"ଛାତି ତଳେ ଡିଂ ଡଂ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଇନଫୋ ବକ୍ସ ସବୁବେଳେ ଉପରେ
ସଜାଣି, ଲିଖନ ଶୈଳୀ
୨୬ କ ଧାଡ଼ି:
}}
 
'''ଛାତି ତଳେ ଡିଂ ଡଂ''', ମୁକ୍ତିଲାବମୁକ୍ତିଲାଭ ଅପେକ୍ଷାରେ ଥିବା ଏକ [[ଓଡ଼ିଆ ଭାଷା| ଓଡ଼ିଆ]] ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରଟିଏହା [[ସୌମ୍ୟରଞ୍ଜନ ପଟ୍ଟନାୟକଙ୍କପଟ୍ଟନାୟକ]]ଙ୍କ ଦ୍ୱାରା ପ୍ରଯୋଜିତ ହୋଇଥିଲାହୋଇଛି ।<ref>{{cite news|title=ମଞ୍ଜରୀ ମୁଭିଜ୍‌ ରେ ସବ୍ୟ-ଅର୍ଚିତା|url=http://sambad.in/news/entertainment/3718.html|accessdate=6 October 2016|newspaper=[[ସମ୍ବାଦ]]|date=4 September 2016}}</ref> [[ହିନ୍ଦୀ]] ଚଳଚ୍ଚିତ୍ର ଜଗତର ଅଭିନେତା '''[[ଶକ୍ତି କପୁର''']] ଏଇ ଚଳଚ୍ଚିତ୍ର ଜରିଆରେ ପ୍ରଥମ କରି [[ଓଡ଼ିଆ କଥାଚିତ୍ର ଜଗତରେଜଗତ]]ରେ ଅଭିନୟ ଆରମ୍ଭ କରିଥିଲେ । ଏହା ଚଳଚ୍ଚିତ୍ରଟି ୨୦୧୫ ମସିହା ନଭେମ୍ବର ୨୭ ତାରିଖରେ ତେଲୁଗୁ ଓ ତାମିଲ ଭାଷାରେ ମୁକ୍ତିଲାଭ କରିଥିବା "ସାଇଜ୍ ଜିରୋ" ସିନେମାର ଅବଲମ୍ବନରେ ତିଆରି । ଏହା ୨୦୧୬ ମସିହା ଅକ୍ଟୋବର ୧୦ ତାରିଖ ଦଶହରାରେ ମୁକ୍ତିଲାଭ କରିବ ।<ref>{{cite news|last=ସାହୁ|first=ଗଣେଶ ପ୍ରସାଦ|title=ରିଲିଜ୍ ହେବାକୁ ଥିବା ‘ଛାତି ତଳେ ଡିଙ୍ଗ୍ ଡଙ୍ଗ୍’ ଏକ ତେଲୁଗୁ ସିନେମାର କପି|url=http://www.odishanews360.com/Odisha/details?mallId=5&jobId=12583&type=ENTERTAINMENT|accessdate=6 October 2016|newspaper=Odisha News 360|date=4 October 2016}}</ref> ଓଡ଼ିଆ କଥା ଜଗତରେ ଅଭିନେତ୍ରୀ [[ଅର୍ଚ୍ଚିତା ସାହୁ]] ଏବଂ [[ବର୍ଷା ପ୍ରିୟଦର୍ଶିନୀ]] ମଧ୍ୟ ପ୍ରଥମ କରି ଏକାଠି ଅଭିନୟ କରିଥିଲେ ଏହି ଚଳଚ୍ଚିତ୍ରରେ ।
 
==ଅଭିନୟ==
ଏହି ଚଳଚ୍ଚିତ୍ରଟିରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ,:
*[[ସବ୍ୟସାଚୀ ମିଶ୍ର]]
*[[ଅର୍ଚ୍ଚିତା ସାହୁ]]
*[[ବର୍ଷା ପ୍ରିୟଦର୍ଶିନୀ]]
* [[ଶକ୍ତି କପୁର]]
* ସମ୍ବିତ
 
==ଗୀତ ଏବଂ ସଙ୍ଗୀତ==
ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ମଳୟ ମିଶ୍ର ।<ref>{{cite web|title=Chhati Tale Ding Dong Odia Film Of Sabyasachi, Barsa And Archita|url=http://www.odiainfo.in/2016/09/chhati-tale-ding-dong-odia-film-of.html|publisher=odiainfo.in|accessdate=6 October 2016}}</ref> ବସନ୍ତରାଜ ସାମଲ ଏବଂ ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରଟିର ଗୀତଗୁଡ଼ିକୁ ରଚନା କରିଛନ୍ତି ।<ref>{{cite web|title=Chhati Tale Ding Dong Odia Movie of Sabyasachi, Barsa, Archita and Shakti Kapoor|url=http://incredibleorissa.com/chhati-tale-ding-dong-odia-movie/|publisher=incredibleorissa.com|accessdate=6 October 2016}}</ref>