"ଲୁନାଭଦା ରାଜ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "Lunavada State"
(କିଛି ବଦଳିନାହିଁ)

୧୯:୦୮, ୨୮ ନଭେମ୍ବର ୨୦୧୬ ଅନୁସାରେ କରାଯାଇଥିବା ବଦଳ

ଲୁନାଭଦା ରାଜ୍ୟ, ଏକ ବ୍ରିଟିଶ ଭାରତ ର ରାଜକୀୟ ରାଜ୍ୟ ଥିଲା । ଏହାର ଆୟତନ 1,005 ବର୍ଗ କିଲୋମିଟର ଥିଲା ।[୧] ଏହା ରେୱା ଏଜେନ୍ସି ଅଧିନସ୍ଥ ରାଜ୍ୟ ଥିଲା । ବର୍ତମାନ ଗୁଜରାଟ ରାଜ୍ୟ ରେ ଥିବା ଲୁନାଭଦା ସହର ଏହାର ରାଜଧାନୀ ଥିଲା । 


ଇତିହାସ 

1225 ମସିହା ରେ ଆହନୀଳବାରା ପତନ ରାଜ୍ୟ ର ସିଧାରାଜ ଙ୍କ ଦ୍ଵାରା ବୀରପୁର ନାମକ ରାଜ୍ୟ ସ୍ଥାପିତ ହେଇଥିଲା । 1434 ମସିହା ରେ ରାଣା ଭୀମ ସିଂହଜୀ ଲୁନାଭଦା ସହର କୁ ରାଜଧାନୀ କରି ମାହି ନଦୀ ତଟ ରେ ଏହି ରାଜ୍ୟ ସ୍ଥାପନ କଲେ । 

1826 ମସିହା ରେ ଏହି ରାଜ୍ୟ ବ୍ରିଟିଶ ମାନଙ୍କ ରକ୍ଷଣ କୁ ଆସି ରେୱା ଏଜେନ୍ସି ଅଧୀନ ରେ ରହିଲା । ମରୁଡି ଗ୍ରସ୍ତ ଏହି ରାଜ୍ୟ ର ଜନ ଆବାଦୀ 1901 ରେ ବହୁ ସଂଖ୍ୟା ରେ କମି ଯାଇଥିବାର ଜଣା ଯାଇଥିଲା । [୨]

ଶାସକ 

ସୋଲାଙ୍କି ବଂଶଜ ରାଜପୁତ ମାନେ ଏହି ରାଜ୍ୟ ଶାସନ କରୁଥିଲେ । 1867 ମସିହା ରେ ୱାଖତ ସିଂହଜୀ ଜଣେ ଜଣାଶୁଣା ରାଜା ଥିଲେ ।[୩] ଶାସକ ମାନେ 'ରାଣା " ଉପାଧି ନେଇ ଥିଲେ ଓ ବ୍ରିଟିଶ ମାନଙ୍କ ଦ୍ଵାରା 9-ତୋପ ସମ୍ମାନ ପ୍ରାପ୍ତ ଥିଲେ । [୪]

ରାଣା ସମୂହ 

  • 1674 - 1711 Bir Singh (d. 1711)
  • 1711 - 1735 Nar Singh (d. 1735)
  • 1735 - 1757 Wakhat Singh (d. 1757)
  • 1757 - 1782 Dip Singh (d. 1782)
  • 1782 - 1786 Durjan Singh (d. 1786)
  • 1786 Jagat Singh
  • 1786 - 1818 Partab Singh
  • 1818 - 1849 Fateh Singh (d. 1849)
  • 1849 - 1851 Dalpat Singh (d. 1851)
  • 1851 - 1852 interregnum
  • 1852 - Jun 1867 Dalil Singh (d. 1867)
  • 31 Oct 1867 – 27 Apr 1929 Wakhat Singh Dalil Singh (b. 1860 - d. 1929) (from 25 May 1889, Sir Wakhat Singh Dalil Singh)
  • 27 Apr 1929 – 15 Aug 1947 Virbhadra Singh Ranjit Singh (b. 1910 - d. 1986)

ପୁନଶ୍ଚ ଦେଖନ୍ତୁ 

  • List of Rajput dynasties
  • Political integration of India

ଆଧାର ସମୂହ 

ବାହ୍ୟ ସଂଯୋଗ