"ଓଡ଼ିଆ ରାମାୟଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ମାନଙ୍କ → ମାନଙ୍କ using AWB
No edit summary
୧ କ ଧାଡ଼ି:
{{About|ଓଡ଼ିଆ ରାମାୟଣ||ରାମାୟଣ (ବହୁବିକଳ୍ପ)}}
{{ଛୋଟ|Odia Ramayana}}
{{About|ଓଡ଼ିଆ ରାମାୟଣ||ରାମାୟଣ (ବହୁବିକଳ୍ପ)}}
'''ଓଡ଼ିଆ ରାମାୟଣ''' ଓଡ଼ିଆ ସାହିତ୍ୟର ଏକ ମହାକାବ୍ୟ l ପଞ୍ଚସଖାଙ୍କ ଜ୍ୟେଷ୍ଠକବି [[ବଳରାମ ଦାସ]] ଓଡ଼ିଆ ରାମାୟଣର ରଚୟିତା ଭାବରେ ସର୍ବ ପ୍ରଥମେ ପରିଚିତ ହେଇଛନ୍ତି l ଏହାକୁ ଜଗମୋହନ ରାମାୟଣ ମଧ୍ୟ କୁହାଯାଏ l ଏହା ଦାଣ୍ଡିବୃତ୍ତରେ ଲେଖାହେଇଥିବାରୁ ଲୋକମୂଖରେ ଦାଣ୍ଡି ରାମାୟଣ ମଧ୍ୟ କୁହାଯାଏ l
{{Infobox Book <!-- See Wikipedia:WikiProject_Novels or Wikipedia:WikiProject_Books -->
| name = ଓଡ଼ିଆ ରାମାୟଣ
| title_orig = ''ଜଗମୋହନ ରାମାୟଣ''
| translator =
| image =
| image_caption =
| author = [[ବଳରାମ ଦାସ]]
| illustrator =
| cover_artist =
| country = [[ଭାରତ]]
| language = [[ଓଡ଼ିଆ ଭାଷା|ଓଡ଼ିଆ]]
| series =
| genre = [[ପୁରାଣ]]
| publisher =
| release_date =
| english_release_date =
| media_type = ଛପା ([[ବନ୍ଧାଇ]]<!--[[hardcover|hardback]]-->, [[ସାଦା ବନ୍ଧାଇ]]<!--[[paperback]]-->) ଓ [[:wikisource:or:ଓଡ଼ିଆ ଭାଗବତ|ଅନଲାଇନ (ଉଇକିପାଠାଗାରରେ)]]
| pages =
| isbn =
| oclc=
| preceded_by =
| followed_by =
}}
'''ଓଡ଼ିଆ ରାମାୟଣ''' ଓଡ଼ିଆ ସାହିତ୍ୟର ଏକ ମହାକାବ୍ୟ l ପଞ୍ଚସଖାଙ୍କ ଜ୍ୟେଷ୍ଠକବି [[ବଳରାମ ଦାସ]] ଓଡ଼ିଆ ରାମାୟଣର ରଚୟିତା ଭାବରେ ସର୍ବ ପ୍ରଥମେ ପରିଚିତ ହେଇଛନ୍ତି l ଏହାକୁ ''ଜଗମୋହନ ରାମାୟଣ'' ମଧ୍ୟ କୁହାଯାଏ l ଏହା ଦାଣ୍ଡିବୃତ୍ତରେ ଲେଖାହେଇଥିବାରୁ ଲୋକମୂଖରେ ''ଦାଣ୍ଡି ରାମାୟଣ'' ମଧ୍ୟ କୁହାଯାଏ l
 
ଓଡ଼ିଆ ରାମାୟଣ ସଂସ୍କୃତ ରାମାୟଣର ଅନୁବାଦ ନୁହେଁ l କବି ବଳରାମ ଆପଣାର ସମ୍ପୂର୍ଣ୍ଣ କବିତ୍ଵପ୍ରତିଭା ଖଟାଇ ରାମକଥାର ଏକ ଅଭିନବ ରଚନା କରିଛନ୍ତି l ବଳରାମ ଦାସ ମୂଳ ବାଲ୍ମିକୀ ରାମାୟଣକୁ ମୋଟେ ଅଧ୍ୟୟନ ନକରି କେବଳ ରାମାୟଣର ବିଭିନ୍ନ କଥାବର୍ଣ୍ଣନାକୁ ପଣ୍ଡିତମାନଙ୍କ ମୂଖରୁ ଯେଉଁଠି ଯେପରି ଭାବରେ ଶୁଣିଛନ୍ତି,ତାହାକୁ ଆଧାର କରି ଓଡ଼ିଆ ରାମାୟଣ ଲେଖିବାକୁ ପ୍ରବୃତ୍ତ ହୋଇଛନ୍ତି l