"ତାଳପତ୍ର ପୋଥି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Psubhashish (ଆଲୋଚନା | ଅବଦାନ) No edit summary |
Psubhashish (ଆଲୋଚନା | ଅବଦାନ) No edit summary |
||
୨ କ ଧାଡ଼ି:
[[File:Palm leaf etching of Odisha.webm|thumb|ତାଳପତ୍ରରେ ଖୋଦେଇ ପଦ୍ଧତି ।]]
[[ଫାଇଲ:COLLECTIE_TROPENMUSEUM_Geschrift_op_lontarblad_TMnr_1534-8b.jpg|thumb|ଇଣ୍ଡୋନେସିଆର ବାଲିରୁ ମିଳିଥିବା ଏକ ତାଳପତ୍ର ପୋଥି । ଏଥିରେ ତାଳପତ୍ରସବୁକୁ ଏକାଠି କରି କିପରି ଏକ ବହି ତିଆରି ହେଲା ସେ ବାବଦରେ ଜାଣିହେବ ।]]
'''ତାଳପତ୍ର ପୋଥି'''ଗୁଡ଼ିକ ଶୁଖିଲା ତାଳପତ୍ରରେ ତିଆରି ଅଭିଲେଖ । ଏଗୁଡ଼ିକ ସାଧାରଣତଃ ଅଭିଲେଖ ତିଆରି କାମରେ [[ଦକ୍ଷିଣ ଏସିଆ]] ଓ [[ଦକ୍ଷିଣପୂର୍ବ ଏସିଆ]]<nowiki/>ରେ ପଞ୍ଚମ ଶତାବ୍ଦୀରେ ବ୍ୟବହୃତ ହେଉଥିଲା ।<ref>http://www.cedar.buffalo.edu/~zshi/Papers/kbcs04_261.pdf</ref> ଏଗୁଡ଼ିକ ତା' ଆଗରୁ ମଧ୍ୟ ବ୍ୟବହୃତ ହୋଇଥାଇପାରେ ।<ref name="pbs.org"/>{{
[[ନେପାଳ]]<nowiki/>ରୁ ମିଳିଥିବା ନବମ ଶତାବ୍ଦୀର ସଂସ୍କୃତ ଶୈବବାଦ ରଚନା ଏବେ ଯାଏ ଆବିଷ୍କୃତ ସର୍ବପୁରାତନ ପୋଥି । ଏହା ଅଧୁନା କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟ ପାଠାଗାରରେ ସଂରକ୍ଷିତ ।<ref name="cupparameshplm">[http://cudl.lib.cam.ac.uk/view/MS-ADD-01049-00001/9 Pārameśvaratantra (MS Add.1049.1) with images], Puṣkarapārameśvaratantra, University of Cambridge (2015)</ref>
|