"ଓଳାଶୁଣି ଗୁମ୍ଫା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
'''ଓଳାଶୁଣି ଗୁମ୍ଫା''' [[କେନ୍ଦ୍ରାପଡା ଜିଲ୍ଲା|କେନ୍ଦ୍ରପଡା]], [[କଟକ ଜିଲ୍ଲା|କଟକ]], [[ଯାଜପୁର ଜିଲ୍ଲା|ଯାଜପୁର]] ଜିଲ୍ଲାର କେନ୍ଦ୍ରବିନ୍ଦୁକେନ୍ଦ୍ରରେ ପରି ଦଣ୍ଡାଯମାନ ଏହିଦଣ୍ଡାୟମାନ ଓଳାଶୁଣି ପାହାଡପାହାଡରେ . ଏହି ପିଠ ପାଇଁ ତିନୋଟି ଜିଲ୍ଲା ର ପ୍ରଶାସନିକ ଶୁଭଦ୍ରୁଷ୍ଟି ବିଶେଷ ଭାବରେ ପରିଲିଖିତ ହୋଇଥାଏ |ଅବସ୍ଥିତ ରାଜଧାନୀ ଭୁବନେଶ୍ଯର ରୁଭୁବନେଶ୍ଵରରୁ ୮0 କିଲୋମିଟର ଦୁରରେ ରହିଛି ଏହି ପାହାଡ . [[ଦୈତାରି ]]ରୁ [[ପାରାଦିପ]] ଲମ୍ବିଯାଇଥିବା କଳା ମଚମଚ ପିଚୁରାସ୍ତା , ରଜପଥ ୫ ନଂ (କ ) ଛୁଇଁରାଜପଥ ନିକଟରେ ଛିଡା ହୋଇଛି ଏହି ଓଳାଶୁଣି ପାହାଡ ଓରଫ ଗୁମ୍ଫା ପାହାଡ . ପାରାଦ୍ବିପ କୁପାରାଦ୍ଵୀପକୁ ଯିବବେଳେ ସ୍ଥଳ ଭାଗର ଏହା ହେଉଛି ଶେଷ ପାହାଡ | ଏହି ଓଳାଶୁଣି ପାହାଡ ସନ୍ଥ [[ଅରକ୍ଷିତ ଦାସ ]]ଙ୍କ ସମାଧି ପିଠ ହୋଇଥିଲେ ବି ଗୋଟିଏ ପର୍ଯଟନ ସ୍ଥଳ ଭାବରେ ପରିଚିତ .
==ଗମନା ଗମନ ସୁବିଧା==
 
କେନ୍ଦ୍ରାପଡା, କଟକ, ଯାଜପୁର ଜିଲ୍ଲା ର କେନ୍ଦ୍ରବିନ୍ଦୁ ପରି ଦଣ୍ଡାଯମାନ ଏହି ଓଳାଶୁଣି ପାହାଡ . ଏହି ପିଠ ପାଇଁ ତିନୋଟି ଜିଲ୍ଲା ର ପ୍ରଶାସନିକ ଶୁଭଦ୍ରୁଷ୍ଟି ବିଶେଷ ଭାବରେ ପରିଲିଖିତ ହୋଇଥାଏ | ରାଜଧାନୀ ଭୁବନେଶ୍ଯର ରୁ ୮0 କିଲୋମିଟର ଦୁରରେ ରହିଛି ଏହି ପାହାଡ . ଦୈତାରି ରୁ ପାରାଦିପ ଲମ୍ବିଯାଇଥିବା କଳା ମଚମଚ ପିଚୁରାସ୍ତା , ରଜପଥ ୫ ନଂ (କ ) ଛୁଇଁ ଛିଡା ହୋଇଛି ଏହି ଓଳାଶୁଣି ପାହାଡ ଓରଫ ଗୁମ୍ଫା ପାହାଡ . ପାରାଦ୍ବିପ କୁ ଯିବବେଳେ ସ୍ଥଳ ଭାଗର ଏହା ହେଉଛି ଶେଷ ପାହାଡ | ଏହି ଓଳାଶୁଣି ପାହାଡ ସନ୍ଥ ଅରକ୍ଷିତ ଦାସ ଙ୍କ ସମାଧି ପିଠ ହୋଇଥିଲେ ବି ଗୋଟିଏ ପର୍ଯଟନ ସ୍ଥଳ ଭାବରେ ପରିଚିତ .
==ସନ୍ଥ ଅରକ୍ଷିତ ଦାସ==
ମହପୁରୁଷ ଶ୍ରୀ ଶ୍ରୀ ଅରକ୍ଷିତ ଦାସ ଓଡ଼ଶା ଗଞ୍ଜାମ ଜିଲ୍ଲା [[ବଡଖେମଣ୍ଡା ]]ର ବିଜୟନଗର ଗଡରେ ଆନୁମାନିକ ୧୭୮୦ ରୁ ୧୭୮୮ ମସିହା ରେମସିହାରେ ଜନ୍ମଗ୍ରହଣ କରିଥିଲେ . ତାଙ୍କର ପିଲାବେଳ ନାମ ଥିଲା ବଲଭଦ୍ର ଦାସ. । ପିଳାବେଳୁ ତାଙ୍କର ଧର୍ମଭାବ ଜାଗ୍ରତ ହୋଇଥିଲା । ତାଙ୍କୁ ବାରବର୍ଷ ହୋଇଥିବାବେଳେ ତାଙ୍କରପିତା, ପଦ୍ମନାଭଦେବ, ପାଠ ପରୀକ୍ଷା କରିବା ସମୟରେ ସେ ପିତାଙ୍କୁ କହିଲେ, "ହେ ପିତା ! ମୁଁ ତ ପରମ ପାଠ ପଡୁଛି, ଅନ୍ୟପାଠ ପଡିବାର ପ୍ରୟଜନ କ'ଣ ?"
<poem>
ପିଳାବେଳୁ ତାଙ୍କର ଧର୍ମଭାବ ଜାଗ୍ରତ ହୋଇଥିଲା. ତାଙ୍କୁ ବାରବର୍ଷ ହୋଇଥିବାବେଳେ ତାଙ୍କରପିତା ପଦ୍ମନାଭଦେବ ପାଠ ପରିକ୍ଷା କରିବା ସମୟ ରେ ସେ ପିତାଙ୍କୁ କହିଲେ ହେ ପିତା ! ମୁଁ ତ ପରମ ପାଠ ପଡୁଛି , ଅନ୍ୟପଠ ପଡିବାର ପ୍ରୟଜନ କ'ଣ , " ବିଦ୍ୟାଟି ବେଦ ଯେ ବୋଲଇ | ତହିରେ ମୋରକାଯ୍ୟ ନାହିଁ || ଭାବେ ଅବିଦ୍ୟା ପରମକୁ | ଭାବେ ଭରଷା ମୋର ତାଙ୍କୁ ||
ବିଦ୍ୟାଟି ବେଦ ଯେ ବୋଲଇ ।
ଏହିପରି ଚିନ୍ତାରୁ ନିବ୍ରୁତ କରିବାପାଇଁ ତାଙ୍କପିତା ରାଜକନ୍ୟା କୁ ବିବାହ ଦେବା କଥା କହିବାରୁ ମହାମୁନି କପିଳ ଶୁଭଦେବଙ୍କ ଭଳି ପିତାଙ୍କୁ ପରମ ତତ୍ତ୍ବ୍ ବୁଝାଇ କହିଲେ " ହେ ପିତା ! ଯେ ମାତା ରୁପେ ଜନ୍ମ କରି ପୁତ୍ର ହୋଇଲି ମୁଁ ତଙ୍କରି ପୁତ୍ରିମାକୁ ବିହା ହେଲେ ଧର୍ମ ଟି ସହିବକି ଭଲେ କି କଥା କହିଲ ହେତାତ ସେଇଟି ମୋର ନିଜ ମାତା ତା' ପରେ ଘର ତ୍ୟାଗ କରି କଚେରୀ ଘରକୁ ଚାଲିଆସିଥିଲେ , ସେଠାରେ ରହୁଥିବା ସାଧୁସନ୍ଥ ମାନଙ୍କ ସେବାରେ ନିଜକୁ ନିବ୍ରୁତ କରିଥିଲେ | ଠିକ୍ ତାର ରାତ୍ରିରେ ନିକଟବର୍ତି ଜଣେ ବିଧବା ବ୍ରାହ୍ମଣ ର ବାଡିରୁ ସେ କଦଳି ପତ୍ର କାଟୁଥିବା ବେଳେ , ବ୍ରହ୍ମଣୀ ପତ୍ର କଟା ହେବ ଶୁଣି " କିଏ ଗୋଟେ ଅରକ୍ଷିତ ମୋ ବାଡି ରୁ ପତ୍ର କାଟୁଛି କହି ଧାଇଁ ଆସିଲା, ଏବଂ ରାଜପୁତ୍ରଙ୍କୁ ଦେଖି ଆବାକ୍ ହୋଇଗଲେ , ଏଥିରେ ରାଜପୁତ୍ର ବ୍ରହ୍ମଣୀ ଙ୍କୁ ସାନ୍ତନା ଦେଇ କହିଲେ ମା' ଆଜି ପର୍ଯନ୍ତ ମୋ ନା' ପାଉନଥିଲି କିନ୍ତୁ ଆଜି ତୁମ ଦଯାରୁ ମୁଁ ଅରକ୍ଷିତ ନାମଟି ପାଇଗଲି |
ତହିରେ ମୋରକାଯ୍ୟ ନାହିଁ ।।
ଭାବେ ଅବିଦ୍ୟା ପରମକୁ ।
ଭାବେ ଭରଷା ମୋର ତାଙ୍କୁ ।।
</poem>
ଏହିପରି ଚିନ୍ତାରୁ ନିବ୍ରୁତ କରିବାପାଇଁ ତାଙ୍କପିତା ରାଜକନ୍ୟା କୁରାଜକନ୍ୟାକୁ ବିବାହ ଦେବା କଥା କହିବାରୁ ମହାମୁନି କପିଳ ଶୁଭଦେବଙ୍କ ଭଳି ପିତାଙ୍କୁ ପରମ ତତ୍ତ୍ବ୍ତତ୍ତ୍ଵ ବୁଝାଇ କହିଲେ, " ହେ ପିତା ! ଯେ ମାତା ରୁପେ ଜନ୍ମ କରି ପୁତ୍ର ହୋଇଲି ମୁଁ ତଙ୍କରି ପୁତ୍ରିମାକୁ ବିହା ହେଲେ ଧର୍ମ ଟିଧର୍ମଟି ସହିବକି ଭଲେ , କି କଥା କହିଲ ହେତାତ ସେଇଟି ମୋର ନିଜ ମାତା ତା' ପରେ ଘର ତ୍ୟାଗ କରି କଚେରୀ ଘରକୁ ଚାଲିଆସିଥିଲେ , ସେଠାରେ ରହୁଥିବା ସାଧୁସନ୍ଥ ମାନଙ୍କ ସେବାରେ ନିଜକୁ ନିବ୍ରୁତ କରିଥିଲେ | ଠିକ୍ ତାର ରାତ୍ରିରେ ନିକଟବର୍ତି ଜଣେ ବିଧବା ବ୍ରାହ୍ମଣ ର ବାଡିରୁ ସେ କଦଳି ପତ୍ର କାଟୁଥିବା ବେଳେ , ବ୍ରହ୍ମଣୀ ପତ୍ର କଟା ହେବ ଶୁଣି " କିଏ ଗୋଟେ ଅରକ୍ଷିତ ମୋ ବାଡି ରୁ ପତ୍ର କାଟୁଛି କହି ଧାଇଁ ଆସିଲା, ଏବଂ ରାଜପୁତ୍ରଙ୍କୁ ଦେଖି ଆବାକ୍ ହୋଇଗଲେ , ଏଥିରେ ରାଜପୁତ୍ର ବ୍ରହ୍ମଣୀ ଙ୍କୁ ସାନ୍ତନା ଦେଇ କହିଲେ ମା' ଆଜି ପର୍ଯନ୍ତ ମୋ ନା' ପାଉନଥିଲି କିନ୍ତୁ ଆଜି ତୁମ ଦଯାରୁ ମୁଁ ଅରକ୍ଷିତ ନାମଟି ପାଇଗଲି |
 
== ଓଳାଶୁଣୀ ମେଳା==
ଓଳାଶୁଣୀ ମେଳା ମାଘ କୃଷ୍ଣପକ୍ଷ ଏକାଦଶୀରେ ହୋଇଥାଏ । ଏହା ସନ୍ଥ ଅରକ୍ଷିତ ଦାସ ଙ୍କ ଶ୍ରାଦ୍ଧ ଦିବସ । ସନ୍ଥ ଅରକ୍ଷିତ ଦାସ ଙ୍କ ଶ୍ରାଦ୍ଧ ଦିବସ ଦୁଇ ଦିନ ଧରି ପଳନ କରଯାଇଥାଏ । ଏହି ମେଳାରେ ଓଡ଼ିଶା ବାହାରୁ ମଧ୍ୟ ଲୋକଙ୍କର ସମାବେଶ ଦେଖିବାକୁ ମିଳେ । ପ୍ରଥମ ଶ୍ରାଦ୍ଧ ଦିବସ ରୁ ଏହା ବାର ଦିନ ପର୍ଯନ୍ତ ଲୋକଙ୍କର ସମାବେଶ ଦେଖିବାକୁ ମିଳେ ।
 
==ପ୍ରସିଦ୍ଧ ଭୋଗ ==
ସନ୍ଥ ଅରକ୍ଷିତ ଦାସ ଙ୍କର ପୋଡପିଠା ହେଉଛି ଅତି ପ୍ରିୟ, ଏହାଛଡା ସୁକୁଆ (ମଲାମାଛ) ଏଠାରେ ଭୋଗ କରାଯାଏ, ସେ ତାଙ୍କ ପୁସ୍ତକ ରେ ସମଗ୍ର ଜଗତ କୁ ଆମିଷ ବୋଲି କହିଛନ୍ତି , ଆମିଷ କୁ ଛାଡି ଜଗତ ତିଷ୍ଟି ପାରିବ ନାହିଁ ସେ ଲେଖିଛନ୍ତି