"ଚା’" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ମାନଙ୍କ → ମାନଙ୍କ (2) using AWB
୩୨ କ ଧାଡ଼ି:
 
== ତିଆରି ପଦ୍ଧତି ==
[[File:ଚାହା ଗ୍ଲାସ.jpg|thumb|ଚାହା ଗ୍ଲାସ ।]]
 
===ନାଲି ଚା'===
ନାଲି ଚାହା ତିଆରି କରିବା ପାଇଁ ଗୋଟିଏ ପାତ୍ରରେ କିଛି ପାଣି, ଆବଶ୍ୟକ ଅନୁସାରେ [[ଚିନି]] ଏବଂ ଚାହା ପତି ସ‌ହ ସାମାନ୍ୟ ଅଦା କିମ୍ବା ଗୋଲମରିଚ ପକାଇ ଗରମ କରାଯାଏ । ଏହା ଗରମ ହୋଇ ଫୁଟିବା ପରେ ଛାଙ୍କିଦିଆଯାଏ ।
 
===କ୍ଷୀର ଚାହା===
କ୍ଷୀର ଚାହା ପ୍ରସ୍ତୁତ କରିବା ପାଇଁ ପାତ୍ରରେ [[କ୍ଷୀର]] ଏବଂ ଆବଶ୍ୟକ ଅନୁସାରେ [[ଚିନି]], ଚାହା ପତି କୁ ପକାଇ ଦେଇ ଗରମ କରାଯାଏ । ଏହା ଫୁଟିବା ପରେ ଚାହା ଛଙ୍କାରେ ଛାଙ୍କାଯାଏ ।
 
==ଗୁଣ==
ଚା’ ର ଅନେକ ଔଷଧୀୟ ଗୁଣ ଅଛି -ବିଶେଷ ଭାବରେ ଏହାର ରୋଗ ନିରୋଧକ ଗୁଣ (antioxidant)। ଚା’ ପତ୍ରରେ ସାତଶହ ପ୍ରକାରର ରାସାୟନିକ ଗୁଣ ରହିଛି। ଆମିନୋଏସିଡ , ଭିଟାମିନ୍ -ସି, ଇ ଓ କେ କାଫିନ ଆଦି। ନିୟମିତ ଚା’ ପାନ ଦ୍ଵାରା ରକ୍ତଚାପ ନିୟନ୍ତ୍ରିତ ହୁଏ। ହୃଦରୋଗ ,ବହୁମୁତ୍ର , ଗଣ୍ଠିବାତ ଆଦି ରୋଗ ଏପରିକି ଦନ୍ତରୋଗରେ ମଧ୍ୟ ଚା’କୁ ଏକ ପ୍ରତିଷେଧକ ରୂପେ ଗ୍ରହଣ କରାଯାଉଛି।<ref>http://www.ivillage.com/top-10-health-benefits-drinking-tea/4-a-108301</ref> କିନ୍ତୁ ଆମେ ଦୁଗ୍ଧ ଓ ପ୍ରଚୁର ପରିମାଣର ଚିନି ମିଶାଇ ଯେପରି ଚା’ ପିଉଛୁ ତାହା ଚା’ ର ଗୁଣକୁ ବିଶେଷ ଭାବରେ ନଷ୍ଟ କରିଦେଉଛି। ଖାଲିଅ ଗରମ ପାଣିରେ ଫୁଟାହେଇଥିବା ଚା’ ପିଇଲେ ତାହା ବେଶ ଲାଭଦାୟୀ।
"https://or.wikipedia.org/wiki/ଚା’"ରୁ ଅଣାଯାଇଅଛି