦେଖାଯାଏ। ଚନ୍ଦ୍ର ପୃଷ୍ଠରେ ଥିବା ସଂଘାତ ଗହ୍ଵରମାନ ଖାଲି ଆଖିକୁ ମଧ୍ୟ ଦେଖାଯାଏ। ଦୃଶ୍ୟମାନ ପାର୍ଶ୍ଵରେ ଥିବା ବିଶାଳ ଗର୍ତ୍ତ ଏକ ଜଳାଶୟର ଭ୍ରମ ସୃଷ୍ଟି କରେ।
 
==ଜଳର ଅବସ୍ଥିତି==
ସ୍ଔର ତାପ ଯୋଗୁ ଚନ୍ଦ୍ରରେ ତରଳ ଜଳ ଉପସ୍ଥିତି ସମ୍ଭବ ନୁହେଁ। ଅତି ନଗଣ୍ୟ ବାୟୁମଣ୍ଡଳ ଓ ଦୁର୍ବଳ ମାଧ୍ୟାକର୍ଷଣ ଜଳୀୟବାଷ୍ପକୁ ମଧ୍ୟ ଧରି ରଖି ପାରେ ନାହିଁ। ସଂଘାତ ଗହ୍ଵରମାନଙ୍କ ନିମ୍ନଭାଗରେ କଠିନ ଜଳ ବରଫ ଆକାରରେ ଥିବାର ଅନୁମାନ କରାଯାଏ। ୨୦୦୮ରେ ଭାରତର ଚନ୍ଦ୍ରଯାନ-୧ ପ୍ରମାଣିତ କଲା ଯେ ଜହ୍ନ ପୃଷ୍ଠରେ କଠିନ ଜଳ ଅଛି।
 
== ମାଧ୍ୟାକର୍ଷଣ ଓ ଚୁମ୍ବକୀୟ ଶକ୍ତି ==
 
== ପୃଥିବୀ ସହ ସମ୍ପର୍କ ==
ପୃଥିବୀ ଚାରିପଟେ ଜହ୍ନର ପରିକ୍ରମଣ ସମୟ ହେଉଛି ୨୭.୩ ଦିନ। କିନ୍ତୁ ପୃଥିବୀର ସୂର୍ଯ୍ୟ ଚାରିପଟେ ପରିକ୍ରମଣ ଯୋଗୁ ସମାନ ଚନ୍ଦ୍ରକଳା ପ୍ରାୟ ୨୯.୫ ଦିନରେ ଦେଖାଯାଏ।
 
 
"https://or.wikipedia.org/wiki/ଜହ୍ନ"ରୁ ଅଣାଯାଇଅଛି