"ବିଶ୍ୱନାଥ ପ୍ରତାପ ସିଂହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୮ କ ଧାଡ଼ି:
== ପାରିବାରିକ ଜୀବନ ==
୨୫ ମଇ ୧୯୫୫ରେ ସିଂହ ରାଜସ୍ଥାନର ଦେଉଗଡ଼ର ରାଜକୁମାରି ଶିତା କୁମାରିଙ୍କୁ ବିବାହ କରିଥିଲେ।<ref>{{Cite book|url=https://books.google.com/books?id=lyq-wdNuXe4C&pg=PT48&lpg=PT48&dq=V.+P.+Singh+marriage&source=bl&ots=nR0KahqS75&sig=b-7EbhWxK7ZGBbI5qjdFG8QFh1I&hl=en&sa=X&ei=LJ38U92pNIKOuASYoIDIBw&ved=0CGUQ6AEwDQ#v=onepage&q=V.%20P.%20Singh%20marriage&f=false|title=Malicious Gossip|last=Singh|first=Khushwant|date=11 April 2013|publisher=HarperCollins Publishers India|chapter=Plane to Pakistan|access-date=26 August 2014}}</ref>
 
== ପ୍ରଧାନମନ୍ତ୍ରୀ ପଦ ==
୧୯୮୯ ମସିହା ଭାରତୀୟ ନିର୍ବାଚ୍ଚନରେ ବିଶ୍ୱନାଥ ପ୍ରତାପ ସିଂହଙ୍କ ରାଷ୍ଟ୍ରୀୟ ମୋର୍ଚ୍ଚା ୧୪୬ଟି ଆସନ ପ୍ରାପ୍ତ କରିଥିଲେ। ଭାଜପାର ୮୬ଟି ଆସନ ଓ ବାମ ଦଳର ୫୨ଟି ଆସନର ସାହାୟତାରେ ଭି।ପି। ସିଂହ ପ୍ରଧାନମନ୍ତ୍ରୀ ହେଇଥିଲେ। ସେ ପ୍ରଧାନମନ୍ତ୍ରୀ ହେଲା ପରେ ମଣ୍ଡଳ କମିସନ ଆନ୍ଦୋଳନ ଯୋଗୁ ଚର୍ଚ୍ଚାରେ ଆସିଥିଲେ।
 
== ଆଧାର ==