"ବ୍ରହ୍ମା ମନ୍ଦିର, ବିନ୍ଦୁସାଗର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨ କ ଧାଡ଼ି:
 
== ପ୍ରବାଦ ==
ଲୋକ ମୁଖ ରେ କଥିତ ଅଛି [[ବ୍ରହ୍ମା]] ଭୁବନେଶ୍ବର କୁ ଆସି ମହାଦେବ ଲିଙ୍ଗରାଜ ଙ୍କ ଅଧିଷ୍ଠାନ ଉତ୍ଶାବ ରେ ଯୋଗ ଦେଇଥିଲେ । ତାଙ୍କୁ ଏଠାରେ ସ୍ଥାୟୀ ଭାବରେ ରହିଯିବାକୁ ଅନୁରୋଧ କରାଯିବାରୁ ସେ ପ୍ରତି ବର୍ଷ ଚୈତ୍ର ମାସ ରେ ଅଶୋକାଷ୍ଟମୀ ଯାତ୍ରା ପାଇଁ ଆସିବାକୁ ରାଜି ହେଇଥିଲେ । ପୁଣି ସେ ଲିଙ୍ଗରାଜ ଙ୍କ ରୁକୁଣା ରଥ ର ସାରଥି ମଧ୍ୟ ହେବାକୁ କଥା ଦେଇଥିଲେ । ତେଣୁ ତାଙ୍କ ସମ୍ମାନାର୍ଥେ ବିନ୍ଦୁସାଗର ନିକଟ ରେ ତାଙ୍କର ମନ୍ଦିର ନିର୍ମାଣ କରା ଯାଇଥିଲା । 
 
== ସ୍ଥାପତ୍ୟ ==