"ଜୟଦ୍ରଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୩ କ ଧାଡ଼ି:
== ଅର୍ଜୁନ ଙ୍କ ପ୍ରତିଶୋଧ ==
[[ଫାଇଲ:Jayadratha's_head_falls_in_his_father's_lap.jpg|thumb|ଜୟଦ୍ରଥଙ୍କ କଟା ମୁଣ୍ଡ ତାଙ୍କ ପିତା ଙ୍କ କୋଳ ରେ ]]
ପରଦିନ ଭୀମ, ସାତ୍ୟକି ଓ ଅର୍ଜୁନ କୌରବ ସେନା କୁ ଭେଦ କରି ଭୀଷଣ ଯୁଦ୍ଧ ରେ ବ୍ୟସ୍ତ ରହିଲେ ଭି ସୂର୍ଯ୍ୟ ଅସ୍ତ ହେବାର କିଛି ସମୟ ଆଗ ଯାଏ ଅର୍ଜୁନ ଜୟଦ୍ରଥ ଙ୍କ ନିକଟ କୁ ପହଞ୍ଚି ପାରିନଥିଲେ । ସାରା କୌରବ ସେନା ଜୟଦ୍ରଥଙ୍କୁ କବଚ ପରି ଘେରି ସୁରକ୍ଷ୍ୟା ଦଉଥିଲେ । ଏହି ସମୟ ରେ ଶ୍ରୀକୃଷ୍ଣ ତାଙ୍କର କୂଟନୀତି ଆରମ୍ଭ କରିଥିଲେ । ସେ ତାଙ୍କର ସୁଦର୍ଶନ ଚକ୍ର କୁ ସୂର୍ଯ୍ୟ ଙ୍କୁ ଘୋଡେଇ ସନ୍ଧ୍ୟା ହେଇଯାଇଥିବାର ଭ୍ରମ ସୃଷ୍ଟି କରିବାକୁ ଆଦେଶ ଦେଲେ । ସନ୍ଧ୍ୟା ପରେ ଯୁଦ୍ଧ ନ କରିବାର ପରମ୍ପରା ଥିବା ଯୋଗୁ କୌରବ ସେନା ଜୟଦ୍ରଥ ଙ୍କୁ ରଷ୍ୟା କରିପାରିଛୁ ଭାବି ଆନନ୍ଦା ରେ କୋଳାହଳ କଲେ ଓ ଅର୍ଜୁନ ଆତ୍ମଦାହ କରିବେ ବୋଲି ଭାବିଲେ । ଏହି ସମୟ ରେ ହଠାତ ସୁଦର୍ଶନ ଚକ୍ର ସୂର୍ଯ୍ୟ ଙ୍କୁ ଅନାବରଣ କାଲେକଲେ ଓ ସେହି ସୁଯୋଗ ରେ ଅର୍ଜୁନ ଜୟଦ୍ରଥ ଙ୍କୁ ବଧ କଲେ । ଅର୍ଜୁନ ଙ୍କ ଅସ୍ତ୍ର ଆନ୍ଧାସ୍ତ୍ର ଜୟଦ୍ରଥ ଙ୍କ ସିର ଛେଦନ କରି ତାକୁ ଅରଣ୍ୟ ରେ ଥିବା ଜୟଦ୍ରଥ ଙ୍କ ପିତା ଙ୍କ କୋଳ ରେ ପକେଇ ଦେଲା । ତପସ୍ୟା ରତ  ବୃଦ୍ଧକ୍ଷତ୍ର ହଠତ୍ ଉଠିପଡିବାରୁ ଜୟଦ୍ରଥଙ୍କ ସିରଶିର ଭୂମି ରେ ପଟାଁପତନ ହେଇ ତାହା ପିତା ଙ୍କ ବର  ଅନୁସାରେ ସହସ୍ର ଖଣ୍ଡ ରେ ପରିଣତ ହେଲା । 
 
ଉପର ଲିଖିତ କାହାଣୀ ର କିଛି ଅନନ୍ୟଅନ୍ୟ ପ୍ରକାର ବର୍ଣନା ମଧ୍ୟ ରହିଛି । କେତେକ ଙ୍କ ମତ ରେ ଅର୍ଜୁନ ତାଙ୍କର ଧନୁ ଦ୍ଵାରା ହିଁ ଜୟଦ୍ରଥ ଙ୍କୁ ବଧ କରିଥିଲେ । 
 
== ପରବର୍ତୀ ଘଟଣା ==
"https://or.wikipedia.org/wiki/ଜୟଦ୍ରଥ"ରୁ ଅଣାଯାଇଅଛି