"ସାମାଜିକ ଆନ୍ଦୋଳନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଫେସବୁକ ଆଧାର ଭାବେ ବ୍ୟବହାର କରାଯାଇପାରିବ ନାହିଁ । ଲେଖାଟିରେ ଆହୁରି ଉଇକିକରଣ ଲୋଡ଼ା
୧ କ ଧାଡ଼ି:
ସଂଯୁକ୍ତ ଭାବେ କିଛି ବ୍ୟକ୍ତିବିଶେଷ ଅଥବା ଅନୁଷ୍ଠାନ ଏକ ମହତ କାର୍ଯ୍ୟ ସମ୍ପାଦନ ଏବଂ ଏହାର ବୃହତ୍ତର ଲକ୍ଷ୍ୟ ପୂରଣ କରିବାକୁ ଏକ ପ୍ରକାର ଉଦ୍ୟମ ବଜାୟ ରଖିବାକୁ '''ସାମାଜିକ ଆନ୍ଦୋଳନ''' (Social Movement)କୁହାଯାଏ।ଆନ୍ଦୋଳନ କୁକୁହାଯାଏ । ଆନ୍ଦୋଳନକୁ ସଂମ୍ପୂର୍ଣ କରିବାର ପ୍ରୟାସ ଏହାର ସଦସ୍ୟମାନଙ୍କଠାରେ ଏକ ପ୍ରକାର ନିଶା(Stimuli)ଦେଖାଯାଇଥାଏ। ଦେଖାଯାଇଥାଏ । ଦାବିଗୁଡିକ ସମୟୋପଯୋଗୀ ହୋଇଥିଲେ ସାମାଜିକ ଆନ୍ଦୋଳନର ଫଳାଫଳ ପ୍ରାୟତଃ ବାଞ୍ଛନୀୟ ହୋଇଥାଏ ଯଦି ଦାବିଗୁଡିକ ସମୟୋପଯୋଗୀ ହୋଇଥାଏ<ref>John Scott,Oxford Dictionary of Sociology,USA </ref> ବର୍ତ୍ତମାନ ।ବର୍ତ୍ତମାନ(୨୦୧୬) ମମୟରେସମୟରେ ଦେଖାଯାଉଥିବା ସାମାଜିକ ଆନ୍ଦୋଳନଗୁଡିକ ହେଲା ଶ୍ରମିକ ସଙ୍ଗଠନ ଆନ୍ଦୋଳନ <ref>The Samaj Daily Edition 3rd September 2016 Bhubaneswar Ed </ref> , ଓଡିଆ ଭାଷା ସାହିତ୍ୟ ଆନ୍ଦୋଳନ ,ନୟାଗଡ ନୟାଗଡ଼ ଚାଷୀ ଆନ୍ଦୋଳନ , ମହାନଦୀ ଜଳ ବଞ୍ଚାଅ ଆନ୍ଦୋଳନ , ଭବିଷ୍ୟତ ପାଇଁ ଖଣି ଓ ପାଣି ଆନ୍ଦୋଳନ ,ନାରୀ ନିର୍ଯ୍ୟାତନା ଆନ୍ଦୋଳନ ଏବଂ ଓଡିଆ ଯୁବ ସମାଜବିଜ୍ଞାନ ପରିଷଦ<ref>https://www.facebook.com/groups/1349186338429709/?ref=br_rs</ref>ଆନ୍ଦୋଳନ ।ସାମାଜିକସାମାଜିକ ଆନ୍ଦୋଳନ ଗୁଡିକ ସର୍ବଦା ଯୁଗୋପଯୋଗୀ ହେବା ଦରକାର ।ଅହିଂସାଭାବ। ଅହିଂସାଭାବ ଆଧାରିତ ଓ ଶାନ୍ତିପୂର୍ଣ ଆନ୍ଦୋଳନ ଗୁଡିକ ସମାଜ,ବୁଦ୍ଧିଜିବୀ ବୁଦ୍ଧିଜୀବୀ ତଥା ତୃତୀୟ ମହଲାରେ ବିଶେଷ ପ୍ରଭାବ ପକାଇଥାଏ ।
 
== ଆଧାର ==
{{ଆଧାର}}