"ଆଖି ପଲକରେ ତୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
ରବିନ୍ଦ୍ର ପାଧାନଙ୍କ ନିର୍ଦେଶନାରେ ନିର୍ମିତ [[ଓଡ଼ିଆ ଭାଷା|ଓଡ଼ିଆ]]ଚଳଚ୍ଚିତ୍ର ଆଖି ପଲକରେ ତୁ ୨୦୧୦ ମସିହାରେ ମୁକ୍ତିଲାଭ କରିଥିଲା । ବିଗତ ଦିନରେ ଓଡ଼ିଆ ଆଲବମ୍‌ ଜଗତର ନାୟିକା [[ବବ୍‌ଲି]]ଙ୍କୁ ଏହି ଚଳଚ୍ଚିତ୍ରରେ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା । [[ବବ୍‌ଲି]]ଙ୍କ ବିପକ୍ଷରେ ନାୟକ ସାଜିଥିଲେ ଅଭିନେତା [[ସବ୍ୟସାଚୀ ମିଶ୍ର|ସବ୍ୟସାଚୀ]] । ଅନ୍ୟ ଭାଷା ଚଳଚ୍ଚିତ୍ରରେ ଅଭିନୟ କରିଥିବା ମୁକେଶ ରିଷିଙ୍କୁ ଏହି ଚଳଚ୍ଚିତ୍ରରେ ମଧ୍ୟ ଦେଖିବାକୁ ମିଳିଥିଲା । ଅନ୍ୟାନ୍ୟ ଭୂମିକାରେ [[ମିହିର ଦାସ]], [[ଅଶ୍ରୁମୋଚନ ମହାନ୍ତି]], [[ବିଜୟ ମହାନ୍ତି]], [[ହରିହର ମହାପାତ୍ର (ଅଭିନେତା)|ହରିହର ମହାପାତ୍ର]], [[ଗ୍ଲୋରିଆ ମହାନ୍ତି]], [[ମୀନ‌କେତନ]], [[ପପୁ ପମ ପମ]] ଆଦି ପ୍ରମୁଖ ଅଭିନେତାଗଣ ଅଭିନୟ କରିଥିଲେ । ସନ୍ତିରାଜଶାନ୍ତିରାଜ ଖୋସ୍‌ଲାଙ୍କୁଖୋସଲାଙ୍କୁ ସଙ୍ଗୀତ ନିର୍ଦ୍ଦେଶନାର ଦାୟିତ୍ୱ ଦିଆଯାଇଥିଲା ।
 
{{Infobox film
୯ କ ଧାଡ଼ି:
| director = [[ରବିନ୍ଦ୍ର ପ୍ରଧାନ]]
| producer = [[ଗିରିଧାରୀ ମଲିକ୍]]
| writer = (ସଂଳାପ): [[ପ୍ରଦୀପପ୍ରଦୀପ୍ତ ନନ୍ଦ]]
| screenplay = [[ରବିନ୍ଦ୍ର ପାଧାନ]]
| story = [[ରବିନ୍ଦ୍ର ପାଧାନ]]
୧୫ କ ଧାଡ଼ି:
| narrator =
| starring = [[ସବ୍ୟସାଚୀ ମିଶ୍ର]], [[ବବ୍‌ଲି]], [[ମିହିର ଦାସ]], [[ମୁକେଶ ରିଷି]], [[ବିଜୟ ମହାନ୍ତି]], [[ହରିହର ମହାପାତ୍ର (ଅଭିନେତା)|ହରିହର ମହାପାତ୍ର]], [[ଗ୍ଲୋରିଆ ମହାନ୍ତି]], [[ମୀନ‌କେତନ]], [[ଅଶ୍ରୁମୋଚନ ମହାନ୍ତି]], [[ବବି ମିଶ୍ର]], [[ପପୁ ପମ ପମ]]
| music = ସନ୍ତିରାଜଶାନ୍ତିରାଜ ଖୋସ୍‌ଲାଖୋସଲା
| cinematography = ଏସ୍ ରଞ୍ଜନ
| editing = [[ରବିନ୍ଦ୍ର ପ୍ରଧାନ]]
| studio =
୩୧ କ ଧାଡ଼ି:
ନିର୍ଦ୍ଦେଶକ ରବିନ୍ଦ୍ର ପ୍ରଧାନ ଏହି ଚଳଚ୍ଚିତ୍ରରେ [[ବବ୍‌ଲି]]ଙ୍କୁ ନାୟିକା ହେବାର ସୁଯୋଗ ଦେଇଥିଲେ ।<ref>{{cite web|title=Ollywood Celebrity Abhipsa Panda Biography|url=http://www.ollywood24.com/odia-celebrity-biography/abhipsa-panda.htm|publisher=Ollywood24.com|accessdate=24 August 2016}}</ref> [[ବବ୍‌ଲି]] ପୂର୍ବରୁ [[କେଉଁ ଦୁନିଆରୁ ଆସିଲ ବନ୍ଧୁ]] ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ହେଁ ଏହି ଚଳଚ୍ଚିତ୍ରରେ [[ସବ୍ୟସାଚୀ ମିଶ୍ର|ସବ୍ୟସାଚୀ]]ଙ୍କ ବିପକ୍ଷରେ ନାୟିକା ସାଜିଥିଲେ । [[ହିନ୍ଦୀ]], [[ପଞ୍ଜାବୀ ଭାଷା|ପଞ୍ଚାବୀ]], [[ତେଲୁଗୁ ଭାଷା|ତେଲୁଗୁ]], [[ତାମିଲ ଭାଷା|ତାମିଲ]], ମାଲାୟଲମ୍, କନଡ଼ ଏବଂ ଭୋଜପୁରୀ ଭାଷାରେ ଚଳଚ୍ଚିତ୍ରରେ ଅଭିନୟ କରିଥିଲା [https://en.wikipedia.org/wiki/Mukesh_Rishi ମୁକେଶ ରିଷି]ଙ୍କୁ ପ୍ରଥମ ଥର ପାଇଁ ଏହି [[ଓଡ଼ିଆ କଥାଚିତ୍ର ଜଗତ|ଓଡ଼ିଆ ଚଳଚ୍ଚିତ୍ର]] ଅଭିନୟ କରିବାର ସୁଯୋଗ ମିଳିଥିଲା ।
 
[[ଓଡ଼ିଆ ଭାଷା|ଓଡ଼ିଆ]]ଚଳଚ୍ଚିତ୍ର 'ଆଖି ପଲକରେ ତୁ' ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
 
*[[ସବ୍ୟସାଚୀ ମିଶ୍ର]]- ରାଜେଶ/ଭଗିଆ
*[[ବବ୍‌ଲି]]- ମାମା
*[[ମିହିର ଦାସ]]- ରତ୍ନାକର ରାଉତରାୟ
*[[ମୁକେଶ ରିଷି]]- ମୁନ୍ନମୁନ୍ନା ଭାଇ
*[[ବିଜୟ ମହାନ୍ତି]]- ବଳିଆ ଭାଇ
*[[ହରିହର ମହାପାତ୍ର (ଅଭିନେତା)|ହରିହର ମହାପାତ୍ର]]- ଡଙ୍କ
*[[ଗ୍ଲୋରିଆ ମହାନ୍ତି]]- ଜେଜେମା
*[[ମୀନ‌କେତନ]]- ବିଜୁବିଟୁ ସାମନ୍ତ
*[[ଅଶ୍ରୁମୋଚନ ମହାନ୍ତି]]- ଧିରବୀର ଭାଇ
*[[ବବି ମିଶ୍ର]]- ଡ଼ି ଇନିସ୍‌ପେକ୍ଟର ଜି ଭି ମିର୍‌ଧା
*[[ପପୁ ପମ ପମ]]- ପ‌ପୁ
*[[ଅନିତା ଦାସ]]- ରାଜେଶର ମାଆ
Line ୪୮ ⟶ ୪୭:
*[[ଇଲୁ ବାନାର୍ଜୀ]]- ଗୋରା ଭାଇ
*ବାବୁ ପ୍ରଧାନ- ସାମ୍ବାଦିକ
*ରାନୁରୁନୁ ନନ୍ଦନନ୍ଦି- ରାଜେଶର ଭଉଣୀ
*ତାନିଆ- ରାଜେଶର ସାଙ୍ଗ
*ରିୟା
*ସଲିଲ୍ ମିତ୍ର
*ଟନିଆ
*[[ପୁଷ୍ପା ପଣ୍ଡା]]- ମୁନ୍ନାର ମାଆ(ଶୁଭଲକ୍ଷ୍ମୀ)
 
===ଅତିଥି କଳାକାର===
*ସାହେବ ସିଂ- ଭାଗୀରଥି ମହାନ୍ତି
*[[ବିଜୟ ମହାନ୍ତି]]- ବଳିଆ ଭାଇ
 
===ଶିଶୁ କଳାକାର===
*ଅନିକେତ
*ରାନି
*କିର୍ତ୍ତୀ
 
==କାହାଣୀ==
ସ୍ତ୍ରୀ ଶୁଭଲକ୍ଷ୍ମୀ, ପୁଅ ମୁନ୍ନା ଏବଂ ଝିଅ ମାମାକୁ ନେଇ ଜଣେ ପତ୍ରକାର ରହୁଥିଲା । ସେ କିଛି ବଦମାସ ଏବଂ ଖଳ ପ୍ରକୃତିର ଲୋକଙ୍କ ବିଷୟରେ ଖବରକାଜରେ ଲେଖି ଛାପିଥିଲା । ସେଇ କଥାକୁ ନେଇ ସେ ଗୁଣ୍ଡା ବଦମାସମାନେ ତାକୁ ଏବଂ ତା'ର ସ୍ତ୍ରୀର ହତ୍ୟା କରିଦେଲେ । ପତି ପତ୍ନୀ ଦୁଇଜଣଙ୍କର ମୃତ୍ୟୁ ପରେ ସେମାନଙ୍କର ପିଲା ଦୁଇଟି ଅନାଥ ହୋଇଗଲେ । ମୁନ୍ନା ତା' ଭଉଣୀକୁ ନେଇ ଆସିଗଲା ସ‌ହରକୁ । ଅନାଥ ହୋଇଥିବାରୁ ସେମାନଙ୍କ ପାଖରେ କିଛି ନ ଥିଲା । ମୁନ୍ନା ତା'ର ଭଉଣୀକୁ ଧରି ଗୋଟିଏ ବର୍ଷାଭରା ରାତିରେ ଭିଜୁଥିବା ବେଳେ ଗୋରାଭାଇ ନାମକ ଜଣେ ଲୋକ ତାକୁ ତା' ସାଙ୍ଗରେ ନେଇଗଲା । ସେଠାରେ ମୁନା ଟିକେଟ ଚୋରାରେ ବିକ୍ରି କରିବା ଆରମ୍ଭ କଲା, କିନ୍ତୁ ଗୋରା ଭାଇ ତାକୁ ପଇସା ଦେଉ ନ ଥିଲା । ସେଥିପାଇଁ ସେ ଗୋରାଭାଇ ଠାରୁ ଟଙ୍କା ଏବଂ ତା' ବନ୍ଧୁକ ଚୋରେଇ ନେଇଆସିଲା । ଗୋରାଭାଇର ଲୋକମାନେ ମୁନ୍ନାକୁ ଖୋଜି ଖୋଜି ଆସିଲେ କିନ୍ତୁ ତା' ପାଖରେ ଥିବା ବନ୍ଧୁକର ଗୁଳିର ଶିକାର ହେଲେ । ସେହି ସମୟରେ ବୀର([[ଅଶ୍ରୁମୋଚନ ମହାନ୍ତି|ଅଶ୍ରୁମୋଚନ]]) ନାମକ ଜଣେ ଲୋକ‌କୁ କିଛି ଗୁଣ୍ଡା ଆକ୍ରମଣ କଲେ ଏବଂ ମୁନ୍ନା ସେମାନଙ୍କୁ ମଧ୍ୟ ସେହି ବନ୍ଧୁକରେ ହତ୍ୟାକଲା । ସେବେଠାରୁ ସେ ବୀରଭାଇ ପାଖରେ ରହିଲା ।
 
ପରବର୍ତ୍ତୀ ସମୟରେ ମୁନ୍ନା([[ମୁକେଶ ରିଷି]]) ଅପରାଧ ଜଗତରେ ବଡ଼ ହେଲା ଏବଂ ନିଜର ସାମ୍ରାଜ୍ୟ ଗଠନ କଲେ । ଇତି ମଧ୍ୟରେ ମାମା([[ବବ୍‌ଲି]]) ମଧ୍ୟ ବଡ଼ ହୋଇ କଲେଜରେ ପଢ଼ୁଥିଲା । ମୁନ୍ନା ତା' ଭଉଣୀର ପାଖ ଆଖରେ ତା'ର ଲୋକମାନଙ୍କୁ ଜଗାଇ ରଖିଥିଲା । ମାମା ସ‌ହ କାହାକୁ ବି ଦେଖିଲେ ସେ ତାକୁ ଲୋକ ଲଗେଇ ବାଡ଼ାଉଥିଲା । ଏହି ସବୁ କାରଣ ପାଇଁ କଲେଜର ପିଲାମାନେ ତା' ସ‌ହ କଥା ହେବା ବନ୍ଦ କରିଦେଲେ । ସେଥିପାଇଁ ମୁନ୍ନା ଉପରେ ସବୁବେଳେ ମାମା ରାଗିକି ଖାଇବା ବନ୍ଦ କରିଦେଇଥିଲା । ତା' ପରେ ମୁନ୍ନା ତାକୁ ବୁଝାଇସୁଝାଇ ଭବିଷ୍ୟତରେ କେବେ ଏମିତି କରିବନି ବୋଲି କଥା ଦେଲା ।
 
ତେଣେ ବୀର ଏବେ ନିର୍ବାଚନରେ ଜିତି ମନ୍ତ୍ରୀ ହୋଇଗଲାଣି । ବୀରକୁ ମନ୍ତ୍ରୀ କରେଇବା ପାଇଁ ବିଟୁ([[ମୀନ‌କେତନ]]) ଏବଂ ତା'ର ଲୋକମାନେ ମଧ୍ୟ ବ‌ହୁତ କିଛି କାମ କରିଛନ୍ତି । ସେଥିପାଇଁ ଗୋଟିଏ ଲିଜ୍ ନେବା ପାଇଁ ବିଟୁ ବୀରଭାଇକୁ ବାଧ୍ୟ କରୁଥିବା ବେଳେ, ଗଣମାଧ୍ୟମ ତା' ପଛରେ ଲାଗିଛନ୍ତି ବୋଲି ସେ ସେହି ଲିଜ୍ ବିଟୁକୁ ଦେଇ ପାରିବ ନାହିଁ ବୋଲି କ‌ହିଲା । ଏହା ଶୁଣି ବିଟୁର ବଡ଼ ଭାଇ ଛୋଟୁ ରାଗିଯାଇ ବୀରଭାଇ ଏବଂ ମୁନ୍ନାକୁ ଖରାପ ବ୍ୟବ‌ହାର କରିବା ସ‌ହ ବନ୍ଧୁକ ଧିର ଧମକ ଦେଲା । ଏହା ଦେଖି ମୁନ୍ନା ଛୋଟୁକୁ ହତ୍ୟା କରିଦେଲା । ଆଖି ସାମ୍ନାରେ ଭାଇର ମୃତ୍ୟୁ ଦେଖି ବିଟୁ ମୁନ୍ନାର ବଂଶ ନିପାତ କରିବାକୁ ପ୍ରଣ କଲା ଏବଂ ଜାଣିଲା କି ମୁନ୍ନାର କେବଳ ଗୋଟିଏ ଭଉଣୀ ଅଛି । ସେଥିପାଇଁ ବିଟୁର ଲୋକମାନେ ମାମାକୁ କଲେଜରୁ ଅପ‌ହରଣ କରି ନେଇଯାଉଥିବାବେଳେ ରାଜେଶ([[ସବ୍ୟସାଚୀ ମିଶ୍ର|ସବ୍ୟସାଚୀ]]) ସେ ଗୁଣ୍ଡାମାନଙ୍କ କବଳରୁ ମାମାକୁ ବଞ୍ଚେଇଲା । ରାଜେଶ ଏବଂ କଲେଜର ଅନ୍ୟପିଲାମାନେ ମୁନ୍ନାର ଲୋକ ଏବଂ ତାର ବିପକ୍ଷ ଦଳର ଲୋକମାନଙ୍କ ପାଇଁ କଲେଜରେ ହେଉଥିବା ମାଡ଼ପିଟ ବିଷୟରେ କ‌ହି ଅପମାନିତ କଲେ । କିଛି ସମୟ ପରେ ମୁନ୍ନା ଆସିବାରୁ ମାମା ତାକୁ ରାଜେଶର ବାହାଦୁରୀ ବିଷୟରେ କ‌ହିଲା ।
 
ରାଜେଶର ଘରେ ତା'ର ବାପା ରତ୍ନାକର ରାଉତରାୟ , ମାଆ([[ଅନୀତା ଦାସ]]), ଗୋଟିଏ ସାନ ଭଉଣୀ ଏବଂ ତା'ର ଜେଜେମା([[ଗ୍ଲୋରିଆ ମହାନ୍ତି]]) ରହୁଥିଲେ । ରାଜେଶର ସବୁବେଳ ମୋବାଇଲରେ ଫଟୋ ଉଠେଇବାର ଅଭ୍ୟାସ ଥିଲା । ରଜେଶର ଘରଲୋକେ ତାକୁ ଏତେ ଭଲ ପାଆନ୍ତି ଯେ, ତାର ହାତରେ ଟିକେ ଖଣ୍ଡିଆ ହେଲେ ସମସ୍ତେ ବ୍ୟସ୍ତ ହୋଇ ପଡ଼ନ୍ତି । ରାଜେଶର ବାପା ରତ୍ନାକର ବାବୁ ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ । ରାଜେଶ ତା' ଭଉଣୀ ସ‌ହ ରାସ୍ତା ଯାଉଥିବା ବେଳେ ଜଣେ ପୋଲିସ ଇନିସ୍‌ପେକ୍ଟର ଜି ଭି ମିର୍‌ଧାର ପାନ‌ଛେପ ରେଜେଶର ଭଉଣୀ ଉପରେ ପଡ଼ିଗଲା ଏବଂ ସେଠାରେ ରାଜେଶ ଏବଂ ସେ ପୋଲିସ ଇନିସ୍‌ପେକ୍ଟରର ଝଗଡ଼ା ହୋଇଗଲା ।
 
ସେପଟେ ରାଜେଶର ବାହାଦୁରୀ ଏବଂ ସଚ୍ଚୋଟ ପଣିଆକୁ ଦେଖି ମାମା ରାଜାଶରେ ପ୍ରେମରେ ପଡ଼ିଯାଇଥିଲା କିନ୍ତୁ ରାଜେଶର ଆଉ ଜଣେ ପ୍ରେମିକା ଅଛି ବୋଲି ଭାବୁଥିଲା । ମାତ୍ର ସେମିତି କିଛି ନାହିଁ ବୋଲି ଜାଣିବା ପରେ ମାମା ରାଜେଶ ପ୍ରତି ବେଶି ଆକର୍ଷିତ ହେବରେ ଲାଗିଲା । କଲେଜର ପିଲାମାନେ ପିକନିକରେ ଯାଇଥିବାବେଳେ ମାମା ଝରଣା ଦେଖୁ ଦେଖୁ ଅନ୍ୟମନସ୍କରେ ଗୋଡ଼ ଖସି ସେଠାରେ ପଡ଼ିଗଲା । ସେଠାରେ ତାକୁ ପଣିଥରେ ରାଜେଶ ବଞ୍ଚେଇଲା । ରାଜେଶ ମଧ୍ୟ ମାମାର ପ୍ରେମରେ ପଡ଼ିଯାଇଥିଲା । ମାମା ପଡ଼ିଯିବା କଥା ଶୁନି ମୁନ୍ନା ତାକୁ ଖୋଜିବାକୁ ଆସିଯାଇଥିଲା । ମୁନ୍ନା ସେଠାରେ ପ‌ହଞ୍ଚିବା ପରେ ରାଜେଶ ଏବଂ ମାମା ବିଷୟରେ ଜାଣିଲା । ମାମାକୁ କିଛି ନ କ‌ହି ତାକୁ ଚୁପଚାପ ଘରକୁ ନେଇଆସିଲା । ଘରେ ମୁନ୍ନା ମାମାକୁ କଥା ଦେଲା ଯେ, ସେ କେବେ ରାଜେଶର କିଛି ବି କ୍ଷତି କରିବ ନାହିଁ । ମାମା ସ‌ହ ରାଜେଶକୁ ଦେଖି ମୁନ୍ନାର ଲୋକମାନେ ରାଜେଶର ପରିବାର ଲୋକଙ୍କୁ ଆଣି ବାନ୍ଧି ଦେଇଥିଲେ । ତା ପରେ ରାଜେଶକୁ ମାରି ମୁନ୍ନାର ଲୋକମାନେ ତାକୁ ମଧ୍ୟ ବାନ୍ଧିଦେଲେ । ରାଜେଶର ପରିବାର ଲୋକମାନଙ୍କୁ ଛାଡ଼ିଦେଇ ସେମାନେ ରାଜେଶକୁ ନେଇ ମାରି ପୋତିଦେଲେ ।
 
ରାଜେଶ ଭଳି ଦେଖାଯାଉଥିବା ଅନ୍ୟ ଗୋଟିଏ ପିଲା ହେଉଛି ଭଗିଆ । ଯିଏକି ଟ୍ରାକ୍ଟର ଚଲାଏ । ତା'ର ସାଙ୍ଗ ହେଉଛି ଡଙ୍କ ଏବଂ ଗୁଲୁରୀ(ଛୋଟ ଝିଅଟିଏ) । ବଳିଆ([[ବିଜୟ ମହାନ୍ତି]]) ଯାହାକୁ ଭଗିଆ ଭାଇ ଭଳି ମାନେ ।
 
ତେଣେ ରାଜେଶ ଘରକୁ ନ ଫେରିବାରୁ ତା'ର ଘର ଲୋକମାନେ ବ୍ୟସ୍ତ ହୋଇ ତାକୁ ବ‌ହୁତ ଖୋଜିଲେ । ପୁଅକୁ ନ ପାଇ ରାଜେଶର ମାଆର ଦେହ ଖରାପ ହୋଇଗଲା । ମାମା ରାଜେଶର ଘରକୁ ଯାଇ ରାଜେଶ ବିଷୟରେ ପଚାରିଲା ଏବଂ ରଜେଶର ବାପା ତାକୁ ରାଜେଶ ଘରକୁ ନ ଫେରିବା କଥା କ‌ହିଲେ । ଏହା ଶୁଣି ମାମା ଯାଇ ମୁନ୍ନାକୁ ରଜେଶ ବିଷୟରେ ପଚାରିଲା । କିନ୍ତୁ ରାଜେଶକୁ ଛାଡ଼ିଦେଇଛି ବୋଲି ମୁନ୍ନା କ‌ହିଲା କାରଣ ସେ ମାମାକୁ କଥା ଦେଇଥିଲା ରାଜେଶର କିଛି କରିବନି ବୋଲି ।
 
ରାଜେଶକୁ ଖୋଜିବାକୁ ଯାଇ ମାମା ପୋଲିସ ସ‌ହ ଝଗଡ଼ା କଲା ଏବଂ ତା ବାପାକୁ ମଧ୍ୟ ଜେଲରେ ପୁରାଇଦେଲା । ରାଜେଶର ସାଙ୍ଗ ପ‌ପୁ([[ପ‌ପୁ ପମ ପମ]]) ସେମାନଙ୍କର ବେଲ୍ କରାଇଦେଲା । ସେମାନେ ସେଠାରୁ ଫରିବା ବେଳେ ରାଜେଶର ଭଉଣୀ ରାଜେଶକୁ ଦେଖିଲା । ରାଜେଶକୁ ଡାକି ଡାକି ସେ ଅଟୋରୁ ଡେଇଁପଡ଼ିଲା ଏବଂ ତା'ର ମୁଣ୍ଡ ଫାଟିଗଲା । ସେ କିନ୍ତୁ ରାଜେଶ ନୁହେଁ ଥିଲା ଭଗିଆ । ସେତେବେଳେ ଭଗିଆ ତାକୁ ଡାକ୍ତରଖାନା ନେଇକି ଗଲା । ତା' ପରେ ଭଗିଆ ରାଜେଶ ସାଜି ତା ଘରକୁ ଗଲା । ତାକୁ ଦେଖି ସମସ୍ତେ ଖୁସି ହେଲେ । ରାଜେଶ ତା'ର ଜେଜେମା କଥାରେ ଯାଇ ମାମାକୁ ନେଇ ଆସି ଅନ୍ୟ ଗୋଟିଏ ଘରେ ରଖିଲା । ସେଠାର ତା'ର ସାଙ୍ଗ ଡଙ୍କ, ବଳିଆ ଭାଇ, ଏବଂ ଗୋଟିଏ ଛୋଟ ଝିଅଟିଏ ଥିଲା ।
 
ମାମାକୁ ନ ପାଇ ମୁନ୍ନା ତେଣେ ବିଟୁ ଏମିତି କରିଛି ବୋଲି ତାକୁ ପଚାରିଲା ସେଥିପାଇଁ ସେ ବିଟୁ ସ‌ହ ଯୋଗାଯୋଗ କରି ଜାଣିଲା କି ବିଟୁ ବି ସେ କାମ କିଛି କରିନି । ବିଟୁର ଲୋକମାନେ ଏମିତି କରିନାହାନ୍ତି ବୋଲି ଜାଣିବା ପରେ ମୁନ୍ନା ତା ଲୋକମାନଙ୍କୁ ସ‌ହରର ସବୁଆଡ଼େ ଖୋଜିବାକୁ କ‌ହିଲା । ମୁନ୍ନାର ଲୋକମାନେ ଭଗିଆକୁ ଗାଡ଼ିର ଯାଉଥିବାର ଦେଖି ତାକୁ ମାରିଦେଇଥିବା କଥା ମନେ ପଡ଼ିଲା ।
 
==ଗୀତ ଓ ସଙ୍ଗୀତ==
'''ଆଖି ପଲକରେ ତୁ''' ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ସନ୍ତିରାଜଶାନ୍ତିରାଜ ଖୋସ୍‌ଲାଖୋସଲା ଥିବା ବେଳେ [[ଶ୍ରୀକାନ୍ତ ଗୌତମ]] ଗୀତ ଗୁଡ଼ିକର ରଚନା କରିଥିଲେ । ପ୍ରମୁଖ କଣ୍ଠଶିଳ୍ପୀ ସନ୍ତିରାଜଶାନ୍ତିରାଜ ଖୋସ୍‌ଲାଖୋସଲା, [[କୁମାର ବାପି]]<ref>{{cite news|title=‘ଏମପିଏଲ’ର ମୁଁ ଏକ ଅଂଶ ବିଶେଷ: କୁମାର ବାପି|url=http://odishareporter.in/i-am-one-of-the-part-of-music-premere-league-says-veteran-singer-kumar-bapi/|accessdate=24 August 2016|newspaper=Odisha Reporter|date=4 October 2015}}</ref>, [[ତପୁ ମିଶ୍ର]], ମହମଦ ଅଜିଜ, ଶୁଭାଶିଷ ମହାକୁଡ଼, ସଂଘମିତ୍ରା ଜେନା, ସଞ୍ଜୁ ମହାନ୍ତି, ଶୈଳଭାମା, ଅମ୍ରିତା, ଆଦ୍ୟାଶା ଆଦି କଣ୍ଠଦାନ କରିଥିଲେ ।<ref>{{cite web|title=akhi palakare tu|url=http://music.fullodisha.com/odia-movie-songs/akhi-palakare-tu/|publisher=FullOdisha.com|accessdate=24 August 2016}}</ref>
 
===ଗୀତ===