"ସୂଚନା ଡିଜାଇନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
No edit summary
୧ କ ଧାଡ଼ି:
{{Refimprove|date=September 2009}}
{{[[Data Visualization]]}}
 
'''ସୂଚନା ଡିଜାଇନ''' ଉପଲବ୍ଧ ସୂଚନା ସମୂହ କୁ ସକ୍ରିୟ ଓ ଉପଯୋଗୀ ଭାବରେ ଉପସ୍ଥାପନ କରିବାର ଏକ ପ୍ରଣାଳୀ । ଏହା ସୂଚନା କୁ ସାଧାରଣ ଲୋକ ଭଲ ଭାବରେ ଜାଣିବା ଓ ବୁଝିପାରିବାରେ ସାହାଯ୍ୟ କରିଥାଏ । ଏହା ତଥ୍ୟ କୁ ପ୍ରଦର୍ଶନ କରିବା ପାଇଁ ଥିବା ଗ୍ରାପ୍ଗିକ ଦିଶୟନ ପରି ଆକର୍ଷକ ଓ କଳାତ୍ମକ ନ ହେଇ ମଧ୍ୟ ସରଲା ଓ ସାବଲୀଳ ଭାବରେ ସୂଚନା କୁ ପ୍ରଦର୍ଶନ କରିଥାଏ । ଏହା " ତଥ୍ୟ ପ୍ରଦର୍ଶନ " ପଦ୍ଧତି ସହ ସମାଜସ୍ୟ ରଖିଥାଏ ଓ ତଥ୍ୟ ପ୍ରଦଶନ ବିଦ୍ୟା ର ପାଠ୍ୟକ୍ରମ ର ଅଂଶବିଶେଷ ଭାବରେ ଏହା ଶିକ୍ଷୟା ଦିଅ ଯାଇଥାଏ । .<ref>http://www.design.ccsu.edu/</ref>
୭ କ ଧାଡ଼ି:
 
== ଇତିହାସ ==
୧୦୭୦ ଦଶକ ରେ  ବହୁମୂଖୀ ଶିକ୍ଷଣ ପଦ୍ଧତି ସମୂହ ହିସାବ ରେ ଏହି ସୂଚନା ଡିଜାଇନ ର ଉଦ୍ଭବ ହେଇଥିଲା । କିଛି ଗ୍ରାଫିକ ଡିଜାଇନର ଏହି ନାମ ଗ୍ରହଣ କରି Information Desaign Journalନାମକ ଏକ ପ୍ରକାଶନ ୧୯୭୯ ରେ ବାହାର କରିଥିଲେ । ପରେ ସୂଚନା ଡିଜାଇନ  ଉପରେ ଅନ୍ତର୍ଜାତିକ ସୂଚନା ଡିଜାଇନ ପ୍ରତିଷ୍ଠାନ (IIID)  ୧୯୮୭ ରେ ପ୍ରତିଷ୍ଠିତ ହେଇଥିଲା । ଏହା ସହ Information Desaig Association  ମଧ୍ୟ ୧୯୯୧.<ref>{{Citecite web|url=http://www.robwaller.org/IDA_origins_RW.pdf |title=The Origins of the Information Design Association |publisher=University of Reading |year=2008 |accessdate=2013-01-30}}</ref> ରେ ପ୍ରତିଷ୍ଠିତ ହେଲା । ତତ୍ ପୂର୍ବରୁ ଏଡୱାର୍ଡ ଟୁଫଟେ  "The Visual Display of Quantitative Information". ନାମକ ପୁସ୍ତକ ପ୍ରକାଶନ ୧୯୮୨ ମସିହା ରେ କରିଥିଲେ । ଏହି ପରିପେକ୍ଷୀ ରେ " information graphics" ଶବ୍ଦ ର ବ୍ୟବହାର ଆରମ୍ଭ ହେଇଥିଲା । 
 
== ପ୍ରାରମ୍ଭିକ ଉଦାହରଣ ==