"ଓଳାଶୁଣି ଗୁମ୍ଫା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
'''ଓଳାଶୁଣି ଗୁମ୍ଫା''' [[କେନ୍ଦ୍ରାପଡା ଜିଲ୍ଲା|କେନ୍ଦ୍ରପଡା]], [[କଟକ ଜିଲ୍ଲା|କଟକ]], [[ଯାଜପୁର ଜିଲ୍ଲା|ଯାଜପୁର]] ଜିଲ୍ଲାର କେନ୍ଦ୍ରରେ ଦଣ୍ଡାୟମାନ ଓଳାଶୁଣି ପାହାଡରେ ଅବସ୍ଥିତ । ରାଜଧାନୀ ଭୁବନେଶ୍ଵରରୁ ୮0 କିଲୋମିଟର ଦୁରରେ ରହିଛି ଏହି ପାହାଡ । [[ଦୈତାରି]]ରୁ [[ପାରାଦିପ]] ଲମ୍ବିଯାଇଥିବା ୫ ନଂ (କ ) ରାଜପଥ ନିକଟରେ ଛିଡା ହୋଇଛି ଏହି ଓଳାଶୁଣି ପାହାଡ ଓରଫ ଗୁମ୍ଫା ପାହାଡ । ପାରାଦ୍ଵୀପକୁ ଯିବବେଳେ ସ୍ଥଳ ଭାଗର ଏହା ହେଉଛି ଶେଷ ପାହାଡ | ଏହି ଓଳାଶୁଣି ପାହାଡ ସନ୍ଥ [[ଅରକ୍ଷିତ ଦାସ]]ଙ୍କ ସମାଧି ପିଠ ହୋଇଥିଲେ ବି ଗୋଟିଏ ପର୍ଯଟନ ସ୍ଥଳ ଭାବରେ ପରିଚିତ ।
 
== ସନ୍ଥ ଅରକ୍ଷିତ ଦାସ ==
ଅରକ୍ଷିତ ଦାସ ଓଡ଼ଶା ଗଞ୍ଜାମ ଜିଲ୍ଲା [[ବଡଖେମଣ୍ଡା]]ର ବିଜୟନଗର ଗଡରେ ଆନୁମାନିକ ୧୭୮୦ ରୁ ୧୭୮୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିଲାବେଳ ନାମ ଥିଲା ବଲଭଦ୍ର ଦାସ । ପିଳାବେଳୁ ତାଙ୍କର ଧର୍ମଭାବ ଜାଗ୍ରତ ହୋଇଥିଲା । ତାଙ୍କୁ ବାରବର୍ଷ ହୋଇଥିବାବେଳେ ତାଙ୍କରପିତା, ପଦ୍ମନାଭଦେବ, ପାଠ ପରୀକ୍ଷା କରିବା ସମୟରେ ସେ ପିତାଙ୍କୁ କହିଲେ, "ହେ ପିତା ! ମୁଁ ତ ପରମ ପାଠ ପଡୁଛି, ଅନ୍ୟପାଠ ପଡିବାର ପ୍ରୟଜନ କ'ଣ ?"
<poem>
୯ କ ଧାଡ଼ି:
ଭାବେ ଭରଷା ମୋର ତାଙ୍କୁ ।।
</poem>
ଏହିପରି ଚିନ୍ତାରୁ ନିବ୍ରୁତ କରିବାପାଇଁ ତାଙ୍କପିତା ରାଜକନ୍ୟାକୁ ବିବାହ ଦେବା କଥା କହିବାରୁ ମହାମୁନି କପିଳ ଶୁଭଦେବଙ୍କ ଭଳି ପିତାଙ୍କୁ ପରମ ତତ୍ତ୍ଵ ବୁଝାଇ କହିଲେ, "ହେ ପିତା ! ଯେ ମାତା ରୁପେ ଜନ୍ମ କରି ପୁତ୍ର ହୋଇଲି ମୁଁ ତଙ୍କରି ପୁତ୍ରିମାକୁ ବିହା ହେଲେ ଧର୍ମଟି ସହିବକି ଭଲେ, କି କଥା କହିଲ ହେତାତ ସେଇଟି ମୋର ନିଜ ମାତା ତା' ପରେ ଘର ତ୍ୟାଗ କରି କଚେରୀ ଘରକୁ ଚାଲିଆସିଥିଲେ , ସେଠାରେ ରହୁଥିବା ସାଧୁସନ୍ଥ ମାନଙ୍କ ସେବାରେ ନିଜକୁ ନିବ୍ରୁତନିୟୋଜିତ କରିଥିଲେ | ଠିକ୍ ତାର ରାତ୍ରିରେ ନିକଟବର୍ତି ଜଣେ ବିଧବା ବ୍ରାହ୍ମଣ ରବ୍ରାହ୍ମଣର ବାଡିରୁ ସେ କଦଳି ପତ୍ର କାଟୁଥିବା ବେଳେ , ବ୍ରହ୍ମଣୀ ପତ୍ର କଟା ହେବ ଶୁଣି- " କିଏ ଗୋଟେ ଅରକ୍ଷିତ ମୋ ବାଡି ରୁ ପତ୍ର କାଟୁଛି କହି ଧାଇଁ ଆସିଲା, ଏବଂ ରାଜପୁତ୍ରଙ୍କୁ ଦେଖି ଆବାକ୍ ହୋଇଗଲେ , ଏଥିରେ ରାଜପୁତ୍ର ବ୍ରହ୍ମଣୀ ଙ୍କୁବ୍ରହ୍ମଣୀଙ୍କୁ ସାନ୍ତନା ଦେଇ କହିଲେ ମା' ଆଜି ପର୍ଯନ୍ତ ମୋ ନା' ପାଉନଥିଲି କିନ୍ତୁ ଆଜି ତୁମ ଦଯାରୁଦୟାରୁ ମୁଁ ଅରକ୍ଷିତ ନାମଟି ପାଇଗଲି |
 
== ଓଳାଶୁଣୀ ମେଳା ==
ଓଳାଶୁଣୀ ମେଳା ମାଘ କୃଷ୍ଣପକ୍ଷ ଏକାଦଶୀରେ ହୋଇଥାଏ । ଏହା ସନ୍ଥ ଅରକ୍ଷିତ ଦାସ ଙ୍କ ଶ୍ରାଦ୍ଧ ଦିବସ । ସନ୍ଥ ଅରକ୍ଷିତ ଦାସ ଙ୍କ ଶ୍ରାଦ୍ଧ ଦିବସ ଦୁଇ ଦିନ ଧରି ପଳନ କରଯାଇଥାଏ । ଏହି ମେଳାରେ ଓଡ଼ିଶା ବାହାରୁ ମଧ୍ୟ ଲୋକଙ୍କର ସମାବେଶ ଦେଖିବାକୁ ମିଳେ । ପ୍ରଥମ ଶ୍ରାଦ୍ଧ ଦିବସ ରୁ ଏହା ବାର ଦିନ ପର୍ଯନ୍ତ ଲୋକଙ୍କର ସମାବେଶ ଦେଖିବାକୁ ମିଳେ ।